ମହାନଦୀରେ କୁମ୍ଭୀର ଆତଙ୍କ, ଭୟଭୀତ ଅବସ୍ଥାରେ ନଦୀକୂଳିଆ ଲୋକେ

Madhusudan Das Picture
Published On

ବାଙ୍କୀ: ମୁଣ୍ଡଳୀ ନିକଟସ୍ଥ ମହାନଦୀରେ କୁମ୍ଭୀର ଆତଙ୍କ, ଭୟଭୀତ ଅବସ୍ଥାରେ ନଦୀକୂଳିଆ ଲୋକେ । ସକାଳୁ ମହାନଦୀକୁ ଗାଧୋଇବାକୁ ଯିବା ସମୟରେ ମହାନଦୀ ପଠାରେ କୁମ୍ଭୀରଟି ଶୋଇଥିବା ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ । କୁମ୍ଭୀରଟିର ଲମ୍ବ ପ୍ରାୟ ୧୦ ରୁ ୧୨ ଫୁଟ ହେବ ବୋଲି ଅନୁମାନ କରାଯାଉଥିବା ବେଳେ ଭୟରେ ନଦୀକୁ ଗାଧୋଇବାକୁ ଯାଉ ନାହାଁନ୍ତି ଳୋକେ । ସେପଟେ କୁମ୍ଭୀର ଦେଖିବାକୁ ମୁଣ୍ଡଳୀ ବ୍ରିଜରେ ଲୋକଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଛି  ।

ଆହୁରି ପଢ଼ନ୍ତୁ: ମନ୍ତ୍ରୀ ଆମ ନିଜ ଲୋକ କିନ୍ତୁ ଆମକୁ ଅବହେଳା କରୁଛନ୍ତି, ୫୦ ଥର ଭେଟିଥିଲେ ବି କାମ ହେଉନି: ବିଜେପି ବିଧାୟକ ପଦ୍ମଲୋଚନ ପଣ୍ଡା

Join Us @ WhatsApp

About The Author

Google News
Join Us @ WhatsApp