କ୍ରେଡିଟ୍ କାର୍ଡ ଭେରିଫିକେସନ ଆଳରେ ପୁଲିସ କର୍ମଚାରୀଙ୍କ ପତ୍ନୀଙ୍କୁ ଚୂନ ଲଗାଇଲେ ସାଇବର ଲୁଟେରା

The Sakala Picture
Published On

ଭୁବନେଶ୍ୱର: ରାଜଧାନୀରେ ପୁଣି ମାତିଲେ ସାଇବର ଲୁଟେରା । ଏଥର ସାଇବାର ଠକେଇର ଶିକାର ହେଇଛନ୍ତି ପୁଲିସ କର୍ମଚାରୀଙ୍କ ପତ୍ନୀ । ତାଙ୍କ ଠାରୁ ୪୯ ହଜାର ଟଙ୍କା ଲୁଟ ନେଇଛନ୍ତି ସାଇବର ଲୁଟେରା । ସୂଚନା ଅନୁଯାୟୀ, ଉକ୍ତ ପୁଲିସ୍ କର୍ମଚାରୀ ଜଣଙ୍କ ରାଜ୍ୟ କ୍ରାଇମ୍ ରେକର୍ଡ ବ୍ୟୁରୋରେ କାର୍ଯ୍ଯ କରନ୍ତି। ତାଙ୍କ ପତ୍ନୀଙ୍କୁ କ୍ରେଡିଟ୍ କାର୍ଡ ଆକ୍ଟିଭ୍ କରିବାକୁ କୁହାଯାଇଥିଲା। କ୍ରେଡିଟ୍ କାର୍ଡ ଭେରିଫିକେସନ୍ ଆଳରେ ୪୯ ହଜାର ଟଙ୍କାର ଚୂନ ଲଗାଇଛନ୍ତି ସାଇବର […]

ଭୁବନେଶ୍ୱର: ରାଜଧାନୀରେ ପୁଣି ମାତିଲେ ସାଇବର ଲୁଟେରା । ଏଥର ସାଇବାର ଠକେଇର ଶିକାର ହେଇଛନ୍ତି ପୁଲିସ କର୍ମଚାରୀଙ୍କ ପତ୍ନୀ । ତାଙ୍କ ଠାରୁ ୪୯ ହଜାର ଟଙ୍କା ଲୁଟ ନେଇଛନ୍ତି ସାଇବର ଲୁଟେରା ।

ଆହୁରି ପଢ଼ନ୍ତୁ: ବଲାଙ୍ଗିରରେ ଚାଞ୍ଚଲ୍ୟ: ଅଜଣା ବ୍ୟକ୍ତିଙ୍କ ମୁଣ୍ଡବିହୀନ ମୃତଦେହ ଠାବ, ସନ୍ଦେହରେ ଜଣେ ଅଟକ

ସୂଚନା ଅନୁଯାୟୀ, ଉକ୍ତ ପୁଲିସ୍ କର୍ମଚାରୀ ଜଣଙ୍କ ରାଜ୍ୟ କ୍ରାଇମ୍ ରେକର୍ଡ ବ୍ୟୁରୋରେ କାର୍ଯ୍ଯ କରନ୍ତି। ତାଙ୍କ ପତ୍ନୀଙ୍କୁ କ୍ରେଡିଟ୍ କାର୍ଡ ଆକ୍ଟିଭ୍ କରିବାକୁ କୁହାଯାଇଥିଲା। କ୍ରେଡିଟ୍ କାର୍ଡ ଭେରିଫିକେସନ୍ ଆଳରେ ୪୯ ହଜାର ଟଙ୍କାର ଚୂନ ଲଗାଇଛନ୍ତି ସାଇବର ଅପରାଧୀ। ଏହାପରେ ଭୁବନେଶ୍ବର ସାଇବର ଥାନାରେ ଏ ନେଇ ଉକ୍ତ ପୁଲିସ କର୍ମଚାରୀ ଲିଖିତ ଅଭିଯୋଗ କରିଛନ୍ତି ।

ଆହୁରି ପଢ଼ନ୍ତୁ: କୋଣାର୍କ ସୂର୍ଯ୍ୟ ମନ୍ଦିରରୁ ବାଲି କାଢ଼ିବା କାର୍ଯ୍ୟର ସମୀକ୍ଷା କଲା ଏଏସଆଇର ୧୦ ଜଣିଆ ବିଶେଷଜ୍ଞ ଦଳ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର