ପୁଣି ଜୋର ଧରିଲା ପିସିସି ପରିବର୍ତ୍ତନ ଦାବି: ବିଧାୟକଙ୍କ ଭିତରୁ ପିସିସି ସଭାପତି କରିବାକୁ ଦାବି କଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି

The Sakala Picture
Published On

ଭୁବନେଶ୍ୱର: ପୁଣି ଜୋର ଧରିଲା ପିସିସି ପରିବର୍ତ୍ତନ ଦାବି। ବିଧାୟକଙ୍କ ଭିତରୁ ଜଣଙ୍କୁ କାହାକୁ ପିସିସି ସଭାପତି କରିବାକୁ ଦାବି କରିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ଯଦି ବିଧାୟକଙ୍କ ଭିତରୁ କାହାକୁ ପିସିସି ସଭାପତି କରାନଯାଏ ତେବେ ଏନେଇ ଅସନ୍ତୋଷ ପ୍ରକାଶ କରାଯିବ । ତାରା କହିଛନ୍ତି, ଜଣେ ବିଧାୟକ ପିସିସି ହେଲେ ତାଙ୍କ ସହ ୯ ବିଧାୟକ ବୁଲିବେ । ଏହାସହ ଯଦି ମୋତେ ଯଦି କାର୍ଯ୍ଯକାରୀ ସଭାପତି ପଦ ଦିଆଯାଏ, […]

ଭୁବନେଶ୍ୱର: ପୁଣି ଜୋର ଧରିଲା ପିସିସି ପରିବର୍ତ୍ତନ ଦାବି। ବିଧାୟକଙ୍କ ଭିତରୁ ଜଣଙ୍କୁ କାହାକୁ ପିସିସି ସଭାପତି କରିବାକୁ ଦାବି କରିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ଯଦି ବିଧାୟକଙ୍କ ଭିତରୁ କାହାକୁ ପିସିସି ସଭାପତି କରାନଯାଏ ତେବେ ଏନେଇ ଅସନ୍ତୋଷ ପ୍ରକାଶ କରାଯିବ । ତାରା କହିଛନ୍ତି, ଜଣେ ବିଧାୟକ ପିସିସି ହେଲେ ତାଙ୍କ ସହ ୯ ବିଧାୟକ ବୁଲିବେ । ଏହାସହ ଯଦି ମୋତେ ଯଦି କାର୍ଯ୍ଯକାରୀ ସଭାପତି ପଦ ଦିଆଯାଏ, ମୁଁ ତାକୁ ଗ୍ରହଣ କରିବି ନାହିଁ । ବିଧାୟକଙ୍କ ସହ ଆଲୋଚନା କରି କଣ କରାଯିବ ସେନେଇ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ତାରା ପ୍ରସାଦ ବାହିନୀପତି । ସେହିପରି ପିସିସି ପରିବର୍ତ୍ତନ ପ୍ରସଙ୍ଗରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଦେଇଛନ୍ତି ବଡ଼ ବୟାନ ।

ଆହୁରି ପଢ଼ନ୍ତୁ: କୋଷ୍ଟାଲ ହାଇଓ୍ବେକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲା ବିଜେଡ଼ି; 'ଏ ପ୍ରକଳ୍ପ ପର୍ଯ୍ୟଟନ ବିକାଶରେ ସହାୟକ ହେବ ନାହିଁ'

କେବଳ ପିସିସି ନୁହେଁ କଂଗ୍ରେସ ବିଧାୟକ ଦଳ ନେତା ବି ବଦଳିବାର ଆବଶ୍ୟକତା ରହିଛି । ପିସିସି ପରିବର୍ତ୍ତନ ପ୍ରସଙ୍ଗରେ ଦଳର ହାଇକମାଣ୍ଡ ଯାହା ନିଷ୍ପତ୍ତି ନେବେ ଆମେ ତାକୁ ଗ୍ରହଣ କରିବୁ ବୋଲି କହିଛନ୍ତି ସାଲୁଜା । ପୂର୍ବରୁ ନିରଞ୍ଜନ ପଟ୍ଟନାୟକ କହିଥିଲେ, ୨୦୧୯ରୁ ସେ ପିସିସି ସଭାପତି ପଦରୁ ଇସ୍ତଫା ଦେଇସାରିଛନ୍ତି। ତେବେ କାହିଁକି ପରିବର୍ତ୍ତନ ହେଉନାହିଁ, ସେ ନିଷ୍ପତ୍ତି ହାଇକମାଣ୍ଡ ନେବେ ବୋଲି କହିଥିଲେ ନିରଞ୍ଜନ ।

ଆହୁରି ପଢ଼ନ୍ତୁ: କୁବେର ITDA ସହକାରୀ ନିର୍ବାହୀ ଯନ୍ତ୍ରୀ: ମିଳିଲାଣି ୧କେଜିରୁ ଉର୍ଦ୍ଧ୍ୱ ସୁନା, ଦୁଇ କୋଟି ଟଙ୍କା ସହ ୫ଟି ଆଲିସାନ କୋଠା ଓ ୧୪ଟି ପ୍ଲଟ ଠାବ

19 Apr 2022 By The Sakala

ପୁଣି ଜୋର ଧରିଲା ପିସିସି ପରିବର୍ତ୍ତନ ଦାବି: ବିଧାୟକଙ୍କ ଭିତରୁ ପିସିସି ସଭାପତି କରିବାକୁ ଦାବି କଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି

ଭୁବନେଶ୍ୱର: ପୁଣି ଜୋର ଧରିଲା ପିସିସି ପରିବର୍ତ୍ତନ ଦାବି। ବିଧାୟକଙ୍କ ଭିତରୁ ଜଣଙ୍କୁ କାହାକୁ ପିସିସି ସଭାପତି କରିବାକୁ ଦାବି କରିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ଯଦି ବିଧାୟକଙ୍କ ଭିତରୁ କାହାକୁ ପିସିସି ସଭାପତି କରାନଯାଏ ତେବେ ଏନେଇ ଅସନ୍ତୋଷ ପ୍ରକାଶ କରାଯିବ । ତାରା କହିଛନ୍ତି, ଜଣେ ବିଧାୟକ ପିସିସି ହେଲେ ତାଙ୍କ ସହ ୯ ବିଧାୟକ ବୁଲିବେ । ଏହାସହ ଯଦି ମୋତେ ଯଦି କାର୍ଯ୍ଯକାରୀ ସଭାପତି ପଦ ଦିଆଯାଏ, ମୁଁ ତାକୁ ଗ୍ରହଣ କରିବି ନାହିଁ । ବିଧାୟକଙ୍କ ସହ ଆଲୋଚନା କରି କଣ କରାଯିବ ସେନେଇ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ତାରା ପ୍ରସାଦ ବାହିନୀପତି । ସେହିପରି ପିସିସି ପରିବର୍ତ୍ତନ ପ୍ରସଙ୍ଗରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଦେଇଛନ୍ତି ବଡ଼ ବୟାନ ।

କେବଳ ପିସିସି ନୁହେଁ କଂଗ୍ରେସ ବିଧାୟକ ଦଳ ନେତା ବି ବଦଳିବାର ଆବଶ୍ୟକତା ରହିଛି । ପିସିସି ପରିବର୍ତ୍ତନ ପ୍ରସଙ୍ଗରେ ଦଳର ହାଇକମାଣ୍ଡ ଯାହା ନିଷ୍ପତ୍ତି ନେବେ ଆମେ ତାକୁ ଗ୍ରହଣ କରିବୁ ବୋଲି କହିଛନ୍ତି ସାଲୁଜା । ପୂର୍ବରୁ ନିରଞ୍ଜନ ପଟ୍ଟନାୟକ କହିଥିଲେ, ୨୦୧୯ରୁ ସେ ପିସିସି ସଭାପତି ପଦରୁ ଇସ୍ତଫା ଦେଇସାରିଛନ୍ତି। ତେବେ କାହିଁକି ପରିବର୍ତ୍ତନ ହେଉନାହିଁ, ସେ ନିଷ୍ପତ୍ତି ହାଇକମାଣ୍ଡ ନେବେ ବୋଲି କହିଥିଲେ ନିରଞ୍ଜନ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର