ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

କରୋନା ଭୟ; ଆଜିଠୁ ଭୁବନେଶ୍ବର ବିମାନ ବନ୍ଦରରେ ପୁଣି ଆରମ୍ଭ ହେବ କରୋନା ଟେଷ୍ଟ

The Sakala Picture
Published On

ଭୁବନେଶ୍ୱର: ପୁଣି ଚିନ୍ତା ବଢାଇଲାଣି କରୋନା‌ । ବିଭିନ୍ନ ରାଜ୍ଯରେ ମଧ୍ଯ ଲକଡାଉନ ଓ ନାଇଟ କର୍ଫ୍ଯୁ ଫେରିଛି। ଦିଲ୍ଲୀରେ ମଧ୍ଯ ନିୟମ କଡ଼ାକଡ଼ି ହୋଇଛି, କରୋନା ନେଗେଟିଭ ରିପୋର୍ଟ ବାଧ୍ଯତାମୂଳକ କରାଯାଇଛି। ଏ ନେଇ ରାଜ୍ଯରେ ମଧ୍ଯ କଡ଼ା ପଦକ୍ଷେପ ନିଆଯାଉଛି ।   ବିଏମସି କମିଶନର ସୂଚନା ଅନୁଯାୟୀ , ଏୟାରପୋର୍ଟରେ ଆଜି ସଂନ୍ଧ୍ୟା ସୁଦ୍ଧା ଏକ ଟେଷ୍ଟିଂ ସେଣ୍ଟର କରାଯିବ । ବାହାର ରାଜ୍ୟରୁ ଆସୁଥିବା ଲୋକମାନଙ୍କର ସ୍କ୍ରିନିଂ କରାଯିବ । ଯଦି ସେଥିରେ […]

ଭୁବନେଶ୍ୱର: ପୁଣି ଚିନ୍ତା ବଢାଇଲାଣି କରୋନା‌ । ବିଭିନ୍ନ ରାଜ୍ଯରେ ମଧ୍ଯ ଲକଡାଉନ ଓ ନାଇଟ କର୍ଫ୍ଯୁ ଫେରିଛି। ଦିଲ୍ଲୀରେ ମଧ୍ଯ ନିୟମ କଡ଼ାକଡ଼ି ହୋଇଛି, କରୋନା ନେଗେଟିଭ ରିପୋର୍ଟ ବାଧ୍ଯତାମୂଳକ କରାଯାଇଛି। ଏ ନେଇ ରାଜ୍ଯରେ ମଧ୍ଯ କଡ଼ା ପଦକ୍ଷେପ ନିଆଯାଉଛି ।  

ଆହୁରି ପଢ଼ନ୍ତୁ: ଚାନ୍ଦିପୁରରେ DRDO ପକ୍ଷରୁ ସଫଳ କ୍ଷେପଣାସ୍ତ୍ର ପରୀକ୍ଷଣ: ସୁରକ୍ଷିତ ସ୍ଥାନକୁ ଗଲେ ୧୧ ହଜାରରୁ ଅଧିକ ଲୋକ

ବିଏମସି କମିଶନର ସୂଚନା ଅନୁଯାୟୀ , ଏୟାରପୋର୍ଟରେ ଆଜି ସଂନ୍ଧ୍ୟା ସୁଦ୍ଧା ଏକ ଟେଷ୍ଟିଂ ସେଣ୍ଟର କରାଯିବ । ବାହାର ରାଜ୍ୟରୁ ଆସୁଥିବା ଲୋକମାନଙ୍କର ସ୍କ୍ରିନିଂ କରାଯିବ । ଯଦି ସେଥିରେ କିଛି ନଜର ଆସେ କିମ୍ବା ଲୋକଙ୍କ ଭିତରେ କିଛି ଲକ୍ଷଣ ଦେଖାଯାଏ । ତେବେ ତୁରନ୍ତ ସେମାନଙ୍କର ଟେଷ୍ଟିଂ କରାଯିବ । ଗତ ୧ ମାସ ମଧ୍ୟରେ ପଜିଟିଭ ଆକ୍ରାନ୍ତଙ୍କ ସଂଖ୍ୟା ବିଶେଷ ବଢିନାହିଁ । ଲଗାତର ଭାବେ ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ତେବେ ଆମେ ସମସ୍ତ ଘଟଣା ଉପରେ ନଜର ରଖିଛୁ । ପୂର୍ବ ପରି ଆମର ବିଭିନ୍ନ ସେଣ୍ଟରରେ ଟେଷ୍ଟିଂ ଜାରି ରହିଛି । ଆମ ପାଖରେ ଯଥେଷ୍ଟ ହସ୍ପିଟାଲ ମଧ୍ୟ ଉପଲବ୍ଧ ରହିଛି ।  ରେଳ ଷ୍ଟେସନ୍ ପାଇଁ କିଛି ନିଷ୍ପତ୍ତି ନେଇନାହିଁ ବୋଲି କହିଛନ୍ତି।

ଆହୁରି ପଢ଼ନ୍ତୁ: ଦଶପଲ୍ଲା ବିଡିଓଙ୍କ ଗାଡ଼ି ଉପରକୁ ପଥର ମାଡ଼, ଅଳ୍ପକେ ବର୍ତ୍ତିଲେ ଅଧିକାରୀ

24 Feb 2021 By The Sakala

କରୋନା ଭୟ; ଆଜିଠୁ ଭୁବନେଶ୍ବର ବିମାନ ବନ୍ଦରରେ ପୁଣି ଆରମ୍ଭ ହେବ କରୋନା ଟେଷ୍ଟ

ଭୁବନେଶ୍ୱର: ପୁଣି ଚିନ୍ତା ବଢାଇଲାଣି କରୋନା‌ । ବିଭିନ୍ନ ରାଜ୍ଯରେ ମଧ୍ଯ ଲକଡାଉନ ଓ ନାଇଟ କର୍ଫ୍ଯୁ ଫେରିଛି। ଦିଲ୍ଲୀରେ ମଧ୍ଯ ନିୟମ କଡ଼ାକଡ଼ି ହୋଇଛି, କରୋନା ନେଗେଟିଭ ରିପୋର୍ଟ ବାଧ୍ଯତାମୂଳକ କରାଯାଇଛି। ଏ ନେଇ ରାଜ୍ଯରେ ମଧ୍ଯ କଡ଼ା ପଦକ୍ଷେପ ନିଆଯାଉଛି ।  

ବିଏମସି କମିଶନର ସୂଚନା ଅନୁଯାୟୀ , ଏୟାରପୋର୍ଟରେ ଆଜି ସଂନ୍ଧ୍ୟା ସୁଦ୍ଧା ଏକ ଟେଷ୍ଟିଂ ସେଣ୍ଟର କରାଯିବ । ବାହାର ରାଜ୍ୟରୁ ଆସୁଥିବା ଲୋକମାନଙ୍କର ସ୍କ୍ରିନିଂ କରାଯିବ । ଯଦି ସେଥିରେ କିଛି ନଜର ଆସେ କିମ୍ବା ଲୋକଙ୍କ ଭିତରେ କିଛି ଲକ୍ଷଣ ଦେଖାଯାଏ । ତେବେ ତୁରନ୍ତ ସେମାନଙ୍କର ଟେଷ୍ଟିଂ କରାଯିବ । ଗତ ୧ ମାସ ମଧ୍ୟରେ ପଜିଟିଭ ଆକ୍ରାନ୍ତଙ୍କ ସଂଖ୍ୟା ବିଶେଷ ବଢିନାହିଁ । ଲଗାତର ଭାବେ ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ତେବେ ଆମେ ସମସ୍ତ ଘଟଣା ଉପରେ ନଜର ରଖିଛୁ । ପୂର୍ବ ପରି ଆମର ବିଭିନ୍ନ ସେଣ୍ଟରରେ ଟେଷ୍ଟିଂ ଜାରି ରହିଛି । ଆମ ପାଖରେ ଯଥେଷ୍ଟ ହସ୍ପିଟାଲ ମଧ୍ୟ ଉପଲବ୍ଧ ରହିଛି ।  ରେଳ ଷ୍ଟେସନ୍ ପାଇଁ କିଛି ନିଷ୍ପତ୍ତି ନେଇନାହିଁ ବୋଲି କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର