ବଡମ୍ବାରେ ପୁଣି ଗୁଳିବିଦ୍ଧ ମୃତ ଦନ୍ତା ହାତୀ ଠାବ

The Sakala Picture
Published On

କଟକ: ବଡମ୍ବା ରେଞ୍ଜ ହିପିଣ୍ଡା ସଂରକ୍ଷିତ ଜଙ୍ଗଲରେ ଗୁଳିବିଦ୍ଧ ଦନ୍ତା ହାତୀ ଠାବ ହୋଇଛି। ଏ ନେଇ ବଡମ୍ବା ରେଞ୍ଜର ସୁବ୍ରତ କୁମାର ବେହେରା ସୂଚନା ଦେଇଛନ୍ତି। ହାତୀର ଦୁଇଟି ଦାନ୍ତ ନଥିବା ସୂଚନା ଦେଇଛନ୍ତି ରେଞ୍ଜର। ଆଜି ବଡମ୍ବା ପ୍ରାଣୀଧନ ଚିକିତ୍ସା ଅଧିକାରୀ,ଡିଏଫଓ,ଏସିଏଫ ଓ ରେଞ୍ଜର ଙ୍କର ଉପସ୍ଥିତରେ ଶବ ବ୍ୟବଚ୍ଛେଦ ହୋଇଛି। ଦାନ୍ତ ପାଇଁ ଶିକାର କରାଯାଇଥିବା ଅନୁମାନ କରାଯାଉଛି। ହେଲେ ବାରମ୍ବାର ହାତୀମୃତ୍ଯୁ ଚିନ୍ତାର କାରଣ ପାଲଟିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର