ଏସସିବି ନର୍ସିଂ ହଷ୍ଟେଲରେ ୨୮ ଛାତ୍ରୀ କରୋନା ପଜିଟିଭ

The Sakala Picture
Published On

କଟକ: ରାଜ୍ୟରେ ବୃଦ୍ଧି ପାଇବେରେ ଲାଗିଛି କରୋନା ସଂକ୍ରମଣ। କଟକ ଏସସିବି ବିଏସସି ନର୍ସିଂ କଲେଜ ହଷ୍ଟେଲରେ ୨୮ ଜଣ ଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଦୁଇ ଦିନରେ ଏମାନେ ସଂକ୍ରମିତ ହୋଇଛନ୍ତି। ସମସ୍ତ ଆକ୍ରାନ୍ତ ଛାତ୍ରୀ ହଷ୍ଟେଲରେ ଆଇସୋଲେସନରେ ଅଛନ୍ତି। ପଜିଟିଭ ଚିହ୍ନଟ ଛାତ୍ରୀଙ୍କୁ ଆଉ କେଉଁଠିକୁ ସ୍ଥାନନ୍ତର କରାଯିବ କି ନାହିଁ ସେନେଇ ଆଜି ନିଷ୍ପତ୍ତି ନିଆଯିବ। ନର୍ସିଂ କଲେଜ ପ୍ରିନ୍ସିପାଲ ବିଜୟଲକ୍ଷ୍ମୀ ଦାସ ଏହି ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଘରେ ଶୋଇଥିବା ବେଳେ ହଠାତ୍ ଲାଗିଗଲା ନିଆଁ, ଜୀବନ୍ତ ଦଗ୍ଧ ହୋଇଗଲେ ଯୁବକ

09 Jan 2022 By The Sakala

ଏସସିବି ନର୍ସିଂ ହଷ୍ଟେଲରେ ୨୮ ଛାତ୍ରୀ କରୋନା ପଜିଟିଭ

କଟକ: ରାଜ୍ୟରେ ବୃଦ୍ଧି ପାଇବେରେ ଲାଗିଛି କରୋନା ସଂକ୍ରମଣ। କଟକ ଏସସିବି ବିଏସସି ନର୍ସିଂ କଲେଜ ହଷ୍ଟେଲରେ ୨୮ ଜଣ ଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଦୁଇ ଦିନରେ ଏମାନେ ସଂକ୍ରମିତ ହୋଇଛନ୍ତି। ସମସ୍ତ ଆକ୍ରାନ୍ତ ଛାତ୍ରୀ ହଷ୍ଟେଲରେ ଆଇସୋଲେସନରେ ଅଛନ୍ତି। ପଜିଟିଭ ଚିହ୍ନଟ ଛାତ୍ରୀଙ୍କୁ ଆଉ କେଉଁଠିକୁ ସ୍ଥାନନ୍ତର କରାଯିବ କି ନାହିଁ ସେନେଇ ଆଜି ନିଷ୍ପତ୍ତି ନିଆଯିବ। ନର୍ସିଂ କଲେଜ ପ୍ରିନ୍ସିପାଲ ବିଜୟଲକ୍ଷ୍ମୀ ଦାସ ଏହି ସୂଚନା ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର