ଲସି ଦୋକାନ ଉପରେ ମାଡ଼ିଗଲା ଟ୍ଯାଙ୍କର: ୧ ମୃତ, ୩ ଆହତ

The Sakala Picture
Published On

କଟକ: ଏମିତି ବି ଆସେ ମୃତ୍ଯୁ। ବେପାରା ଚାଲିଥିବା ବେଳେ ହଠାତ ମାଡିଆସିଲା ମୃତ୍ଯୁର ଟ୍ଯାଙ୍କର। ଅକାଳରେ ଚାଲିଗଲା ଜଣଙ୍କର ଜୀବନ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲା ଜଗତପୁର ଭଏରପୁର ଠାରେ। ରାସ୍ତାକଡ଼ ଲସି ଦୋକାନରେ ବେପାର ଚାଲିଥିବା ବେଳେ ହଠାତ ଏକ ତେଲ ଟ୍ୟାଙ୍କର ମାଡ଼ି ଯାଇଛି। ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି । ଗୁରୁତର ୩ ଜଣ ବ୍ୟକ୍ତିଙ୍କୁ କଟକ ଏସସିବି […]

କଟକ: ଏମିତି ବି ଆସେ ମୃତ୍ଯୁ। ବେପାରା ଚାଲିଥିବା ବେଳେ ହଠାତ ମାଡିଆସିଲା ମୃତ୍ଯୁର ଟ୍ଯାଙ୍କର। ଅକାଳରେ ଚାଲିଗଲା ଜଣଙ୍କର ଜୀବନ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲା ଜଗତପୁର ଭଏରପୁର ଠାରେ। ରାସ୍ତାକଡ଼ ଲସି ଦୋକାନରେ ବେପାର ଚାଲିଥିବା ବେଳେ ହଠାତ ଏକ ତେଲ ଟ୍ୟାଙ୍କର ମାଡ଼ି ଯାଇଛି। ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି । ଗୁରୁତର ୩ ଜଣ ବ୍ୟକ୍ତିଙ୍କୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ସ୍ଥାନୀୟ ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିବା ସହ ମେଡିକାଲରେ ଭର୍ତ୍ତି କରିଛନ୍ତି ।

ଆହୁରି ପଢ଼ନ୍ତୁ: ଡ୍ରପଆଉଟ୍‌ ପାଇଁ ଓଡ଼ିଶାରେ ବଢ଼ୁଛି ବାଲ୍ୟ ବିବାହ; ସାମାଜିକ ବିଧି ବ୍ୟବସ୍ଥା ଅନ୍ୟତମ ପ୍ରମୁଖ କାରଣ

ସୂଚନା ଅନୁଯାୟୀ, ଟ୍ୟାଙ୍କରଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଦୋକାନ ଘର ଭିତରକୁ ମାଡ଼ି ଯାଇଥିଲା । 

ଆହୁରି ପଢ଼ନ୍ତୁ: ଫୁଲନଖରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ହାଇୱା ଧକ୍କାରେ ୩ ବାଇକ୍ ଆରୋହୀ ମୃତ

08 Apr 2021 By The Sakala

ଲସି ଦୋକାନ ଉପରେ ମାଡ଼ିଗଲା ଟ୍ଯାଙ୍କର: ୧ ମୃତ, ୩ ଆହତ

କଟକ: ଏମିତି ବି ଆସେ ମୃତ୍ଯୁ। ବେପାରା ଚାଲିଥିବା ବେଳେ ହଠାତ ମାଡିଆସିଲା ମୃତ୍ଯୁର ଟ୍ଯାଙ୍କର। ଅକାଳରେ ଚାଲିଗଲା ଜଣଙ୍କର ଜୀବନ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲା ଜଗତପୁର ଭଏରପୁର ଠାରେ। ରାସ୍ତାକଡ଼ ଲସି ଦୋକାନରେ ବେପାର ଚାଲିଥିବା ବେଳେ ହଠାତ ଏକ ତେଲ ଟ୍ୟାଙ୍କର ମାଡ଼ି ଯାଇଛି। ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି । ଗୁରୁତର ୩ ଜଣ ବ୍ୟକ୍ତିଙ୍କୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ସ୍ଥାନୀୟ ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିବା ସହ ମେଡିକାଲରେ ଭର୍ତ୍ତି କରିଛନ୍ତି ।

ସୂଚନା ଅନୁଯାୟୀ, ଟ୍ୟାଙ୍କରଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଦୋକାନ ଘର ଭିତରକୁ ମାଡ଼ି ଯାଇଥିଲା । 

https://www.thesakala.in/latest-odisha-news/cuttack/tanker-hits-road-side-lassi-shop-in-cuttack/article-1349
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର