ବାତ୍ୟା ‘ୟସ୍’ ପାଇଁ ବୁଧବାର ଭୁବନେଶ୍ୱର ଓ ରାଉରକେଲାରେ ବନ୍ଦ ରହିବ ଟିକାକରଣ
ଭୁବନେଶ୍ୱର: ବାତ୍ୟା ୟସ୍ ପାଇଁ ବୁଧବାର ବନ୍ଦ ରହିବ ଟିକାକରଣ । ରାଜଧାନୀ ଭୁବନେଶ୍ୱର ସହ ରାଉରକେଲା ସହରାଞ୍ଚଳରେ ଆସନ୍ତାକାଲି କୋଭିଡ୍ ଟିକାକରଣ କାର୍ଯ୍ୟକ୍ରମ ବନ୍ଦ ରହିବ । ଏନେଇ ୨ ମହାନଗର ନିଗମ ସୂଚନା ଦେଇଛନ୍ତି । ବିଏମସି ଅଞ୍ଚଳରେ ୨୬ ତାରିଖରେ ଟିକା ନେବା ପାଇଁ ଯେଉଁମାନେ ସ୍ଲଟ୍ ବୁକିଂ କରିଥିଲେ ସେମାନେ ୨୯ ତାରିଖରେ ଟିକା ନେଇ ପାରିବେ । The Vaccination Drive tomorrow 26th May is herby rescheduled […]
ଭୁବନେଶ୍ୱର: ବାତ୍ୟା ୟସ୍ ପାଇଁ ବୁଧବାର ବନ୍ଦ ରହିବ ଟିକାକରଣ । ରାଜଧାନୀ ଭୁବନେଶ୍ୱର ସହ ରାଉରକେଲା ସହରାଞ୍ଚଳରେ ଆସନ୍ତାକାଲି କୋଭିଡ୍ ଟିକାକରଣ କାର୍ଯ୍ୟକ୍ରମ ବନ୍ଦ ରହିବ । ଏନେଇ ୨ ମହାନଗର ନିଗମ ସୂଚନା ଦେଇଛନ୍ତି । ବିଏମସି ଅଞ୍ଚଳରେ ୨୬ ତାରିଖରେ ଟିକା ନେବା ପାଇଁ ଯେଉଁମାନେ ସ୍ଲଟ୍ ବୁକିଂ କରିଥିଲେ ସେମାନେ ୨୯ ତାରିଖରେ ଟିକା ନେଇ ପାରିବେ ।
The Vaccination Drive tomorrow 26th May is herby rescheduled to 29th May in all the centres under BMC area due to #CycloneYaas.
ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍Citizens who have booked their appointment for 26th May can take the Vaccination on 29th May with the same appointment slip#StaySafe #OdishaFightsYaas pic.twitter.com/vqQPJve0uq
— BMC (@bmcbbsr) May 25, 2021
ସେହିଭଳି ଆସନ୍ତାକାଲି ରାଉରକେଲା ସହରରେ କୋଭିଡ୍ ଟିକାକରଣ ବନ୍ଦ ରହିବ । ସହରର ସମସ୍ତ ଟିକା ଦାନ କେନ୍ଦ୍ରରେ ଟିକାକରଣ ହେବନାହିଁ । ଏନେଇ ରାଉରକେଲା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡ଼ା ସୂଚନା ଦେଇଛନ୍ତି ।
ବାତ୍ୟା ପ୍ରଭାବିତ ଜିଲ୍ଲାରେ ୨୭ ତାରିଖ ଯାଏ କୋଭିଡ୍ ଟିକାକରଣ, କୋଭିଡ୍ ଟେଷ୍ଟ ସହ ଘରକୁ ଘର ବୁଲି ସ୍ୱାସ୍ଥ୍ୟ ସର୍ଭେ ମଧ୍ୟ ହେବ ନାହିଁ । ଏନେଇ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶନାମା ଜାରି କରିଛି । ପାଣିପାଗ ବିଭାଗର ଆକଳନ ଅନୁଯାୟୀ ବୁଧବାର ଭୋର୍ ସମୟରେ ବାତ୍ୟା ‘ୟାସ୍’ ଧାମରା ନିକଟରେ ମାଡ଼ ହେବ ।
ବାତ୍ୟା ‘ୟସ୍’ ପାଇଁ ବୁଧବାର ଭୁବନେଶ୍ୱର ଓ ରାଉରକେଲାରେ ବନ୍ଦ ରହିବ ଟିକାକରଣ
ଭୁବନେଶ୍ୱର: ବାତ୍ୟା ୟସ୍ ପାଇଁ ବୁଧବାର ବନ୍ଦ ରହିବ ଟିକାକରଣ । ରାଜଧାନୀ ଭୁବନେଶ୍ୱର ସହ ରାଉରକେଲା ସହରାଞ୍ଚଳରେ ଆସନ୍ତାକାଲି କୋଭିଡ୍ ଟିକାକରଣ କାର୍ଯ୍ୟକ୍ରମ ବନ୍ଦ ରହିବ । ଏନେଇ ୨ ମହାନଗର ନିଗମ ସୂଚନା ଦେଇଛନ୍ତି । ବିଏମସି ଅଞ୍ଚଳରେ ୨୬ ତାରିଖରେ ଟିକା ନେବା ପାଇଁ ଯେଉଁମାନେ ସ୍ଲଟ୍ ବୁକିଂ କରିଥିଲେ ସେମାନେ ୨୯ ତାରିଖରେ ଟିକା ନେଇ ପାରିବେ ।
The Vaccination Drive tomorrow 26th May is herby rescheduled to 29th May in all the centres under BMC area due to #CycloneYaas.
Citizens who have booked their appointment for 26th May can take the Vaccination on 29th May with the same appointment slip#StaySafe #OdishaFightsYaas pic.twitter.com/vqQPJve0uq