କଟକର ପ୍ରସିଦ୍ଧ ଦୁର୍ଗାପୂଜା ପାଇଁ ମିଳିତ ଶାନ୍ତି କମିଟିର ବୈଠକ, ନିଶାମୁକ୍ତ ଓ ଡିଜେମୁକ୍ତ ହେବ ଦୁର୍ଗାପୂଜା
କଟକ: କଟକର ପ୍ରସିଦ୍ଧ ଦୁର୍ଗାପୂଜା ପାଇଁ ରବିବାର ସମସ୍ତ ୧୭୦ ପୂଜା କମିଟିକୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । କଟକ ମହାନଗର ଶାନ୍ତି କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ଏହି ବୈଠକରେ ସହର ସବୁ ଦଳର ରାଜନେତା, ପୂଜା କମିଟିର ସଭାପତି, ସମ୍ପାଦକ, ମେୟର, ପୋଲିସ କମିଶନର, ଡିସିପି ଉପସ୍ଥିତ ରହି ଶାନ୍ତିଶୃଙ୍ଖଳାର ସହ ପୂଜା କିପରି ସମାପନ କରାଯିବ ସେ ନେଇ ବିସ୍ତୁତ ଭାବେ ଆଲୋଚନା କରିଛନ୍ତି । ପୂଜା କମିଟି ଗୁଡିକ ପକ୍ଷରୁ […]
କଟକ: କଟକର ପ୍ରସିଦ୍ଧ ଦୁର୍ଗାପୂଜା ପାଇଁ ରବିବାର ସମସ୍ତ ୧୭୦ ପୂଜା କମିଟିକୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । କଟକ ମହାନଗର ଶାନ୍ତି କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ଏହି ବୈଠକରେ ସହର ସବୁ ଦଳର ରାଜନେତା, ପୂଜା କମିଟିର ସଭାପତି, ସମ୍ପାଦକ, ମେୟର, ପୋଲିସ କମିଶନର, ଡିସିପି ଉପସ୍ଥିତ ରହି ଶାନ୍ତିଶୃଙ୍ଖଳାର ସହ ପୂଜା କିପରି ସମାପନ କରାଯିବ ସେ ନେଇ ବିସ୍ତୁତ ଭାବେ ଆଲୋଚନା କରିଛନ୍ତି । ପୂଜା କମିଟି ଗୁଡିକ ପକ୍ଷରୁ ନିଶାମୁକ୍ତ ଓ ଡିଜେ ମୁକ୍ତ ଭସାଣ ପାଇଁ ପ୍ରସ୍ତାବ ଦେଇଥିବାରୁ ପୋଲିସ କମିଶନର ସମସ୍ତଙ୍କୁ ପ୍ରଶଂସା କରିଛନ୍ତି ।
ନିଶାମୁକ୍ତ ଓ ଡିଜେମୁକ୍ତ ହେବ ଦୁର୍ଗାପୂଜା । କଟକ ଶାରଦୀୟ ପୂଜା ପାଇଁ ମିଳିତ ଶାନ୍ତି କମିଟି ବୈଠକ । ଚଳତବର୍ଷ ୧୭୦ରୁ ଅଧିକ ମଣ୍ଡପରେ ପୂଜା ପାଇବେ ଜଗତ ଜନନୀ । ୨୯ ମେଢରେ ଚାନ୍ଦିରେ ଝଟକିବେ ମାଆ । ଅକ୍ଟୋବର ୨୦ ତାରିଖରୁ ୨୪ ତାରିଖ ପର୍ୟ୍ୟନ୍ତ କଟକ ଶାରଦୀୟ ଦୁର୍ଗାପୂଜା । ୨୫ ତାରିଖରେ ଭସାଣ ଉତ୍ସବ ଅନୁଷ୍ଠିତ ହେବ। ଏଥିପାଇଁ ସହରର ୧୭୦ ରୁ ଅଧିକ ପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । କଟକ ମହାନଗର ଶାନ୍ତି କମିଟି ଆନୁକୂଲ୍ୟରେ ବୈଠକରେ ବିଭିନ୍ନ ଦଳର ରାଜନେତା, ପୂଜା କମିଟିର ସଭାପତି, ସମ୍ପାଦକ, ମେୟର, ପୋଲିସ କମିଶନର, ଡିସିପି ଯୋଗ ଦେଇ ସମସ୍ତ ବିଷୟରେ ଆଲୋଚନା କରିଥିଲେ । ବୈଠକରେ ଶାନ୍ତି କମିଟି ଓ ପୂଜା କମିଟି ପକ୍ଷରୁ ଏଥର ପୂଜାକୁ ଶାନ୍ତିଶୃଙ୍ଖଳାର ସହ କରିବା ସହ ନିଶାମୁକ୍ତ ତଥା ଡିଜେ ମୁକ୍ତ ଭସାଣ ପାଇଁ ପ୍ରସ୍ତାବ ଦିଆଯାଇଛି । ଏହାକୁ ପ୍ରଶଂସା କରିବା ସହ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି କହିଛନ୍ତି ପୋଲିସ କମିଶନର ।