ଜଗତପୁର ପଟ୍ଟାମୁଣ୍ଡାଇ କେନାଲରେ ଭାସିଯାଇ ୩ ଯୁବକ ନିଖୋଜ

The Sakala Picture
Published On

ଚୌଦ୍ୱାର: ଜଗତପୁର ପଟ୍ଟାମୁଣ୍ଡାଇ କେନାଲରେ ଭାସିଯାଇ ୩ ଜଣ ଯୁବକ ନିଖୋଜ ଥିବା ଜଣାପଡ଼ିଛି। କାଲି ରାତିରେ ଭାସିଯାଇ ନିଖୋଜ ହୋଇଥିବା ସୂଚନା। ଲକ୍ଷ୍ମୀପୂଜା ଭସାଣ ବେଳେ କେନାଲ କୂଳରେ ବସିଥିଲା ବେଳେ ଅଘଟଣ ଘଟିଛି। ପ୍ରଥମେ ଜଣେ ଖସି ପଡ଼ିଥିଲେ। ଜଣଙ୍କୁ ଉଦ୍ଧାର କରିବାକୁ ଯାଇ ୩ ଜଣ ଫସିଯାଇଥିଲେ। ଜଣଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିବା ବେଳେ ଆଉ ୩ ଜଣଙ୍କ ପତ୍ତା ମିଳି ନ ଥିଲା । ଖବର ପାଇ ଓଡ୍ରାଫ, ଅଗ୍ନିଶମ […]

ଚୌଦ୍ୱାର: ଜଗତପୁର ପଟ୍ଟାମୁଣ୍ଡାଇ କେନାଲରେ ଭାସିଯାଇ ୩ ଜଣ ଯୁବକ ନିଖୋଜ ଥିବା ଜଣାପଡ଼ିଛି। କାଲି ରାତିରେ ଭାସିଯାଇ ନିଖୋଜ ହୋଇଥିବା ସୂଚନା। ଲକ୍ଷ୍ମୀପୂଜା ଭସାଣ ବେଳେ କେନାଲ କୂଳରେ ବସିଥିଲା ବେଳେ ଅଘଟଣ ଘଟିଛି। ପ୍ରଥମେ ଜଣେ ଖସି ପଡ଼ିଥିଲେ। ଜଣଙ୍କୁ ଉଦ୍ଧାର କରିବାକୁ ଯାଇ ୩ ଜଣ ଫସିଯାଇଥିଲେ। ଜଣଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିବା ବେଳେ ଆଉ ୩ ଜଣଙ୍କ ପତ୍ତା ମିଳି ନ ଥିଲା । ଖବର ପାଇ ଓଡ୍ରାଫ, ଅଗ୍ନିଶମ କର୍ମଚାରୀ, ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଖୋଜାଖୋଜି ଜାରି ରଖିଛି।

ଆହୁରି ପଢ଼ନ୍ତୁ: ରାସ୍ତା କଡ ବୁଦା ଭିତରୁ ଯୁବତୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

13 Oct 2022 By The Sakala

ଜଗତପୁର ପଟ୍ଟାମୁଣ୍ଡାଇ କେନାଲରେ ଭାସିଯାଇ ୩ ଯୁବକ ନିଖୋଜ

ଚୌଦ୍ୱାର: ଜଗତପୁର ପଟ୍ଟାମୁଣ୍ଡାଇ କେନାଲରେ ଭାସିଯାଇ ୩ ଜଣ ଯୁବକ ନିଖୋଜ ଥିବା ଜଣାପଡ଼ିଛି। କାଲି ରାତିରେ ଭାସିଯାଇ ନିଖୋଜ ହୋଇଥିବା ସୂଚନା। ଲକ୍ଷ୍ମୀପୂଜା ଭସାଣ ବେଳେ କେନାଲ କୂଳରେ ବସିଥିଲା ବେଳେ ଅଘଟଣ ଘଟିଛି। ପ୍ରଥମେ ଜଣେ ଖସି ପଡ଼ିଥିଲେ। ଜଣଙ୍କୁ ଉଦ୍ଧାର କରିବାକୁ ଯାଇ ୩ ଜଣ ଫସିଯାଇଥିଲେ। ଜଣଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିବା ବେଳେ ଆଉ ୩ ଜଣଙ୍କ ପତ୍ତା ମିଳି ନ ଥିଲା । ଖବର ପାଇ ଓଡ୍ରାଫ, ଅଗ୍ନିଶମ କର୍ମଚାରୀ, ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଖୋଜାଖୋଜି ଜାରି ରଖିଛି।

https://www.thesakala.in/latest-odisha-news/cuttack/3-are-missing-after-floating-in-the-canal/article-15671
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp