ଗିରଫ ହେଲା କୁଖ୍ୟାତ ଲୁଟେରା: ରାଜ୍ୟ ଓ ରାଜ୍ୟବାହାରେ ରହିଛି ୫୦୦ରୁ ଉର୍ଦ୍ଧ୍ବ ମାମଲା

The Sakala Picture
Published On

କଟକ: ପୁଣି ବାଦାମବାଡି ପୁଲିସ ଦ୍ଵାରା ଗିରଫ ହେଲା କୁଖ୍ୟାତ ଲୁଟେରା ହେମନ୍ତ ଦାସ। ଏକ ଚୋରି ମାମଲାରେ ବାଦାମବାଡି ପୁଲିସ ତାକୁ ଗିରଫ କରିଛି। ହେମନ୍ତ ନାଁ ରେ କେବଳ ରାଜ୍ୟରେ ୧୦୦ ରୁ ଉର୍ଦ୍ଧ୍ବ ମାମଲା ରହିଥିବାବେଳେ ସେ ବିଭିନ୍ନ ରାଜ୍ୟରେ ମଧ୍ୟ ବୁଲି ଚୋରି କରିଛି। ତା ନାଁ ରେ ଚୋରି, ଡକାୟତି, ଲୁଟ ଭଳି ସାରା ଦେଶରେ ମୋଟ ୫୦୦ ରୁ ଊର୍ଦ୍ଧ୍ବ ମାମଲା ରହିଛି। ମୁମ୍ବାଇ, ବାଙ୍ଗାଲୋର, କୋଲକାତା, ଦିଲ୍ଲୀ […]

କଟକ: ପୁଣି ବାଦାମବାଡି ପୁଲିସ ଦ୍ଵାରା ଗିରଫ ହେଲା କୁଖ୍ୟାତ ଲୁଟେରା ହେମନ୍ତ ଦାସ। ଏକ ଚୋରି ମାମଲାରେ ବାଦାମବାଡି ପୁଲିସ ତାକୁ ଗିରଫ କରିଛି। ହେମନ୍ତ ନାଁ ରେ କେବଳ ରାଜ୍ୟରେ ୧୦୦ ରୁ ଉର୍ଦ୍ଧ୍ବ ମାମଲା ରହିଥିବାବେଳେ ସେ ବିଭିନ୍ନ ରାଜ୍ୟରେ ମଧ୍ୟ ବୁଲି ଚୋରି କରିଛି। ତା ନାଁ ରେ ଚୋରି, ଡକାୟତି, ଲୁଟ ଭଳି ସାରା ଦେଶରେ ମୋଟ ୫୦୦ ରୁ ଊର୍ଦ୍ଧ୍ବ ମାମଲା ରହିଛି। ମୁମ୍ବାଇ, ବାଙ୍ଗାଲୋର, କୋଲକାତା, ଦିଲ୍ଲୀ ଆଦି ରାଜ୍ୟରେ ସେ ବୁଲି ବୁଲି ଚୋରି କରିଥାଏ। ତା ଘର ଭୁବନେଶ୍ବର ଲିଙ୍ଗରାଜ ଥାନା ହାଟସାହି ଅଞ୍ଚଳରେ । ତେବେ ସେ ପୂର୍ବରୁ ମଧ୍ୟ ବାଦାମବାଡି ପୁଲିସ ଦ୍ବାରା ଗିରଫ ହୋଇଛି। ବାଦାମବାଡି ଅଞ୍ଚଳରେ ଏକ ମେଡିସିନ ଷ୍ଟୋରରୁ ଚୋରି କରିବା ଅଭିଯୋଗରେ ପୁଲିସ ତାକୁ ଗିରଫ କରିଛି।

ଆହୁରି ପଢ଼ନ୍ତୁ: କଟକ ଜଗତପୁର ଶିଳ୍ପାଞ୍ଚଳରେ ଥିବା ଏକ କ୍ଷୀର ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର