ଗଞ୍ଜାମକୁ ଫେରିଲା କଟକଣା : ପ୍ରବାସୀଙ୍କ ଆସିବା ଉପରେ ଲାଗିଲା ରୋକ୍‌

The Sakala Picture
Published On

ଗଞ୍ଜାମ : ପୁଣିଥରେ କରୋନା ତାର କାୟା ବିସ୍ତାର କରୁଥିବା ବେଳେ ଆଗୁଆ ସତର୍କ ହୋଇଛି ଗଞ୍ଜାମ। ପୂର୍ବ ଥର ଭଳି ଗଞ୍ଜାମ ଯେପରି କରୋନାର ହଟସ୍ପଟ୍‌ ନପାଲଟୁ ସେଥିପାଇଁ ଜିଲ୍ଲା ପ୍ରାଶସନ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ ନିଆଯାଇଛି। ଆଜି ଗଞ୍ଜାମ ଜିଲାପାଳଙ୍କ ପକ୍ଷରୁ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା। ଏହି ବୈଠକରେ ବାହାର ରାଜ୍ୟ କିମ୍ବା ଅନ୍ୟ ଜିଲ୍ଲାରୁ ପ୍ରବାସୀମାନଙ୍କୁ ଗଞ୍ଜାମ ଜିଲ୍ଲାକୁ ଆସିବାକୁ ରୋକ୍‌ ଲାଗାଯିବା ପାଇଁ ନିଷ୍ପତ୍ତି ହୋଇଛି । ଯଦି […]

ଗଞ୍ଜାମ : ପୁଣିଥରେ କରୋନା ତାର କାୟା ବିସ୍ତାର କରୁଥିବା ବେଳେ ଆଗୁଆ ସତର୍କ ହୋଇଛି ଗଞ୍ଜାମ। ପୂର୍ବ ଥର ଭଳି ଗଞ୍ଜାମ ଯେପରି କରୋନାର ହଟସ୍ପଟ୍‌ ନପାଲଟୁ ସେଥିପାଇଁ ଜିଲ୍ଲା ପ୍ରାଶସନ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ ନିଆଯାଇଛି। ଆଜି ଗଞ୍ଜାମ ଜିଲାପାଳଙ୍କ ପକ୍ଷରୁ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା।

ଆହୁରି ପଢ଼ନ୍ତୁ: ବାଲିଅନ୍ତା ସୌମ୍ୟ ହତ୍ୟା ମାମଲା: ପୋଷ୍ଟମର୍ଟମ ରିପୋର୍ଟରେ ସାମ୍ନାକୁ ଆସିଲା ମୃତ୍ୟୁର ଅସଲ କାରଣ...

ଆହୁରି ପଢ଼ନ୍ତୁ: କରଞ୍ଜିଆ ସ୍ଥିତ ଦୁଧିଆଣି ଜଙ୍ଗଲରୁ ମୃତ ହାତୀଛୁଆ ଉଦ୍ଧାର

ଏହି ବୈଠକରେ ବାହାର ରାଜ୍ୟ କିମ୍ବା ଅନ୍ୟ ଜିଲ୍ଲାରୁ ପ୍ରବାସୀମାନଙ୍କୁ ଗଞ୍ଜାମ ଜିଲ୍ଲାକୁ ଆସିବାକୁ ରୋକ୍‌ ଲାଗାଯିବା ପାଇଁ ନିଷ୍ପତ୍ତି ହୋଇଛି । ଯଦି କେହି ଆସନ୍ତି ତାହାହେଲେ ସାଙ୍ଗରେ କୋଭିଡ ନେଗେଟିଭ ରିପୋର୍ଟ ଆଣିବାକୁ ଜିଲ୍ଲା ପ୍ରଶାସନ ବାଧ୍ୟ କରିଛି । ଜିଲ୍ଲାରେ କରୋନାକୁ ନେଇ ଲୋକେ ସଚେତନ ହେଉନାହାନ୍ତି । ତେଣୁ ପ୍ରଶାସନ ବାଧ୍ୟ ହୋଇ ଏହି ପଦକ୍ଷେପ ନେଇଛି । ଦଣ୍ଡଯାତ୍ରା, ଠାକୁରାଣୀ ଯାତ୍ରା କିମ୍ବା ଚୈତ୍ର ଯାତ୍ରା ପାଇଁ ଗଞ୍ଜାମ ଜିଲ୍ଲାକୁ ପ୍ରବାସୀଙ୍କୁ ନ ଆସିବା ପାଇଁ ପ୍ରଶାସନ ଅନୁରୋଧ କରିଛି । ଏନେଇ ଜିଲ୍ଲାର ସମସ୍ତ ସରପଞ୍ଚ ଏବଂ ଜିଲ୍ଲା ପରିଷଦ ସଭ୍ୟଙ୍କ ସହ ଜିଲ୍ଲାପାଳ ଭିଡ଼ିଓ କନଫେରନସିଂ ଜରିଆରରେ ଆଲୋଚନା କରିଛନ୍ତି ।

ଆହୁରି ପଢ଼ନ୍ତୁ: ଅନଲାଇନ ସପିଂ କରୁଥିଲେ ହୋଇଯାଆନ୍ତୁ ସାବଧାନ ! ସୋସିଆଲ ମିଡିଆରେ ମାତିଛନ୍ତି ସାଇବର ଲୁଟେରା...

29 Mar 2021 By The Sakala

ଗଞ୍ଜାମକୁ ଫେରିଲା କଟକଣା : ପ୍ରବାସୀଙ୍କ ଆସିବା ଉପରେ ଲାଗିଲା ରୋକ୍‌

ଗଞ୍ଜାମ : ପୁଣିଥରେ କରୋନା ତାର କାୟା ବିସ୍ତାର କରୁଥିବା ବେଳେ ଆଗୁଆ ସତର୍କ ହୋଇଛି ଗଞ୍ଜାମ। ପୂର୍ବ ଥର ଭଳି ଗଞ୍ଜାମ ଯେପରି କରୋନାର ହଟସ୍ପଟ୍‌ ନପାଲଟୁ ସେଥିପାଇଁ ଜିଲ୍ଲା ପ୍ରାଶସନ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ ନିଆଯାଇଛି। ଆଜି ଗଞ୍ଜାମ ଜିଲାପାଳଙ୍କ ପକ୍ଷରୁ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା।

ଏହି ବୈଠକରେ ବାହାର ରାଜ୍ୟ କିମ୍ବା ଅନ୍ୟ ଜିଲ୍ଲାରୁ ପ୍ରବାସୀମାନଙ୍କୁ ଗଞ୍ଜାମ ଜିଲ୍ଲାକୁ ଆସିବାକୁ ରୋକ୍‌ ଲାଗାଯିବା ପାଇଁ ନିଷ୍ପତ୍ତି ହୋଇଛି । ଯଦି କେହି ଆସନ୍ତି ତାହାହେଲେ ସାଙ୍ଗରେ କୋଭିଡ ନେଗେଟିଭ ରିପୋର୍ଟ ଆଣିବାକୁ ଜିଲ୍ଲା ପ୍ରଶାସନ ବାଧ୍ୟ କରିଛି । ଜିଲ୍ଲାରେ କରୋନାକୁ ନେଇ ଲୋକେ ସଚେତନ ହେଉନାହାନ୍ତି । ତେଣୁ ପ୍ରଶାସନ ବାଧ୍ୟ ହୋଇ ଏହି ପଦକ୍ଷେପ ନେଇଛି । ଦଣ୍ଡଯାତ୍ରା, ଠାକୁରାଣୀ ଯାତ୍ରା କିମ୍ବା ଚୈତ୍ର ଯାତ୍ରା ପାଇଁ ଗଞ୍ଜାମ ଜିଲ୍ଲାକୁ ପ୍ରବାସୀଙ୍କୁ ନ ଆସିବା ପାଇଁ ପ୍ରଶାସନ ଅନୁରୋଧ କରିଛି । ଏନେଇ ଜିଲ୍ଲାର ସମସ୍ତ ସରପଞ୍ଚ ଏବଂ ଜିଲ୍ଲା ପରିଷଦ ସଭ୍ୟଙ୍କ ସହ ଜିଲ୍ଲାପାଳ ଭିଡ଼ିଓ କନଫେରନସିଂ ଜରିଆରରେ ଆଲୋଚନା କରିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର