ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ଐତିହାସିକ କଟକ ବାଲିଯାତ୍ରା ପାଇଁ ଆରମ୍ଭ ହେଲା ପ୍ଲଟ୍‌ ବୁକିଂ ପଞ୍ଜିକରଣ

The Sakala Picture
Published On

କଟକ: ଐତିହାସିକ କଟକ ବାଲିଯାତ୍ରା ପାଇଁ ଆରମ୍ଭ ହେଲା ପ୍ଲଟ୍‌ ବୁକିଙ୍ଗ ପଞ୍ଜିକରଣ। କଟକ ବାରବାଟୀ ପ୍ୟାଲେସରେ ଆରମ୍ଭ। ୧୦୦୦ ବର୍ଗ ଫୁଟ ପର୍ଯ୍ୟନ୍ତ ବ୍ୟବସାୟୀମାନେ ବୁକିଙ୍ଗ ପାଇଁ କରି ପାରିବେ ପଞ୍ଜିକରଣ। ଉଭୟ ଉପର ଓ ତଳ ବାଲିଯାତ୍ରା ପଡିଆ ପାଇଁ ଆରମ୍ଭ ହୋଇଛି ପ୍ଲଟ ବୁକିଙ୍ଗ। ଗୋଟିଏ ପ୍ଲଟ ପଞ୍ଜିକରଣ ପାଇଁ ବ୍ୟବସାୟୀଙ୍କୁ ଦେବାକୁ ହେବ ୫୦୦୦ ଟଙ୍କା। ଜଣେ ବ୍ୟବସାୟୀ ସର୍ବାଧିକ ୩ଟି ପ୍ଲଟ ବା ୧୦୦୦ ବର୍ଗଫୁଟ ପାଇଁ କରିପାରିବେ ପଞ୍ଜିକରଣ। […]

କଟକ: ଐତିହାସିକ କଟକ ବାଲିଯାତ୍ରା ପାଇଁ ଆରମ୍ଭ ହେଲା ପ୍ଲଟ୍‌ ବୁକିଙ୍ଗ ପଞ୍ଜିକରଣ। କଟକ ବାରବାଟୀ ପ୍ୟାଲେସରେ ଆରମ୍ଭ। ୧୦୦୦ ବର୍ଗ ଫୁଟ ପର୍ଯ୍ୟନ୍ତ ବ୍ୟବସାୟୀମାନେ ବୁକିଙ୍ଗ ପାଇଁ କରି ପାରିବେ ପଞ୍ଜିକରଣ। ଉଭୟ ଉପର ଓ ତଳ ବାଲିଯାତ୍ରା ପଡିଆ ପାଇଁ ଆରମ୍ଭ ହୋଇଛି ପ୍ଲଟ ବୁକିଙ୍ଗ। ଗୋଟିଏ ପ୍ଲଟ ପଞ୍ଜିକରଣ ପାଇଁ ବ୍ୟବସାୟୀଙ୍କୁ ଦେବାକୁ ହେବ ୫୦୦୦ ଟଙ୍କା। ଜଣେ ବ୍ୟବସାୟୀ ସର୍ବାଧିକ ୩ଟି ପ୍ଲଟ ବା ୧୦୦୦ ବର୍ଗଫୁଟ ପାଇଁ କରିପାରିବେ ପଞ୍ଜିକରଣ। ନଭେମ୍ବର ୮ ରୁ ୧୬ ତାରିଖ ପର୍ଯ୍ୟନ୍ତ ୯ ଦିନ ଧରି ଚାଲିବ ଏହି ଐତିହାସିକ ବାଲିଯାତ୍ରା ।

ଆହୁରି ପଢ଼ନ୍ତୁ: ନିଶା ଔଷଧ ସ୍ପ୍ରେ କରି ଘରୁ ୨୫ ଲକ୍ଷର ସୁନା ଗହଣା ସହ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

08 Oct 2022 By The Sakala

ଐତିହାସିକ କଟକ ବାଲିଯାତ୍ରା ପାଇଁ ଆରମ୍ଭ ହେଲା ପ୍ଲଟ୍‌ ବୁକିଂ ପଞ୍ଜିକରଣ

କଟକ: ଐତିହାସିକ କଟକ ବାଲିଯାତ୍ରା ପାଇଁ ଆରମ୍ଭ ହେଲା ପ୍ଲଟ୍‌ ବୁକିଙ୍ଗ ପଞ୍ଜିକରଣ। କଟକ ବାରବାଟୀ ପ୍ୟାଲେସରେ ଆରମ୍ଭ। ୧୦୦୦ ବର୍ଗ ଫୁଟ ପର୍ଯ୍ୟନ୍ତ ବ୍ୟବସାୟୀମାନେ ବୁକିଙ୍ଗ ପାଇଁ କରି ପାରିବେ ପଞ୍ଜିକରଣ। ଉଭୟ ଉପର ଓ ତଳ ବାଲିଯାତ୍ରା ପଡିଆ ପାଇଁ ଆରମ୍ଭ ହୋଇଛି ପ୍ଲଟ ବୁକିଙ୍ଗ। ଗୋଟିଏ ପ୍ଲଟ ପଞ୍ଜିକରଣ ପାଇଁ ବ୍ୟବସାୟୀଙ୍କୁ ଦେବାକୁ ହେବ ୫୦୦୦ ଟଙ୍କା। ଜଣେ ବ୍ୟବସାୟୀ ସର୍ବାଧିକ ୩ଟି ପ୍ଲଟ ବା ୧୦୦୦ ବର୍ଗଫୁଟ ପାଇଁ କରିପାରିବେ ପଞ୍ଜିକରଣ। ନଭେମ୍ବର ୮ ରୁ ୧୬ ତାରିଖ ପର୍ଯ୍ୟନ୍ତ ୯ ଦିନ ଧରି ଚାଲିବ ଏହି ଐତିହାସିକ ବାଲିଯାତ୍ରା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର