କଟକରେ ନକଲି ମେଡିସିନ ପରେ ଆସିଲା ଏକ୍ସପାଏରୀ ମେଡିସିନ ଘଟଣା

The Sakala Picture
Published On

କଟକ: କଟକରେ ନକଲି ମେଡିସିନ ପରେ ଏକ୍ସପାଏରୀ ମେଡିସିନ। ଏସସିବି ମେଡିକାଲ ପରିସରରେ ଥିବା କଲ୍ୟାଣୀ ମେଡିସିନ୍ ଷ୍ଟୋରରେ ଏକ୍ସପାଏରୀ ମେଡିସିନ୍ ବିକ୍ରି କରାଯାଉଥିବା ଅଭିଯୋଗ ଆସିଛି । ଏହି ଅଭିଯୋଗ କରିଛନ୍ତି ନୟାଗଡ଼ର ପବିତ୍ର ପଣ୍ଡା । ତାଙ୍କ ଭଉଣୀ ୨ ମାସ ହେଲା ଏସସିବିରେ ଚିକିତ୍ସାଧୀନ ଅଛନ୍ତି । ଆଜି ଡାକ୍ତରଙ୍କ ପରାମର୍ଶ ମୁତାବକ ସେ କଲ୍ୟାଣୀ ମେଡିସିନ ଷ୍ଟୋରରୁ ବିପି ମେଡିସିନ୍ କିଣିଥିଲେ । ମେଡିସିନର ବ୍ୟବହାର ତାରିଖ ଚାଲିଯାଇଥିଲା ବୋଲି ପରେ […]

କଟକ: କଟକରେ ନକଲି ମେଡିସିନ ପରେ ଏକ୍ସପାଏରୀ ମେଡିସିନ। ଏସସିବି ମେଡିକାଲ ପରିସରରେ ଥିବା କଲ୍ୟାଣୀ ମେଡିସିନ୍ ଷ୍ଟୋରରେ ଏକ୍ସପାଏରୀ ମେଡିସିନ୍ ବିକ୍ରି କରାଯାଉଥିବା ଅଭିଯୋଗ ଆସିଛି । ଏହି ଅଭିଯୋଗ କରିଛନ୍ତି ନୟାଗଡ଼ର ପବିତ୍ର ପଣ୍ଡା । ତାଙ୍କ ଭଉଣୀ ୨ ମାସ ହେଲା ଏସସିବିରେ ଚିକିତ୍ସାଧୀନ ଅଛନ୍ତି । ଆଜି ଡାକ୍ତରଙ୍କ ପରାମର୍ଶ ମୁତାବକ ସେ କଲ୍ୟାଣୀ ମେଡିସିନ ଷ୍ଟୋରରୁ ବିପି ମେଡିସିନ୍ କିଣିଥିଲେ । ମେଡିସିନର ବ୍ୟବହାର ତାରିଖ ଚାଲିଯାଇଥିଲା ବୋଲି ପରେ ଜଣାପଡିଥିଲା । ଏନେଇ ଷ୍ଟୋରରେ ଜଣାଇବା ପରେ ମେଡିସିନ୍ ନେଇ ଟଙ୍କା ଫେରାଇଥିଲା ଷ୍ଟୋର । ଏସସିବି ପ୍ରଶାସନିକ ଅଧିକାରୀଙ୍କୁ ଲିଖିତ ଅଭିଯୋଗ ହୋଇଛି । ଘଟଣାର ତଦନ୍ତ କରାଯିବ, ଡ୍ରଗ୍ ବିଭାଗକୁ ମଧ୍ୟ ଚିଠି ଲେଖାଯିବ ବୋଲି ଏସସିବି ପ୍ରଶାସନିକ ଅଧିକାରୀ କହିଛନ୍ତି ।

27 Sep 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର