ନଦୀକୁ ଶୌଚ ପାଇଁ ଯାଇଥିବାବେଳେ ଝାମ୍ପିନେଲା କୁମ୍ଭୀର, ଅଳ୍ପକେ ବର୍ତ୍ତିଲେ ଯୁବକ

The Sakala Picture
Published On

ପଟ୍ଟାମୁଣ୍ଡାଇ: ଯୁବକଙ୍କୁ ନଦୀରୁ ଝାମ୍ପିନେଲା କୁମ୍ଭୀର । ଅଳ୍ପକେ ବର୍ତ୍ତିଲା ଜୀବନ। ଶୌଚ ହେବାକୁ ଯାଇଥିବା ସମୟରେ ବ୍ରାହ୍ମଣୀ ନଦୀରୁ ଯୁବକଙ୍କୁ ଝାମ୍ପିନେଲା କୁମ୍ଭୀର । ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର । ଗୁରୁତର ଯୁବକ ହେଲେ ନିମପୁର ଗାଁର ବବୃ ବାହାନ ଭୂୟାଁ । ଆଜି ସକାଳେ ବବୃ ବାହାନ ବ୍ରାହ୍ମଣୀ ନଦୀ ନିମପୁର ସ୍ପର ପାଖକୁ ଶୌଚ ହେବାକୁ ଯାଇଥିଲେ । ଗାଧୋଇବାବେଳେ ହଠାତ ପଛ ପଟୁ ଏକ କୁମ୍ଭୀର ଆସି ଝାମ୍ପିନେଇଥିଲା ଓ […]

ପଟ୍ଟାମୁଣ୍ଡାଇ: ଯୁବକଙ୍କୁ ନଦୀରୁ ଝାମ୍ପିନେଲା କୁମ୍ଭୀର । ଅଳ୍ପକେ ବର୍ତ୍ତିଲା ଜୀବନ। ଶୌଚ ହେବାକୁ ଯାଇଥିବା ସମୟରେ ବ୍ରାହ୍ମଣୀ ନଦୀରୁ ଯୁବକଙ୍କୁ ଝାମ୍ପିନେଲା କୁମ୍ଭୀର । ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର । ଗୁରୁତର ଯୁବକ ହେଲେ ନିମପୁର ଗାଁର ବବୃ ବାହାନ ଭୂୟାଁ । ଆଜି ସକାଳେ ବବୃ ବାହାନ ବ୍ରାହ୍ମଣୀ ନଦୀ ନିମପୁର ସ୍ପର ପାଖକୁ ଶୌଚ ହେବାକୁ ଯାଇଥିଲେ । ଗାଧୋଇବାବେଳେ ହଠାତ ପଛ ପଟୁ ଏକ କୁମ୍ଭୀର ଆସି ଝାମ୍ପିନେଇଥିଲା ଓ ପାଣି ଭିତରକୁ ନେବାକୁ ଚେଷ୍ଟା କରିଥିଲେ ମଧ୍ୟ ନିଜ ବୁଦ୍ଧି ଖଟାଇ ବବୃ ବାହାନ ଉପରକୁ ଘୋଷାରି ହୋଇ ଚାଲିଆସିଥିଲେ । ତେବେ ବବୃ ବାହାନଙ୍କୁ ଗଭୀର ଆଘାତ ଲାଗିଥିବା ବେଳେ ପ୍ରଥମେ କେନ୍ଦ୍ରାପଡା ମେଡିକାଲ ଓ ପରେ କଟକ ସ୍ଥାନାନ୍ତରିତ ହୋଇଛନ୍ତି ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ ଓ ସୁଜିତ କୁମାର, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

17 Sep 2022 By The Sakala

ନଦୀକୁ ଶୌଚ ପାଇଁ ଯାଇଥିବାବେଳେ ଝାମ୍ପିନେଲା କୁମ୍ଭୀର, ଅଳ୍ପକେ ବର୍ତ୍ତିଲେ ଯୁବକ

ପଟ୍ଟାମୁଣ୍ଡାଇ: ଯୁବକଙ୍କୁ ନଦୀରୁ ଝାମ୍ପିନେଲା କୁମ୍ଭୀର । ଅଳ୍ପକେ ବର୍ତ୍ତିଲା ଜୀବନ। ଶୌଚ ହେବାକୁ ଯାଇଥିବା ସମୟରେ ବ୍ରାହ୍ମଣୀ ନଦୀରୁ ଯୁବକଙ୍କୁ ଝାମ୍ପିନେଲା କୁମ୍ଭୀର । ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର । ଗୁରୁତର ଯୁବକ ହେଲେ ନିମପୁର ଗାଁର ବବୃ ବାହାନ ଭୂୟାଁ । ଆଜି ସକାଳେ ବବୃ ବାହାନ ବ୍ରାହ୍ମଣୀ ନଦୀ ନିମପୁର ସ୍ପର ପାଖକୁ ଶୌଚ ହେବାକୁ ଯାଇଥିଲେ । ଗାଧୋଇବାବେଳେ ହଠାତ ପଛ ପଟୁ ଏକ କୁମ୍ଭୀର ଆସି ଝାମ୍ପିନେଇଥିଲା ଓ ପାଣି ଭିତରକୁ ନେବାକୁ ଚେଷ୍ଟା କରିଥିଲେ ମଧ୍ୟ ନିଜ ବୁଦ୍ଧି ଖଟାଇ ବବୃ ବାହାନ ଉପରକୁ ଘୋଷାରି ହୋଇ ଚାଲିଆସିଥିଲେ । ତେବେ ବବୃ ବାହାନଙ୍କୁ ଗଭୀର ଆଘାତ ଲାଗିଥିବା ବେଳେ ପ୍ରଥମେ କେନ୍ଦ୍ରାପଡା ମେଡିକାଲ ଓ ପରେ କଟକ ସ୍ଥାନାନ୍ତରିତ ହୋଇଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର