କରୋନା ଲେଉଟାଣୀ; ରାଜ୍ଯରେ ୧୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ଯା, ଖୋର୍ଦ୍ଧାରୁ ସର୍ବାଧିକ ୩୫ ନୂଆ ସଂକ୍ରମିତ

The Sakala Picture
Published On

ଭୁବନେଶ୍ବର: କିଛି ଦିନର ବ୍ଯବଧାନ ପରେ ରାଜ୍ୟରେ କରୋନା ପୁଣି ଉପର ମୁହାଁ ହୋଇଛି। ପ୍ରତିଦିନ  ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୪୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୮୭ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୫୯ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୮୯୬୩ରେ ପହଞ୍ଚିଛି। ଏଥି ମଧ୍ୟରୁ ୮୬୭ ଜଣ ଆକ୍ଟିଭ୍‌ କେସ୍‌ […]

ଭୁବନେଶ୍ବର: କିଛି ଦିନର ବ୍ଯବଧାନ ପରେ ରାଜ୍ୟରେ କରୋନା ପୁଣି ଉପର ମୁହାଁ ହୋଇଛି। ପ୍ରତିଦିନ  ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୪୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୮୭ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୫୯ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୮୯୬୩ରେ ପହଞ୍ଚିଛି। ଏଥି ମଧ୍ୟରୁ ୮୬୭ ଜଣ ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩୩୬୧୨୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ସୁଦ୍ଧା ରାଜ୍ୟରେ ୮୮୧୪୧୫୯ ସାମ୍ପୁଲ ଟେଷ୍ଟ୍ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଏପ୍ରିଲ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ SIR ପ୍ରକ୍ରିୟା, ୯୦% ମ୍ୟାପିଂ କରାସରିଛି କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଖାର୍ଦ୍ଧା ଜିଲାରୁ ୩୫ ଜଣ ରହିଛନ୍ତି। ସେହିପରି କଟକ ଜିଲ୍ଲାରୁ ୨୫ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୧୩ଜଣ, ନୂଆପଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରୁ ୧୨ଜଣ ରହିଛନ୍ତି। ବଲାଙ୍ଗୀର ଜିଲ୍ଲାରୁ ୯ଜଣ । ଅନୁଗୁ , ବରଗଡ ଓ ଜଗତସିଂହପୁର ଜିଲାରୁ ୩ଜଣ । ବାଲେଶ୍ୱର ଓ ଯାଜପୁର ଜିଲ୍ଲାରୁ ୪ଜଣ। ଗଞ୍ଜାମ ଜିଲ୍ଲାରୁ ୫ଜଣ । କଳାହାଣ୍ଡି, ପୁରୀ ଓ ରାୟଗଡ଼ା ଜିଲାରୁ ୨ ଜଣ । ସେହିପରି ଝାରସୁଗୁଡ଼ା , କେନ୍ଦ୍ରାପଡ଼ା , ନବରଙ୍ଗପୁର ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଷ୍ଟେଟ୍‌ ପୁଲ୍‌ରୁ ୮ଜଣ ରହିଛନ୍ତି।

22 Mar 2021 By The Sakala

କରୋନା ଲେଉଟାଣୀ; ରାଜ୍ଯରେ ୧୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ଯା, ଖୋର୍ଦ୍ଧାରୁ ସର୍ବାଧିକ ୩୫ ନୂଆ ସଂକ୍ରମିତ

ଭୁବନେଶ୍ବର: କିଛି ଦିନର ବ୍ଯବଧାନ ପରେ ରାଜ୍ୟରେ କରୋନା ପୁଣି ଉପର ମୁହାଁ ହୋଇଛି। ପ୍ରତିଦିନ  ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୪୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୮୭ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୫୯ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୮୯୬୩ରେ ପହଞ୍ଚିଛି। ଏଥି ମଧ୍ୟରୁ ୮୬୭ ଜଣ ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩୩୬୧୨୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ସୁଦ୍ଧା ରାଜ୍ୟରେ ୮୮୧୪୧୫୯ ସାମ୍ପୁଲ ଟେଷ୍ଟ୍ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି।

ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଖାର୍ଦ୍ଧା ଜିଲାରୁ ୩୫ ଜଣ ରହିଛନ୍ତି। ସେହିପରି କଟକ ଜିଲ୍ଲାରୁ ୨୫ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୧୩ଜଣ, ନୂଆପଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରୁ ୧୨ଜଣ ରହିଛନ୍ତି। ବଲାଙ୍ଗୀର ଜିଲ୍ଲାରୁ ୯ଜଣ । ଅନୁଗୁ , ବରଗଡ ଓ ଜଗତସିଂହପୁର ଜିଲାରୁ ୩ଜଣ । ବାଲେଶ୍ୱର ଓ ଯାଜପୁର ଜିଲ୍ଲାରୁ ୪ଜଣ। ଗଞ୍ଜାମ ଜିଲ୍ଲାରୁ ୫ଜଣ । କଳାହାଣ୍ଡି, ପୁରୀ ଓ ରାୟଗଡ଼ା ଜିଲାରୁ ୨ ଜଣ । ସେହିପରି ଝାରସୁଗୁଡ଼ା , କେନ୍ଦ୍ରାପଡ଼ା , ନବରଙ୍ଗପୁର ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଷ୍ଟେଟ୍‌ ପୁଲ୍‌ରୁ ୮ଜଣ ରହିଛନ୍ତି।

https://www.thesakala.in/latest-odisha-news/corona-update-odisha-22-march/article-897
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର