ପରଟାରେ ପ୍ରଭୂ ଜଗନ୍ନାଥଙ୍କ ପ୍ରତି ଛବି

The Sakala Picture
Published On

ମାହାଙ୍ଗା: ପବିତ୍ର ରାକ୍ଷୀ ପୂଣ୍ଣୀମା ଅବସରରେ ମାହାଙ୍ଗା ବ୍ଲକ ମଧୁପୁର ପଞ୍ଚାୟତ ବେନୁପୁରା ଗ୍ରାମରେ ପରଟାରେ ପ୍ରଭୂ ଜଗନ୍ନାଥଙ୍କ ପ୍ରତି ଛବି ଦୃଶ୍ୟମାନ ହୋଇଥିବା ଦେଖିବାକୁ ମିଳିଛି । ପ୍ରକାଶ ଯେ, ବେନୁପୁରା ଗ୍ରାମର ହେମନ୍ତ ବାଗଙ୍କ ଝିଅ ରୋନି ବାଗ ରୋଷେଇ ଘରେ ପରଟା ସେକୁଥିବା ବେଳେ ଏକ ପାଖରେ ତେଲ ପକାଇ ଓଳଟାଇବା ସମୟରେ ପ୍ରଭୂ ଜଗ୍ନନାଥଙ୍କ ପ୍ରତିମୂର୍ତ୍ତୀ ଭଳି ଦୃଶ୍ୟ ଦେଖାଯାଇଥିଲା । ଏହାକୁ ଦେଖିବା ପରେ ସେ ପଡୋଶୀ ଲୋକଙ୍କୁ ଜଣାଇଥିଲେ […]

ମାହାଙ୍ଗା: ପବିତ୍ର ରାକ୍ଷୀ ପୂଣ୍ଣୀମା ଅବସରରେ ମାହାଙ୍ଗା ବ୍ଲକ ମଧୁପୁର ପଞ୍ଚାୟତ ବେନୁପୁରା ଗ୍ରାମରେ ପରଟାରେ ପ୍ରଭୂ ଜଗନ୍ନାଥଙ୍କ ପ୍ରତି ଛବି ଦୃଶ୍ୟମାନ ହୋଇଥିବା ଦେଖିବାକୁ ମିଳିଛି ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ କୋଠା ଭୁଶୁଡ଼ିବା ଘଟଣା ପରେ ତତ୍ପର ରାଜ୍ୟ ସରକାର: ୧୫ ଦିନ ଭିତରେ ଅସୁରକ୍ଷିତ କୋଠା ଚିହ୍ନଟ ପାଇଁ ନିର୍ଦ୍ଦେଶ

ପ୍ରକାଶ ଯେ, ବେନୁପୁରା ଗ୍ରାମର ହେମନ୍ତ ବାଗଙ୍କ ଝିଅ ରୋନି ବାଗ ରୋଷେଇ ଘରେ ପରଟା ସେକୁଥିବା ବେଳେ ଏକ ପାଖରେ ତେଲ ପକାଇ ଓଳଟାଇବା ସମୟରେ ପ୍ରଭୂ ଜଗ୍ନନାଥଙ୍କ ପ୍ରତିମୂର୍ତ୍ତୀ ଭଳି ଦୃଶ୍ୟ ଦେଖାଯାଇଥିଲା । ଏହାକୁ ଦେଖିବା ପରେ ସେ ପଡୋଶୀ ଲୋକଙ୍କୁ ଜଣାଇଥିଲେ । ପ୍ରଭୂ ଜଗନ୍ନାଥଙ୍କ ପ୍ରତି ଛବି ଦେଖି ଆଶ୍ଚର୍ଯ୍ୟ ହେବା ସହ ଖୁସି ପ୍ରକାଶ କରିଛନ୍ତି । ଏହି ପରଟାକୁ ନେଇ ଠାକୁର ଘରେ ରଖି ପଣ୍ଡିତଙ୍କ ଦ୍ୱାରା ପୂଜା କରିଥିଲେ । ଏହି ପରଟାରେ ଥିବା ଜଗ୍ନନାଥଙ୍କ ପ୍ରତିମୂର୍ତୀକୁ ଲାମିନେସନ କରି ଠାକୁର ଘରେ ରଖି ପୂଜା କରିବେ ବୋଲି ହେମନ୍ତଙ୍କ ପରିବାର ପକ୍ଷରୁ କୁହାଯାଇଛି । ଏହି ଖବର ପ୍ରସାରଣ ପରେ ଲୋକଙ୍କ ଭିଡ ଜମିଥିବା ଦେଖିବାକୁ ମିଳିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର