ନଦୀରେ ଗାଧୋଉଥିବାବେଳେ ଭିଡିନେଲା କୁମ୍ଭୀର

The Sakala Picture
Published On

ନଦୀରେ ଗାଧୋଉଥିବା ବେଳେ ଝାମ୍ପି ନେଲା କୁମ୍ଭୀର। କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅମୃତମଣୋହି ପଞ୍ଚାୟତ ଜଗନ୍ନାଥପୁର ଗାଁରେ ଘଟିଛି ଏଭଳି ଅଘଟଣ । ବ୍ରାହ୍ମଣୀ ନଦୀ ନୀଳକଣ୍ଠପୁର ତୁଠ ନିକଟରୁ ପୁରସ୍ତମ ଧଳ ନାମକ ଜଣେ ବ୍ୟକ୍ତିଙ୍କୁ କୁମ୍ଭୀର ଟାଣି ନେଇଛି। ପୁରସ୍ତମ ଧଳ ଗାଧୋଉଥିବା ବେଳେ ତାଙ୍କୁ କୁମ୍ଭୀର ଟାଣି ନେଇଥିବା ଗାଁ ଲୋକମାନେ ଅଭିଯୋଗ କରିଛନ୍ତି।ଏହି ଖବର ଶୁଣିବା ପରେ ଗ୍ରାମବାସୀ ଦମକଳବାହିନୀଙ୍କୁ ଖବର ଦେଇଥିଲେ । ଖବର ସଂଗ୍ରହ କରିବାବେଳକୁ ଦମକଳ ବାହିନୀ ପହଂଚି […]

ନଦୀରେ ଗାଧୋଉଥିବା ବେଳେ ଝାମ୍ପି ନେଲା କୁମ୍ଭୀର। କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅମୃତମଣୋହି ପଞ୍ଚାୟତ ଜଗନ୍ନାଥପୁର ଗାଁରେ ଘଟିଛି ଏଭଳି ଅଘଟଣ । ବ୍ରାହ୍ମଣୀ ନଦୀ ନୀଳକଣ୍ଠପୁର ତୁଠ ନିକଟରୁ ପୁରସ୍ତମ ଧଳ ନାମକ ଜଣେ ବ୍ୟକ୍ତିଙ୍କୁ କୁମ୍ଭୀର ଟାଣି ନେଇଛି। ପୁରସ୍ତମ ଧଳ ଗାଧୋଉଥିବା ବେଳେ ତାଙ୍କୁ କୁମ୍ଭୀର ଟାଣି ନେଇଥିବା ଗାଁ ଲୋକମାନେ ଅଭିଯୋଗ କରିଛନ୍ତି।ଏହି ଖବର ଶୁଣିବା ପରେ ଗ୍ରାମବାସୀ ଦମକଳବାହିନୀଙ୍କୁ ଖବର ଦେଇଥିଲେ । ଖବର ସଂଗ୍ରହ କରିବାବେଳକୁ ଦମକଳ ବାହିନୀ ପହଂଚି ବୋଟ ସହୟତାରେ ନଈରେ ଖୋଜାଖୋଜି କରୁଥିଲେ ମଧ୍ୟ ବୃଦ୍ଧାଙ୍କ କୌଣସି ପତ୍ତା ମିଳିନାହିଁ ।

ଆହୁରି ପଢ଼ନ୍ତୁ: ନବୀନ ନିବାସରେ ଗୁରୁତ୍ୱପୂର୍ଣ୍ଣ ବୈଠକ: ଗଣଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବିକୁ ଜୋରଦାର କରିବ ବିଜେଡି

14 Jun 2021 By The Sakala

ନଦୀରେ ଗାଧୋଉଥିବାବେଳେ ଭିଡିନେଲା କୁମ୍ଭୀର

ନଦୀରେ ଗାଧୋଉଥିବା ବେଳେ ଝାମ୍ପି ନେଲା କୁମ୍ଭୀର। କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅମୃତମଣୋହି ପଞ୍ଚାୟତ ଜଗନ୍ନାଥପୁର ଗାଁରେ ଘଟିଛି ଏଭଳି ଅଘଟଣ । ବ୍ରାହ୍ମଣୀ ନଦୀ ନୀଳକଣ୍ଠପୁର ତୁଠ ନିକଟରୁ ପୁରସ୍ତମ ଧଳ ନାମକ ଜଣେ ବ୍ୟକ୍ତିଙ୍କୁ କୁମ୍ଭୀର ଟାଣି ନେଇଛି। ପୁରସ୍ତମ ଧଳ ଗାଧୋଉଥିବା ବେଳେ ତାଙ୍କୁ କୁମ୍ଭୀର ଟାଣି ନେଇଥିବା ଗାଁ ଲୋକମାନେ ଅଭିଯୋଗ କରିଛନ୍ତି।ଏହି ଖବର ଶୁଣିବା ପରେ ଗ୍ରାମବାସୀ ଦମକଳବାହିନୀଙ୍କୁ ଖବର ଦେଇଥିଲେ । ଖବର ସଂଗ୍ରହ କରିବାବେଳକୁ ଦମକଳ ବାହିନୀ ପହଂଚି ବୋଟ ସହୟତାରେ ନଈରେ ଖୋଜାଖୋଜି କରୁଥିଲେ ମଧ୍ୟ ବୃଦ୍ଧାଙ୍କ କୌଣସି ପତ୍ତା ମିଳିନାହିଁ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର