କଲବଲ୍ କରୁଛି କରୋନା, ପୁଣି ନେଲା ୨ ଯୁବ ସାମ୍ବାଦିକଙ୍କ ଜୀବନ

The Sakala Picture
Published On

ଗଞ୍ଜାମ: କଲବଲ କରୁଛି କରୋନା। ରାଜ୍ଯରେ କରୋନା ସଂକ୍ରମିତଙ୍କ ସଂଖ୍ଯା ବଢୁଥିବା ବେଳେ ପୁଣି ଜୀବନ ନେବା ଆରମ୍ଭ କରିଦେଇଛି ମହାମାରୀ କରୋନା। ଗଞ୍ଜାମ ଜିଲ୍ଲାର କକୁଡାଖଣ୍ଡି ଓ ଟିକିଟି ଅଞ୍ଚଳରୁ ଆସିଛି ଦୁଃଖଦ ଖବର। କରୋନାରେ ୨ ସାମ୍ବାଦିକଙ୍କ ମୃତ୍ଯୁ ଘଟିଛି। ଉକ୍ତ ୨ ସାମ୍ବାଦିକଙ୍କ ନାମ ଗୋବିନ୍ଦ ଚନ୍ଦ୍ର ବେହେରା ଓ ମନୋଜ କୁମାର ବୋଲି ଜଣାପଡ଼ିଛି। ଗୋବିନ୍ଦ ଚନ୍ଦ୍ର ଏକ ୱେବ ଚ୍ଯାନେଲରେ କାମ କରୁଥିବା ବେଳେ ମନୋଜ ଏକ ଦୈନିକ ଖବର […]

ଗଞ୍ଜାମ: କଲବଲ କରୁଛି କରୋନା। ରାଜ୍ଯରେ କରୋନା ସଂକ୍ରମିତଙ୍କ ସଂଖ୍ଯା ବଢୁଥିବା ବେଳେ ପୁଣି ଜୀବନ ନେବା ଆରମ୍ଭ କରିଦେଇଛି ମହାମାରୀ କରୋନା। ଗଞ୍ଜାମ ଜିଲ୍ଲାର କକୁଡାଖଣ୍ଡି ଓ ଟିକିଟି ଅଞ୍ଚଳରୁ ଆସିଛି ଦୁଃଖଦ ଖବର। କରୋନାରେ ୨ ସାମ୍ବାଦିକଙ୍କ ମୃତ୍ଯୁ ଘଟିଛି। ଉକ୍ତ ୨ ସାମ୍ବାଦିକଙ୍କ ନାମ ଗୋବିନ୍ଦ ଚନ୍ଦ୍ର ବେହେରା ଓ ମନୋଜ କୁମାର ବୋଲି ଜଣାପଡ଼ିଛି। ଗୋବିନ୍ଦ ଚନ୍ଦ୍ର ଏକ ୱେବ ଚ୍ଯାନେଲରେ କାମ କରୁଥିବା ବେଳେ ମନୋଜ ଏକ ଦୈନିକ ଖବର କାଗଜରେ କାର୍ଯ୍ଯରତ ଥିଲେ। ଶ୍ବାସ ଜନିତ ସମସ୍ଯାରେ ଉଭୟ ବ୍ରହ୍ମପୁର ଏମକେସିଜିରେ ଚିକିତ୍ସିତ ହେଉଥିଲେ। ଉଭୟଙ୍କର ଆଜି ମୃତ୍ଯୁ ଘଟିଛି।

ଆହୁରି ପଢ଼ନ୍ତୁ: କାଠଯୋଡି ନଦୀରୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ

23 Apr 2021 By The Sakala

କଲବଲ୍ କରୁଛି କରୋନା, ପୁଣି ନେଲା ୨ ଯୁବ ସାମ୍ବାଦିକଙ୍କ ଜୀବନ

ଗଞ୍ଜାମ: କଲବଲ କରୁଛି କରୋନା। ରାଜ୍ଯରେ କରୋନା ସଂକ୍ରମିତଙ୍କ ସଂଖ୍ଯା ବଢୁଥିବା ବେଳେ ପୁଣି ଜୀବନ ନେବା ଆରମ୍ଭ କରିଦେଇଛି ମହାମାରୀ କରୋନା। ଗଞ୍ଜାମ ଜିଲ୍ଲାର କକୁଡାଖଣ୍ଡି ଓ ଟିକିଟି ଅଞ୍ଚଳରୁ ଆସିଛି ଦୁଃଖଦ ଖବର। କରୋନାରେ ୨ ସାମ୍ବାଦିକଙ୍କ ମୃତ୍ଯୁ ଘଟିଛି। ଉକ୍ତ ୨ ସାମ୍ବାଦିକଙ୍କ ନାମ ଗୋବିନ୍ଦ ଚନ୍ଦ୍ର ବେହେରା ଓ ମନୋଜ କୁମାର ବୋଲି ଜଣାପଡ଼ିଛି। ଗୋବିନ୍ଦ ଚନ୍ଦ୍ର ଏକ ୱେବ ଚ୍ଯାନେଲରେ କାମ କରୁଥିବା ବେଳେ ମନୋଜ ଏକ ଦୈନିକ ଖବର କାଗଜରେ କାର୍ଯ୍ଯରତ ଥିଲେ। ଶ୍ବାସ ଜନିତ ସମସ୍ଯାରେ ଉଭୟ ବ୍ରହ୍ମପୁର ଏମକେସିଜିରେ ଚିକିତ୍ସିତ ହେଉଥିଲେ। ଉଭୟଙ୍କର ଆଜି ମୃତ୍ଯୁ ଘଟିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର