ଅବସରପ୍ରାପ୍ତ ଯବାନଙ୍କ ଉନ୍ମତ୍ତକାଣ୍ଡ, ଖଣ୍ଡା ଓ ମାର୍ତୁଲ ଧରି ବିଚ୍ ରାସ୍ତାରେ ଖେଳାଇଲେ ଆତଙ୍କ

The Sakala Picture
Published On

ବାଙ୍କୀ: ବାଙ୍କୀ ବଜାରରେ ବୁଲିଲା ଖଣ୍ଡା । ବାଙ୍କୀ ବଜାର ଉପରେ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଉନ୍ମତ୍ତକାଣ୍ଡ ଦେଖିବାକୁ ମିଳିଛି। ମରଣାସ୍ତ୍ର ଧରି ଲୋକମାନଙ୍କୁ ଗୋଡାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ହାତରେ ଖଣ୍ଡା ଏବଂ ହାତୁଡି ଧରି ଲୋକଙ୍କୁ ଭୟଭୀତ କରୁଥିବାର ଦେଖିବାକୁ ମିଳିଛି। ଖବର ପାଇ ବାଙ୍କୀ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଥିବାବେଳେ ଉକ୍ତ ଅବସରପ୍ରାପ୍ତ ସେନାକର୍ମଚାରୀ ଜଣଙ୍କ ପୁଲିସ ଉପରକୁ ଆକ୍ରମଣ କରୁଥିବାର ମଧ୍ୟ ଦେଖିବାକୁ ମିଳିଛି। ସେପଟେ ପୁଲିସ ଓ […]

ବାଙ୍କୀ: ବାଙ୍କୀ ବଜାରରେ ବୁଲିଲା ଖଣ୍ଡା । ବାଙ୍କୀ ବଜାର ଉପରେ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଉନ୍ମତ୍ତକାଣ୍ଡ ଦେଖିବାକୁ ମିଳିଛି। ମରଣାସ୍ତ୍ର ଧରି ଲୋକମାନଙ୍କୁ ଗୋଡାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ହାତରେ ଖଣ୍ଡା ଏବଂ ହାତୁଡି ଧରି ଲୋକଙ୍କୁ ଭୟଭୀତ କରୁଥିବାର ଦେଖିବାକୁ ମିଳିଛି। ଖବର ପାଇ ବାଙ୍କୀ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଥିବାବେଳେ ଉକ୍ତ ଅବସରପ୍ରାପ୍ତ ସେନାକର୍ମଚାରୀ ଜଣଙ୍କ ପୁଲିସ ଉପରକୁ ଆକ୍ରମଣ କରୁଥିବାର ମଧ୍ୟ ଦେଖିବାକୁ ମିଳିଛି। ସେପଟେ ପୁଲିସ ଓ ସମ୍ପୃକ୍ତ ସେନା କର୍ମଚାରୀଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଛି। ତେବେ ଉକ୍ତ ଅବସରପ୍ରାପ୍ତ ସେନା କର୍ମଚାରୀ ଜଣଙ୍କ ନାମ ସରୋଜ ଦାସ ହୋଇଥିବା ବେଳେ ତାଙ୍କ ଘର ବାଙ୍କୀ ହରିରାଜପୁର ଗ୍ରାମର ବୋଲି ଜାଣିବାକୁ ମିଳିଛି। ଏଭଳି କାଣ୍ଡ ଭିଆଇବାରେ କଣ ତାଙ୍କର ଉଦେଶ୍ୟ ଜଣା ପଡ଼ିନାହିଁ। ସେପଟେ ଏପର୍ଯ୍ୟନ୍ତ ପୁଲିସ ଉକ୍ତ ସେନା କର୍ମଚାରୀଙ୍କୁ କାବୁ କରିପାରି ନାହିଁ।

ଆହୁରି ପଢ଼ନ୍ତୁ: ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କୁ କଳା ପତାକା ସହ ବାଙ୍କୀରେ ଜୋରଦାର ବିରୋଧ ପ୍ରଦର୍ଶନ

01 Sep 2023 By The Sakala

ଅବସରପ୍ରାପ୍ତ ଯବାନଙ୍କ ଉନ୍ମତ୍ତକାଣ୍ଡ, ଖଣ୍ଡା ଓ ମାର୍ତୁଲ ଧରି ବିଚ୍ ରାସ୍ତାରେ ଖେଳାଇଲେ ଆତଙ୍କ

ବାଙ୍କୀ: ବାଙ୍କୀ ବଜାରରେ ବୁଲିଲା ଖଣ୍ଡା । ବାଙ୍କୀ ବଜାର ଉପରେ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଉନ୍ମତ୍ତକାଣ୍ଡ ଦେଖିବାକୁ ମିଳିଛି। ମରଣାସ୍ତ୍ର ଧରି ଲୋକମାନଙ୍କୁ ଗୋଡାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ହାତରେ ଖଣ୍ଡା ଏବଂ ହାତୁଡି ଧରି ଲୋକଙ୍କୁ ଭୟଭୀତ କରୁଥିବାର ଦେଖିବାକୁ ମିଳିଛି। ଖବର ପାଇ ବାଙ୍କୀ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଥିବାବେଳେ ଉକ୍ତ ଅବସରପ୍ରାପ୍ତ ସେନାକର୍ମଚାରୀ ଜଣଙ୍କ ପୁଲିସ ଉପରକୁ ଆକ୍ରମଣ କରୁଥିବାର ମଧ୍ୟ ଦେଖିବାକୁ ମିଳିଛି। ସେପଟେ ପୁଲିସ ଓ ସମ୍ପୃକ୍ତ ସେନା କର୍ମଚାରୀଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଛି। ତେବେ ଉକ୍ତ ଅବସରପ୍ରାପ୍ତ ସେନା କର୍ମଚାରୀ ଜଣଙ୍କ ନାମ ସରୋଜ ଦାସ ହୋଇଥିବା ବେଳେ ତାଙ୍କ ଘର ବାଙ୍କୀ ହରିରାଜପୁର ଗ୍ରାମର ବୋଲି ଜାଣିବାକୁ ମିଳିଛି। ଏଭଳି କାଣ୍ଡ ଭିଆଇବାରେ କଣ ତାଙ୍କର ଉଦେଶ୍ୟ ଜଣା ପଡ଼ିନାହିଁ। ସେପଟେ ଏପର୍ଯ୍ୟନ୍ତ ପୁଲିସ ଉକ୍ତ ସେନା କର୍ମଚାରୀଙ୍କୁ କାବୁ କରିପାରି ନାହିଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର