ମନୋରଞ୍ଜନ
ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨: ମହିଳା କ୍ରିକେଟରେ ପାକିସ୍ତାନ ବିପକ୍ଷରେ ଭାରତର ଦମଦାର୍ ବିଜୟ
ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡାରେ ରବିବାର ମହିଳା ଟି-୨୦ କ୍ରିକେଟ ଭାରତ ସହ ପାକିସ୍ତାନର ମଧ୍ଯରେ ଖେଳା ଯାଇଥିଲା। ଏହି ମ୍ଯାଚରେ ଭାରତ ୨ ୱିକେଟ ହରାଇ ପାକିସ୍ତାନ ଠାରୁ ଜିତି ନେଇଛି। ଭାରତ ପକ୍ଷରୁ ସ୍ମ୍ରିତି ମାନ୍ଧାନା ୪୨ ବଲରେ ୬୩ ରନ୍ କରି ଅପରାଜିତ ରହି ଭାରତକୁ ବିଜୟ କରାଇଥିଲେ। ପାକିସ୍ତାନ ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିଥିଲା । ବର୍ଷା କାରଣରୁ ୨୦ ଓଭର ପରିବର୍ତ୍ତେ ୧୮ ଓଭର ଖେଳ ହୋଇଥିଲା । ନିର୍ଦ୍ଧାରିତ […]
ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡାରେ ରବିବାର ମହିଳା ଟି-୨୦ କ୍ରିକେଟ ଭାରତ ସହ ପାକିସ୍ତାନର ମଧ୍ଯରେ ଖେଳା ଯାଇଥିଲା। ଏହି ମ୍ଯାଚରେ ଭାରତ ୨ ୱିକେଟ ହରାଇ ପାକିସ୍ତାନ ଠାରୁ ଜିତି ନେଇଛି। ଭାରତ ପକ୍ଷରୁ ସ୍ମ୍ରିତି ମାନ୍ଧାନା ୪୨ ବଲରେ ୬୩ ରନ୍ କରି ଅପରାଜିତ ରହି ଭାରତକୁ ବିଜୟ କରାଇଥିଲେ।
ଆହୁରି ପଢ଼ନ୍ତୁ: ଆଜି ମିଳିବ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି: ୧ କୋଟିରୁ ଉର୍ଦ୍ଧ୍ୱ ମହିଳାଙ୍କ ଖାତାକୁ ଯିବ ୫୦୦୦ ଟଙ୍କା
ପାକିସ୍ତାନ ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିଥିଲା । ବର୍ଷା କାରଣରୁ ୨୦ ଓଭର ପରିବର୍ତ୍ତେ ୧୮ ଓଭର ଖେଳ ହୋଇଥିଲା । ନିର୍ଦ୍ଧାରିତ ୧୮ ଓଭରରେ ପାକିସ୍ତାନ ନିଜର ସମସ୍ତ ୱିକେଟ୍ ହରାଇ ୯୯ ରନ୍ ସଂଗ୍ରହ କରିଥିଲା। ଭାରତ ୧୦୨ ରନ କରି ମ୍ଯାଚକୁ ସହଜରେ ଜିତି ନେଇଛି।
ଆହୁରି ପଢ଼ନ୍ତୁ: ଏମ୍ଏମ୍ଡିଆର୍ ସଂଶୋଧନ ଆଇନ୍ ପ୍ରସଙ୍ଗ: 'ଡବଲ ଇଞ୍ଜିନ ସରକାର ଓଡ଼ିଶାବାସୀଙ୍କ ଅଧିକାରକୁ ଅପହରଣ କରିଛି'
ଭାରତ ପକ୍ଷରୁ ଶେଫାଳି ବର୍ମା ୧୬ରନ କରି ଆଉଟ ହୋଇଥିବେ ବେଳେ ସାଭିନେନି ମେଘନା ୧୪ ରନ କରି ଆଉଟ ହୋଇଥିଲେ। ଅନ୍ଯପଟେ ସ୍ମ୍ରିତି ମାନ୍ଧାନା ୪୨ ବଲରେ ୬୩ ରନ୍ କରି ଅପରାଜିତ ରହିଥିବା ବେଳେ ଯେମିମାହ ୩ ବଲରେ ୨ ରନ କରି ଅପରାଜିତ ରହିଥିଲେ।






