ରାଜଧାନୀର ଗାଡ଼ି ଚାଳକ ହୁଅନ୍ତୁ ସାବଧାନ, ସ୍କାନରରେ ୟେଲୋ ଲାଇଟ ମାନୁ ନ ଥିବା ଗାଡ଼ି ଚାଳକ…

The Sakala Picture
Published On

ଭୁବନେଶ୍ବର: ରାଜଧାନୀର ଗାଡ଼ି ଚାଳକ ହୁଅନ୍ତୁ ସାବଧାନ। ଟ୍ରାଫିକ ନିୟମ ନ ମାନିଲେ ଗଣିବେ ମୋଟା ଅଙ୍କର ତଣ୍ଡ ଓ ନହେଲେ ସିଧା ଯିବେ ଜେଲ। ଏଣିକି କମିଶନରେଟ ପୁଲିସ ସ୍କାନରରେ ୟେଲୋ ଲାଇଟ ମାନୁ ନ ଥିବା ଗାଡ଼ି ଚାଳକ। ଯଦି ୟେଲୋ ଲାଇଟ ଥାଇ ଟ୍ରାଫିକରେ ଗାଡ଼ି କ୍ରସ କରନ୍ତି ତାହେଲେ ମୋଟା ଅଙ୍କର ଜରିମାନା ସହ ଭୋଗିବେ ଜେଲ ଦଣ୍ଡ। ଏନେଇ କମିଶନରେଟ ପୁଲିସ ପକ୍ଷରୁ ଜୋରଦାର ବ୍ଲକିଙ୍ଗ ଓ ଚେକିଂ ସହ […]

ଭୁବନେଶ୍ବର: ରାଜଧାନୀର ଗାଡ଼ି ଚାଳକ ହୁଅନ୍ତୁ ସାବଧାନ। ଟ୍ରାଫିକ ନିୟମ ନ ମାନିଲେ ଗଣିବେ ମୋଟା ଅଙ୍କର ତଣ୍ଡ ଓ ନହେଲେ ସିଧା ଯିବେ ଜେଲ। ଏଣିକି କମିଶନରେଟ ପୁଲିସ ସ୍କାନରରେ ୟେଲୋ ଲାଇଟ ମାନୁ ନ ଥିବା ଗାଡ଼ି ଚାଳକ। ଯଦି ୟେଲୋ ଲାଇଟ ଥାଇ ଟ୍ରାଫିକରେ ଗାଡ଼ି କ୍ରସ କରନ୍ତି ତାହେଲେ ମୋଟା ଅଙ୍କର ଜରିମାନା ସହ ଭୋଗିବେ ଜେଲ ଦଣ୍ଡ। ଏନେଇ କମିଶନରେଟ ପୁଲିସ ପକ୍ଷରୁ ଜୋରଦାର ବ୍ଲକିଙ୍ଗ ଓ ଚେକିଂ ସହ ଗଣ ମାଧ୍ୟମକୁ ଅବଗତ କରିଛି ଟ୍ରାଫିକ ପୁଲିସ।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ଅକ୍ଟୋବର ୨୬ ସୁଦ୍ଧା ବାତ୍ୟା ରୂପ ନେବାର ଆଶଙ୍କା

ଭୁବନେଶ୍ୱର କମିଶନରେଟ ପୁଲିସ ସ୍କାନରରେ ଗାଡ଼ି ଚାଳକ।  ଏ ନେଇ ଭୁବନେଶ୍ୱର ଏଜି ଛକ, ନାଲକୋ ଛକ, ଖଣ୍ଡଗିରି, କଳ୍ପନା ଛଳ, ରସୁଲଗଡ଼, ଆଚାର୍ଯ୍ୟବିହାର, ବାଣୀବିହାର, ଶିଶୁ ଭବନ ଛକ, ଜୟଦେବ ବିହାର, ନାଲକୋ ଛକ, ଡମଣା, କିଟ ଛକ, ପୋଖରୀପୁଟ, କଳିଙ୍ଗ ନଗର ଆଦି ଛକରେ ଜୋରଦାର ଚେକିଂ କରିବା ଆରମ୍ବ କମିଶନରେଟ ପୁଲିସ। ଏ ନେଇ ଆଜି ପୁଲିସର ଜୋରଦାର ଚେକିଂ ଆରମ୍ବ ହୋଇଛି। ଡ୍ରିଙ୍କ ଆଣ୍ଡ ଡ୍ରାଇଭ ଚେକିଂ ପରେ ରେଡ ଲାଇନ ଜମ୍ପ ଚେକିଂକୁ ଆଗକୁ ଜୋରଦାର କରାଯିବ ବୋଲି ସୂଚନା ଦେଇଛନ୍ତି ଟ୍ରାଫିକ ଡିସିପି। ସେପଟେ ସାଧାରଣଲେର ଟ୍ରାଫିକ ପୁଲିସର ଏହି ଉଦ୍ୟମକୁ ପ୍ରଶଂସା କରିଛନ୍ତି। ଏଭଳି କାର୍ଯ୍ୟକ୍ରମ ଦ୍ୱାରା ବହୁ ଜୀବନ ବଞ୍ଚିଯିବି ବୋଲି ଗାଡ଼ି ଚାଳକ କହିଛନ୍ତି।

ଆହୁରି ପଢ଼ନ୍ତୁ: ଭାରସାମ୍ୟ ହରାଇ ଓଲଟିଲା ଡିଜେ ଗାଡ଼ି: ଜଣଙ୍କର ମୃତ୍ୟୁ, ୧୦ରୁ ଊର୍ଦ୍ଧ୍ୱ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର