ସାଇବର ଲୁଟେରାଙ୍କ ଟାର୍ଗେଟରେ ସରକାରୀ ଯୋଜନାର ଅର୍ଥ

The Sakala Picture
Published On

ଭୁବନେଶ୍ବର: ସାଇବର ଲୁଟେରା ଲୁଟି ନେଇଯାଉଛି ସମସ୍ତ ସରକାରୀ ଯୋଜନାର ଅର୍ଥ । କାଳିଆ ଯୋଜନା ଠାରୁ ସୁଭଦ୍ରା ଯୋଜନା ସବୁ ଟଙ୍କା କରି କରି ନେଉଛି ହଡ଼ପ । ଉଲ୍ଲାସ ପ୍ରଧାନ ନାମ୍ନୀ ଜଣେ ମହିଳାଙ୍କ ଆଧାରକାର୍ଡ ନେଇ ଆଉ ଏକ ଆକାଉଣ୍ଟ ଖୋଲି ଏଭଳି ଠକି ନେଉଛି ଠକ । ଏୟାରଟେଲ ପେମେଣ୍ଟ ବ୍ୟାଙ୍କ୍ ଜରିଆରେ ଏଭଳି ଟଙ୍କା ଠକେଇ କରି ନେଉଛି ଠକ । ସୁଭଦ୍ରା ଟଙ୍କା ମେସେଜ ମୋବାଇଲକୁ ଆସିଲା, ହେଲେ […]

ଭୁବନେଶ୍ବର: ସାଇବର ଲୁଟେରା ଲୁଟି ନେଇଯାଉଛି ସମସ୍ତ ସରକାରୀ ଯୋଜନାର ଅର୍ଥ । କାଳିଆ ଯୋଜନା ଠାରୁ ସୁଭଦ୍ରା ଯୋଜନା ସବୁ ଟଙ୍କା କରି କରି ନେଉଛି ହଡ଼ପ । ଉଲ୍ଲାସ ପ୍ରଧାନ ନାମ୍ନୀ ଜଣେ ମହିଳାଙ୍କ ଆଧାରକାର୍ଡ ନେଇ ଆଉ ଏକ ଆକାଉଣ୍ଟ ଖୋଲି ଏଭଳି ଠକି ନେଉଛି ଠକ । ଏୟାରଟେଲ ପେମେଣ୍ଟ ବ୍ୟାଙ୍କ୍ ଜରିଆରେ ଏଭଳି ଟଙ୍କା ଠକେଇ କରି ନେଉଛି ଠକ । ସୁଭଦ୍ରା ଟଙ୍କା ମେସେଜ ମୋବାଇଲକୁ ଆସିଲା, ହେଲେ ଟଙ୍କା କେଉଁ ଆକାଉଣ୍ଟ କୁ ଆସିଛି ବୋଲି ଖୋଜିବା ବେଳେ ସାମ୍ନାକୁ ଆସିଲା ଏଭଳି ସାଙ୍ଘାତିକ ସତ୍ୟ। ବ୍ୟାଙ୍କରେ ବୁଝିବା ପରେ ଜଣା ପଡିଲା ଖାଲି ସୁଭଦ୍ରା ଯୋଜନା ନୁହେଁ ଗତ ୩ ବର୍ଷ ଧରି ଯେତେ ସବୁ ସରକାରୀ ଯୋଜନା ଅର୍ଥ ଆସିଛି ସବୁ ସାଇବର ଠକ ହଡପ କରିଛି। ଏପରିକି ଗ୍ୟାସ ସବସିଡି ଟଙ୍କା ମଧ୍ୟ ସାଇବର ଠକ ଆକାଉଣ୍ଟକୁ ଚାଲି ଯାଉଛି। ଏଭଳି ଠକେଇର ଶିକାର ହେବା ନେଇ ଜାଣିବା ପରେ ସୁଦୂର ନୟାଗଡ଼ରୁ ଆସି ସାଇବର ଥାନାର ଦ୍ବାରସ୍ଥ ହୋଇଛନ୍ତି ଠକେଇର ଶିକାର ହୋଇଥିବା ମହିଳା।

ଆହୁରି ପଢ଼ନ୍ତୁ: ଜନଗଣନା କରିବା ବାହାନାରେ ଆସିଲା, ବେକରେ ଛୁରୀ ଲଗାଇ ଫୋନ ଓ ମଙ୍ଗଳସୂତ୍ର ନେଇଗଲା ଲୁଟେରା

15 Oct 2024 By The Sakala

ସାଇବର ଲୁଟେରାଙ୍କ ଟାର୍ଗେଟରେ ସରକାରୀ ଯୋଜନାର ଅର୍ଥ

ଭୁବନେଶ୍ବର: ସାଇବର ଲୁଟେରା ଲୁଟି ନେଇଯାଉଛି ସମସ୍ତ ସରକାରୀ ଯୋଜନାର ଅର୍ଥ । କାଳିଆ ଯୋଜନା ଠାରୁ ସୁଭଦ୍ରା ଯୋଜନା ସବୁ ଟଙ୍କା କରି କରି ନେଉଛି ହଡ଼ପ । ଉଲ୍ଲାସ ପ୍ରଧାନ ନାମ୍ନୀ ଜଣେ ମହିଳାଙ୍କ ଆଧାରକାର୍ଡ ନେଇ ଆଉ ଏକ ଆକାଉଣ୍ଟ ଖୋଲି ଏଭଳି ଠକି ନେଉଛି ଠକ । ଏୟାରଟେଲ ପେମେଣ୍ଟ ବ୍ୟାଙ୍କ୍ ଜରିଆରେ ଏଭଳି ଟଙ୍କା ଠକେଇ କରି ନେଉଛି ଠକ । ସୁଭଦ୍ରା ଟଙ୍କା ମେସେଜ ମୋବାଇଲକୁ ଆସିଲା, ହେଲେ ଟଙ୍କା କେଉଁ ଆକାଉଣ୍ଟ କୁ ଆସିଛି ବୋଲି ଖୋଜିବା ବେଳେ ସାମ୍ନାକୁ ଆସିଲା ଏଭଳି ସାଙ୍ଘାତିକ ସତ୍ୟ। ବ୍ୟାଙ୍କରେ ବୁଝିବା ପରେ ଜଣା ପଡିଲା ଖାଲି ସୁଭଦ୍ରା ଯୋଜନା ନୁହେଁ ଗତ ୩ ବର୍ଷ ଧରି ଯେତେ ସବୁ ସରକାରୀ ଯୋଜନା ଅର୍ଥ ଆସିଛି ସବୁ ସାଇବର ଠକ ହଡପ କରିଛି। ଏପରିକି ଗ୍ୟାସ ସବସିଡି ଟଙ୍କା ମଧ୍ୟ ସାଇବର ଠକ ଆକାଉଣ୍ଟକୁ ଚାଲି ଯାଉଛି। ଏଭଳି ଠକେଇର ଶିକାର ହେବା ନେଇ ଜାଣିବା ପରେ ସୁଦୂର ନୟାଗଡ଼ରୁ ଆସି ସାଇବର ଥାନାର ଦ୍ବାରସ୍ଥ ହୋଇଛନ୍ତି ଠକେଇର ଶିକାର ହୋଇଥିବା ମହିଳା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର