କ୍ରମାଗତ ଭାବେ ୫ମ ଥର ପାଇଁ କ୍ରୁଟକୁ ମିଳିଲା ଜାତୀୟ ଉତ୍କର୍ଷ ପୁରସ୍କାର
ଭୁବନେଶ୍ୱର:‘ମୋ ବସ୍’ ସେବା ଯୋଗାଉଥିବା କ୍ୟାପିଟାଲ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍) ସଫଳତାର ପାହାଚ ଚଢିବା ସହିତ ପୁଣି ଜାତୀୟ ପୁରସ୍କାର ହାତେଇଛି। ସର୍ବୋତ୍ତମ ନଗର ପରିବହନ ପ୍ରକଳ୍ପ କାର୍ଯ୍ୟକାରୀ କରିବା କ୍ଷେତ୍ରରେ କ୍ରୁଟକୁ ୫ମ ଥର ପାଇଁ ଏହି ଜାତୀୟ ଉତ୍କର୍ଷ ପୁରସ୍କାର ମିଳିଛି। ଭାରତ ସରକାରଙ୍କ ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ୧୬ତମ ଅର୍ବାନ ମୋବିଲିଟି ଇଣ୍ଡିଆନ୍ କନ୍ଫରେନ୍ସ ସମ୍ମିଳନୀରେ ପୁରସ୍କୃତ କରାଯାଇଛି। ସଠିକ ପରିଚାଳନା, ସରକାରୀ ସବସିଡି କମ୍ […]
ଭୁବନେଶ୍ୱର:‘ମୋ ବସ୍’ ସେବା ଯୋଗାଉଥିବା କ୍ୟାପିଟାଲ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍) ସଫଳତାର ପାହାଚ ଚଢିବା ସହିତ ପୁଣି ଜାତୀୟ ପୁରସ୍କାର ହାତେଇଛି। ସର୍ବୋତ୍ତମ ନଗର ପରିବହନ ପ୍ରକଳ୍ପ କାର୍ଯ୍ୟକାରୀ କରିବା କ୍ଷେତ୍ରରେ କ୍ରୁଟକୁ ୫ମ ଥର ପାଇଁ ଏହି ଜାତୀୟ ଉତ୍କର୍ଷ ପୁରସ୍କାର ମିଳିଛି। ଭାରତ ସରକାରଙ୍କ ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ୧୬ତମ ଅର୍ବାନ ମୋବିଲିଟି ଇଣ୍ଡିଆନ୍ କନ୍ଫରେନ୍ସ ସମ୍ମିଳନୀରେ ପୁରସ୍କୃତ କରାଯାଇଛି। ସଠିକ ପରିଚାଳନା, ସରକାରୀ ସବସିଡି କମ୍ କରିବା ଓ ଯାତ୍ରୀଙ୍କ ସଂଖ୍ୟାକୁ ବୃଦ୍ଧି କରିବା ଦିଗରେ ସଫଳତା ପାଇଛି। ସମୟାନୁସାରେ ଯାତ୍ରୀଙ୍କ ଆବଶ୍ୟକତା ଅନୁଯାୟୀ ‘କ୍ରୁଟ’ ସେବାକୁ ଆହୁରି ତ୍ୱରାନ୍ୱିତ କରିଛି।
Congratulations to @CRUT_BBSR on winning Award of Excellence from @MoHUA_India at 16th Urban Mobility India Conference for implementing the Best Urban Transport Project. CRUT won the award for undertaking strategic initiatives & efficient operational plan to minimise Govt… pic.twitter.com/Cvw9eGWr9D
ଆହୁରି ପଢ଼ନ୍ତୁ: କ୍ଲାସ ରୁମରୁ କଣ୍ଟ୍ରୋଲ ରୁମ୍: ଲାଞ୍ଜିଗଡରେ ମହିଳାଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ, ଉଦାହରଣ ସାଜିଛନ୍ତି ପ୍ରିୟଙ୍କା— CMO Odisha (@CMO_Odisha) October 27, 2023
ରାଜ୍ୟର ସହରାଞ୍ଚଳ ପରିବହନ କ୍ଷେତ୍ରରେ କ୍ରୁଟ୍ ଅନନ୍ୟ ଭୂମିକା ଗ୍ରହଣ କରିଛି । ପ୍ରତ୍ୟେକ ପଦକ୍ଷେପରେ ‘ଦି ୱେ ୱି ମୁଭ୍’ (ଆମେ ଯେଉଁ ଭାବରେ ଗତି କରୁ)କୁ ପୁନଃ ବ୍ୟାଖ୍ୟା କରି କ୍ରୁଟ୍ ଏହାର ସମସ୍ତ ଯାତ୍ରୀଙ୍କୁ ‘ରାଇଡ୍ ୱିଥ୍ ପ୍ରାଇଡ୍ ବା ଗର୍ବର ସହିତ ଯାତ୍ରା’କୁ ନିଶ୍ଚିତ କରି ଦେଶର ଗଣପରିବହନ ସେବା ପ୍ରଦାନକାରୀଙ୍କ ପାଇଁ ଏକ ମାନଦଣ୍ଡ ସ୍ଥିର କରିବାରେ ସଫଳ ହୋଇଛି। ମୋ ଇ-ରାଇଡ୍ ଏବଂ ଇ-ବସ୍ ଯାତ୍ରୀଙ୍କ ଦ୍ୱାରା ପ୍ରଶଂସିତ ହୋଇଛି।
କ୍ରମାଗତ ଭାବେ ୫ମ ଥର ପାଇଁ କ୍ରୁଟକୁ ମିଳିଲା ଜାତୀୟ ଉତ୍କର୍ଷ ପୁରସ୍କାର
ଭୁବନେଶ୍ୱର:‘ମୋ ବସ୍’ ସେବା ଯୋଗାଉଥିବା କ୍ୟାପିଟାଲ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍) ସଫଳତାର ପାହାଚ ଚଢିବା ସହିତ ପୁଣି ଜାତୀୟ ପୁରସ୍କାର ହାତେଇଛି। ସର୍ବୋତ୍ତମ ନଗର ପରିବହନ ପ୍ରକଳ୍ପ କାର୍ଯ୍ୟକାରୀ କରିବା କ୍ଷେତ୍ରରେ କ୍ରୁଟକୁ ୫ମ ଥର ପାଇଁ ଏହି ଜାତୀୟ ଉତ୍କର୍ଷ ପୁରସ୍କାର ମିଳିଛି। ଭାରତ ସରକାରଙ୍କ ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ୧୬ତମ ଅର୍ବାନ ମୋବିଲିଟି ଇଣ୍ଡିଆନ୍ କନ୍ଫରେନ୍ସ ସମ୍ମିଳନୀରେ ପୁରସ୍କୃତ କରାଯାଇଛି। ସଠିକ ପରିଚାଳନା, ସରକାରୀ ସବସିଡି କମ୍ କରିବା ଓ ଯାତ୍ରୀଙ୍କ ସଂଖ୍ୟାକୁ ବୃଦ୍ଧି କରିବା ଦିଗରେ ସଫଳତା ପାଇଛି। ସମୟାନୁସାରେ ଯାତ୍ରୀଙ୍କ ଆବଶ୍ୟକତା ଅନୁଯାୟୀ ‘କ୍ରୁଟ’ ସେବାକୁ ଆହୁରି ତ୍ୱରାନ୍ୱିତ କରିଛି।
Congratulations to @CRUT_BBSR on winning Award of Excellence from @MoHUA_India at 16th Urban Mobility India Conference for implementing the Best Urban Transport Project. CRUT won the award for undertaking strategic initiatives & efficient operational plan to minimise Govt… pic.twitter.com/Cvw9eGWr9D
— CMO Odisha (@CMO_Odisha) October 27, 2023