ମାଞ୍ଜା ସୁତାରେ ବେକ କଟି ଯୁବକ ଆହତ, ଏକ ନମ୍ୱର ହାଟରେ ପୋଲିସର ଚଢ଼ାଉ

Madhusudan Das Picture
Published On

ଭୁବନେଶ୍ୱର: ମାଞ୍ଜା ସୁତାରେ ବେକ କଟି ଆହତ ହେଲେ ଯୁବକ । ବେକ କଟିବା ପରେ ଆକ୍ସନ ମୁଡ଼ରେ ପୋଲିସ । ଭୁବନେଶ୍ୱର ଏକ ନମ୍ବର ମାର୍କେଟରେ ମାଞ୍ଜା ସୂତା ପାଇଁ ଚଢ଼ାଉ କରିଛି କମିଶନରେଟ୍ ପୋଲିସ ।  ଡିସିପିଙ୍କ ନିର୍ଦ୍ଦେଶରେ କ୍ୟାପିଟାଲ୍ ଥାନା ପକ୍ଷରୁ ଚଢାଉ । ମାଞ୍ଜା ସୁତା ବିକ୍ରି ନେଇ ଯାଞ୍ଚ ହୋଇଛି । ବୁଲି ବୁଲି ମାର୍କେଟର ଅନେକ ଗୁଡି ଦୋକାନ ଓ ଗୋଦାମ ଯାଞ୍ଚ କରୁଛନ୍ତି । ଯେହେତୁ ମାଞ୍ଜା ସୁତା ବିକ୍ରି ପାଇଁ କଟକଣା ରହିଛି । ଜୀବନ ବିପଦରେ ପଡୁଛି ତେଣୁ ଏସବୁ ବିକ୍ରି ଉପରେ ରୋକ ଲଗାଇବାକୁ ଏଭଳି ଯାଂଚ ଚାଲିଛି। ମାଞ୍ଜା ସୂତା ବିକୁଥିବା ଦୋକାନୀ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ମିଳିଛି । 

ଆହୁରି ପଢ଼ନ୍ତୁ: ଏଣିକି ଯୋଜନା ବୋର୍ଡ ବଦଳରେ ହେବ SITI ଓଡ଼ିଶା, ସରକାରଙ୍କ ଥିଙ୍କ ଟ୍ୟାଙ୍କ ଭାବରେ କାର୍ଯ୍ୟ କରିବ

14 Jan 2026 By Madhusudan Das

ମାଞ୍ଜା ସୁତାରେ ବେକ କଟି ଯୁବକ ଆହତ, ଏକ ନମ୍ୱର ହାଟରେ ପୋଲିସର ଚଢ଼ାଉ

ଭୁବନେଶ୍ୱର: ମାଞ୍ଜା ସୁତାରେ ବେକ କଟି ଆହତ ହେଲେ ଯୁବକ । ବେକ କଟିବା ପରେ ଆକ୍ସନ ମୁଡ଼ରେ ପୋଲିସ । ଭୁବନେଶ୍ୱର ଏକ ନମ୍ବର ମାର୍କେଟରେ ମାଞ୍ଜା ସୂତା ପାଇଁ ଚଢ଼ାଉ କରିଛି କମିଶନରେଟ୍ ପୋଲିସ ।  ଡିସିପିଙ୍କ ନିର୍ଦ୍ଦେଶରେ କ୍ୟାପିଟାଲ୍ ଥାନା ପକ୍ଷରୁ ଚଢାଉ । ମାଞ୍ଜା ସୁତା ବିକ୍ରି ନେଇ ଯାଞ୍ଚ ହୋଇଛି । ବୁଲି ବୁଲି ମାର୍କେଟର ଅନେକ ଗୁଡି ଦୋକାନ ଓ ଗୋଦାମ ଯାଞ୍ଚ କରୁଛନ୍ତି । ଯେହେତୁ ମାଞ୍ଜା ସୁତା ବିକ୍ରି ପାଇଁ କଟକଣା ରହିଛି । ଜୀବନ ବିପଦରେ ପଡୁଛି ତେଣୁ ଏସବୁ ବିକ୍ରି ଉପରେ ରୋକ ଲଗାଇବାକୁ ଏଭଳି ଯାଂଚ ଚାଲିଛି। ମାଞ୍ଜା ସୂତା ବିକୁଥିବା ଦୋକାନୀ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ମିଳିଛି । 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର