ଇଣ୍ଡିଆ ବୁକ୍ ଅଫ ରେକର୍ଡସରେ ସ୍ଥାନ ପାଇଲେ ଦେଢ଼ବର୍ଷର ଓଡ଼ିଆ ଶିଶୁ ଶ୍ରେୟାଂଶୁ

The Sakala Picture
Published On

କଣ୍ଟାପଡ଼ା: କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ୍ ଉତ୍ତାଣ ଗ୍ରାମର ସୋମନାଥ ଦୀକ୍ଷିତଙ୍କ ଦେଢବର୍ଷର ପୁଅ ଶ୍ରେୟାଂଶୁ ଏବେ ଅଞ୍ଚଳ ପାଇଁ ଆଣିଛନ୍ତି ଗୌରବ। ମାତ୍ର ଦେଢ ବର୍ଷ ବୟସରେ ଭାରତର ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ, ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟେଙ୍ଗ ସହ ବିଭିନ୍ନ ରଙ୍ଗ, ଉତ୍ସବ ମହୋତ୍ସବ ଆଦି ୧୪ଟି ବିଭାଗରେ ନିଜ ପାରଦର୍ଶିତା ଦେଖାଇଛନ୍ତି। ପାଟିରୁ କଥା ନସରୁଣୁ ଏଗୁଡିକୁ ଶ୍ରେୟାଂଶୁ ଚିହ୍ନଟ କରି ପାରୁଛନ୍ତି। ସେହିପରି ଓଡ଼ିଆ, ହିନ୍ଦୀ ଓ ଇଂରାଜି ଭାଷାରେ ପ୍ରଶ୍ନକଲେ […]

କଣ୍ଟାପଡ଼ା: କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ୍ ଉତ୍ତାଣ ଗ୍ରାମର ସୋମନାଥ ଦୀକ୍ଷିତଙ୍କ ଦେଢବର୍ଷର ପୁଅ ଶ୍ରେୟାଂଶୁ ଏବେ ଅଞ୍ଚଳ ପାଇଁ ଆଣିଛନ୍ତି ଗୌରବ। ମାତ୍ର ଦେଢ ବର୍ଷ ବୟସରେ ଭାରତର ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ, ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟେଙ୍ଗ ସହ ବିଭିନ୍ନ ରଙ୍ଗ, ଉତ୍ସବ ମହୋତ୍ସବ ଆଦି ୧୪ଟି ବିଭାଗରେ ନିଜ ପାରଦର୍ଶିତା ଦେଖାଇଛନ୍ତି। ପାଟିରୁ କଥା ନସରୁଣୁ ଏଗୁଡିକୁ ଶ୍ରେୟାଂଶୁ ଚିହ୍ନଟ କରି ପାରୁଛନ୍ତି। ସେହିପରି ଓଡ଼ିଆ, ହିନ୍ଦୀ ଓ ଇଂରାଜି ଭାଷାରେ ପ୍ରଶ୍ନକଲେ ସେ ତାହା ବୁଝି ପାରୁଛନ୍ତି ଓ ତଦନୁଯାୟୀ ପ୍ରତିକ୍ରିୟା ଦେଖାଉଛନ୍ତି। ତାଙ୍କର ଏପରି ପ୍ରତିଭା ପାଇଁ ସେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଛନ୍ତି । ଶ୍ରେୟାଂଶୁଙ୍କ ଏପରି କୃତିତ୍ବ ପାଇଁ ତାଙ୍କ ପରିବାର ସହ ସାରା ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।

ଆହୁରି ପଢ଼ନ୍ତୁ: ଓସମା କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଚେତାବନୀ: ଲୋୟର ପିଏମଜିରେ ଗର୍ଜିଲେ ଶତାଧିକ କର୍ମଚାରୀ

11 Nov 2021 By The Sakala

ଇଣ୍ଡିଆ ବୁକ୍ ଅଫ ରେକର୍ଡସରେ ସ୍ଥାନ ପାଇଲେ ଦେଢ଼ବର୍ଷର ଓଡ଼ିଆ ଶିଶୁ ଶ୍ରେୟାଂଶୁ

କଣ୍ଟାପଡ଼ା: କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ୍ ଉତ୍ତାଣ ଗ୍ରାମର ସୋମନାଥ ଦୀକ୍ଷିତଙ୍କ ଦେଢବର୍ଷର ପୁଅ ଶ୍ରେୟାଂଶୁ ଏବେ ଅଞ୍ଚଳ ପାଇଁ ଆଣିଛନ୍ତି ଗୌରବ। ମାତ୍ର ଦେଢ ବର୍ଷ ବୟସରେ ଭାରତର ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ, ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟେଙ୍ଗ ସହ ବିଭିନ୍ନ ରଙ୍ଗ, ଉତ୍ସବ ମହୋତ୍ସବ ଆଦି ୧୪ଟି ବିଭାଗରେ ନିଜ ପାରଦର୍ଶିତା ଦେଖାଇଛନ୍ତି। ପାଟିରୁ କଥା ନସରୁଣୁ ଏଗୁଡିକୁ ଶ୍ରେୟାଂଶୁ ଚିହ୍ନଟ କରି ପାରୁଛନ୍ତି। ସେହିପରି ଓଡ଼ିଆ, ହିନ୍ଦୀ ଓ ଇଂରାଜି ଭାଷାରେ ପ୍ରଶ୍ନକଲେ ସେ ତାହା ବୁଝି ପାରୁଛନ୍ତି ଓ ତଦନୁଯାୟୀ ପ୍ରତିକ୍ରିୟା ଦେଖାଉଛନ୍ତି। ତାଙ୍କର ଏପରି ପ୍ରତିଭା ପାଇଁ ସେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଛନ୍ତି । ଶ୍ରେୟାଂଶୁଙ୍କ ଏପରି କୃତିତ୍ବ ପାଇଁ ତାଙ୍କ ପରିବାର ସହ ସାରା ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର