ଛତିଶଗଡ଼ରେ ଓଡ଼ିଆ ଦମ୍ପତି ମୃତ, ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଦମ୍ପତି ଜୀବନ

The Sakala Picture
Published On

କାମାକ୍ଷାନଗର: ଛତିଶଗଡ଼ରେ ଓଡ଼ିଆ ଦମ୍ପତି ମୃତ । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ, ସ୍ତ୍ରୀଙ୍କ ଜୀବନ l ମୃତ ଦମ୍ପତି ହେଲେ ମହାବିରୋଡ଼ ଥାନା ବାମ ପଞ୍ଚାୟତ ରଗଡାସାହିର ଦୁର୍ୟୋଧନ ମହାନ୍ତ ଓ ଭାରତୀ ମହାନ୍ତ l ଦୁର୍ୟୋଧନ ଡ୍ରାଇଭର ଭାବେ ଛତିଶଗଡ଼ରେ କାମ କରୁଥିବା ବେଳେ ଗତକାଲି ଛତିଶଗଡ଼ ରାଜ୍ୟର କୁସୁମୁଣ୍ଡା ଠାରେ ଥିବା ଘରେ ଲୁଗା ଶୁଖାଉଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ ସ୍ତ୍ରୀ l ସ୍ତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ସ୍ୱାମୀ […]

କାମାକ୍ଷାନଗର: ଛତିଶଗଡ଼ରେ ଓଡ଼ିଆ ଦମ୍ପତି ମୃତ । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ, ସ୍ତ୍ରୀଙ୍କ ଜୀବନ l ମୃତ ଦମ୍ପତି ହେଲେ ମହାବିରୋଡ଼ ଥାନା ବାମ ପଞ୍ଚାୟତ ରଗଡାସାହିର ଦୁର୍ୟୋଧନ ମହାନ୍ତ ଓ ଭାରତୀ ମହାନ୍ତ l ଦୁର୍ୟୋଧନ ଡ୍ରାଇଭର ଭାବେ ଛତିଶଗଡ଼ରେ କାମ କରୁଥିବା ବେଳେ ଗତକାଲି ଛତିଶଗଡ଼ ରାଜ୍ୟର କୁସୁମୁଣ୍ଡା ଠାରେ ଥିବା ଘରେ ଲୁଗା ଶୁଖାଉଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ ସ୍ତ୍ରୀ l ସ୍ତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ସ୍ୱାମୀ ଦୁର୍ଯୋଧନ ମଧ୍ୟ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ l ଦୁଇ ଜଣଙ୍କୁ ଉଦ୍ଧାର କରାଯାଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଆଜି ଉଭୟଙ୍କ ମୃତଦେହ ମୃତଦେହ ପହଞ୍ଚିବା ପରେ ଶୋକାକୂଳ ପରିବେଶରେ ସେମାନଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି।

ଆହୁରି ପଢ଼ନ୍ତୁ: କୋଟି କୋଟି ଟଙ୍କା ଟିକସ ଫାଙ୍କିବା ଅଭିଯୋଗରେ ରାଜ୍ୟର ୬ ରେସ୍ତୋରାଁରେ IT ଚଢ଼ାଉ

20 Oct 2024 By The Sakala

ଛତିଶଗଡ଼ରେ ଓଡ଼ିଆ ଦମ୍ପତି ମୃତ, ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଦମ୍ପତି ଜୀବନ

କାମାକ୍ଷାନଗର: ଛତିଶଗଡ଼ରେ ଓଡ଼ିଆ ଦମ୍ପତି ମୃତ । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ, ସ୍ତ୍ରୀଙ୍କ ଜୀବନ l ମୃତ ଦମ୍ପତି ହେଲେ ମହାବିରୋଡ଼ ଥାନା ବାମ ପଞ୍ଚାୟତ ରଗଡାସାହିର ଦୁର୍ୟୋଧନ ମହାନ୍ତ ଓ ଭାରତୀ ମହାନ୍ତ l ଦୁର୍ୟୋଧନ ଡ୍ରାଇଭର ଭାବେ ଛତିଶଗଡ଼ରେ କାମ କରୁଥିବା ବେଳେ ଗତକାଲି ଛତିଶଗଡ଼ ରାଜ୍ୟର କୁସୁମୁଣ୍ଡା ଠାରେ ଥିବା ଘରେ ଲୁଗା ଶୁଖାଉଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ ସ୍ତ୍ରୀ l ସ୍ତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ସ୍ୱାମୀ ଦୁର୍ଯୋଧନ ମଧ୍ୟ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ l ଦୁଇ ଜଣଙ୍କୁ ଉଦ୍ଧାର କରାଯାଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଆଜି ଉଭୟଙ୍କ ମୃତଦେହ ମୃତଦେହ ପହଞ୍ଚିବା ପରେ ଶୋକାକୂଳ ପରିବେଶରେ ସେମାନଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି।

https://www.thesakala.in/latest-odisha-news/couple-died-due-to-electric-shock/article-35974
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର