ଅମାନବୀୟ କାଣ୍ଡ: କରଜ ଟଙ୍କା ନ ଫେରାଇବାରୁ ଯୁବକଙ୍କୁ ଗାଡ଼ି ପଛରେ ବାନ୍ଧି ଦୌଡ଼ାଇଲେ ଉନ୍ମତ୍ତ ଯୁବକ

The Sakala Picture
Published On

ଭୁବନେଶ୍ବର: କଟକରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବକଙ୍କୁ ଗାଡ଼ି ପଛରେ ବାନ୍ଧି ଦୌଡ଼ାଇ ଦୌଡ଼ାଇ ନିଆଯାଉଥିବା ଭିଡିଓ ଭାଇରାଲ ହେଉଛି। ଏଭଳି ଅଭାବନୀୟ ଘଟଣାର ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି। ସୂଚନା ଅନୁଯାୟୀ, ଉକ୍ତ ଯୁବକ ଜଣଙ୍କ କରଜ ନେଇଥିବା ଟଙ୍କା ଫେରାଉ ନ ଥିବାରୁ ଏହି କାଣ୍ଡ ଭିଆଇିଛନ୍ତି କିଛି ଉନ୍ମତ୍ତ ଯୁବକ । ଏହା ଗତକାଲି ସନ୍ଧ୍ୟା ବେଳର ଘଟଣା ବୋଲି ଜଣାପଡ଼ିଛି। ଯୁବକଙ୍କୁ ଗାଡ଼ି ପଛରେ ବାନ୍ଧି  […]

ଭୁବନେଶ୍ବର: କଟକରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବକଙ୍କୁ ଗାଡ଼ି ପଛରେ ବାନ୍ଧି ଦୌଡ଼ାଇ ଦୌଡ଼ାଇ ନିଆଯାଉଥିବା ଭିଡିଓ ଭାଇରାଲ ହେଉଛି। ଏଭଳି ଅଭାବନୀୟ ଘଟଣାର ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି।

ସୂଚନା ଅନୁଯାୟୀ, ଉକ୍ତ ଯୁବକ ଜଣଙ୍କ କରଜ ନେଇଥିବା ଟଙ୍କା ଫେରାଉ ନ ଥିବାରୁ ଏହି କାଣ୍ଡ ଭିଆଇିଛନ୍ତି କିଛି ଉନ୍ମତ୍ତ ଯୁବକ । ଏହା ଗତକାଲି ସନ୍ଧ୍ୟା ବେଳର ଘଟଣା ବୋଲି ଜଣାପଡ଼ିଛି। ଯୁବକଙ୍କୁ ଗାଡ଼ି ପଛରେ ବାନ୍ଧି  ସେଲଟର ଛକରୁ ମିସନ ରୋଡ ପର୍ଯ୍ୟନ୍ତ ଦୌଡ଼ାଇ  ଦୌଡ଼ାଇ ନିଆଯାଇଥିଲା। ଭିଡିଓଟି ଭାଇରାଲ ହେବା ପରେ କଟକରେ ଚାଞ୍ଚଲ୍ୟ ଖେଳିଯାଇଛି। ତେବେ ବର୍ତ୍ତମାନ ଏନେଇ ଥାନାରେ କୌଣସି ଅଭିଯୋଗ ହୋଇ ନଥିଲେ ବି ପୁଲିସ ନିଜ ଆଡୁ ମାମଲାକୁ ଗୁରୁତର ସହ ନେଇଛି।

17 Oct 2022 By The Sakala

ଅମାନବୀୟ କାଣ୍ଡ: କରଜ ଟଙ୍କା ନ ଫେରାଇବାରୁ ଯୁବକଙ୍କୁ ଗାଡ଼ି ପଛରେ ବାନ୍ଧି ଦୌଡ଼ାଇଲେ ଉନ୍ମତ୍ତ ଯୁବକ

ଭୁବନେଶ୍ବର: କଟକରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବକଙ୍କୁ ଗାଡ଼ି ପଛରେ ବାନ୍ଧି ଦୌଡ଼ାଇ ଦୌଡ଼ାଇ ନିଆଯାଉଥିବା ଭିଡିଓ ଭାଇରାଲ ହେଉଛି। ଏଭଳି ଅଭାବନୀୟ ଘଟଣାର ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି।

ସୂଚନା ଅନୁଯାୟୀ, ଉକ୍ତ ଯୁବକ ଜଣଙ୍କ କରଜ ନେଇଥିବା ଟଙ୍କା ଫେରାଉ ନ ଥିବାରୁ ଏହି କାଣ୍ଡ ଭିଆଇିଛନ୍ତି କିଛି ଉନ୍ମତ୍ତ ଯୁବକ । ଏହା ଗତକାଲି ସନ୍ଧ୍ୟା ବେଳର ଘଟଣା ବୋଲି ଜଣାପଡ଼ିଛି। ଯୁବକଙ୍କୁ ଗାଡ଼ି ପଛରେ ବାନ୍ଧି  ସେଲଟର ଛକରୁ ମିସନ ରୋଡ ପର୍ଯ୍ୟନ୍ତ ଦୌଡ଼ାଇ  ଦୌଡ଼ାଇ ନିଆଯାଇଥିଲା। ଭିଡିଓଟି ଭାଇରାଲ ହେବା ପରେ କଟକରେ ଚାଞ୍ଚଲ୍ୟ ଖେଳିଯାଇଛି। ତେବେ ବର୍ତ୍ତମାନ ଏନେଇ ଥାନାରେ କୌଣସି ଅଭିଯୋଗ ହୋଇ ନଥିଲେ ବି ପୁଲିସ ନିଜ ଆଡୁ ମାମଲାକୁ ଗୁରୁତର ସହ ନେଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର