କରୋନା କଟକଣା, ଫିକା ପଡ଼ିବ ହୋଲି

The Sakala Picture
Published On

କଟକ: କରୋନା ସଂକ୍ରମିତଙ୍କ ସଂଖ୍ଯା ପୁଣି ଥରେ ବୃଦ୍ଧି ପାଇଛି। ଏ ନେଇ ଆଗକୁ ଆସୁଥିବା ଦୋଳ ମେଲଣ ଓ ହୋଲି ପାଇଁ କମିଶନରେଟ୍ ପୁଲିସ ପକ୍ଷରୁ ଏସଓପି ଜାରି କରାଯାଇଛି। କଟକରେ ଦୋଳ ଓ ହୋଲି ପାଇଁ କଟକଣା ଜାରି ହୋଇଛି। ମେଲଣ ସ୍ଥଳରେ ୨୦୦ରୁ ଅଧିକ ଲୋକ ଏକାଠି ହେବେନାହିଁ। ଦୋଳ ନିକଟରେ ୧୦ରୁ ଅଧିକ ଲୋକ ଯାଇ ପାରିବେ ନାହିଁ। କୌଣସି ପ୍ରକାରର ସାଂସ୍କୃତିକ କାର୍ଯ୍ଯକ୍ରମକୁ ମଧ୍ୟ ଅନୁମତି ଦିଆଯଇ ନାହିଁ । […]

କଟକ: କରୋନା ସଂକ୍ରମିତଙ୍କ ସଂଖ୍ଯା ପୁଣି ଥରେ ବୃଦ୍ଧି ପାଇଛି। ଏ ନେଇ ଆଗକୁ ଆସୁଥିବା ଦୋଳ ମେଲଣ ଓ ହୋଲି ପାଇଁ କମିଶନରେଟ୍ ପୁଲିସ ପକ୍ଷରୁ ଏସଓପି ଜାରି କରାଯାଇଛି। କଟକରେ ଦୋଳ ଓ ହୋଲି ପାଇଁ କଟକଣା ଜାରି ହୋଇଛି। ମେଲଣ ସ୍ଥଳରେ ୨୦୦ରୁ ଅଧିକ ଲୋକ ଏକାଠି ହେବେନାହିଁ। ଦୋଳ ନିକଟରେ ୧୦ରୁ ଅଧିକ ଲୋକ ଯାଇ ପାରିବେ ନାହିଁ। କୌଣସି ପ୍ରକାରର ସାଂସ୍କୃତିକ କାର୍ଯ୍ଯକ୍ରମକୁ ମଧ୍ୟ ଅନୁମତି ଦିଆଯଇ ନାହିଁ । କେବଳ ପରମ୍ପରା ଓ ବିଧି ମୁତାବକ କାର୍ଯ୍ଯକ୍ରମ ହେବ । ହୋଲି ଖେଳ ସମୟରେ ରାଜରାସ୍ତାରେ ଏକାଠି ହେବାକୁ ବାରଣ କରାଯାଇଛି। ଘରେ ରହି ହୋଲି ଖେଳିବାକୁ କମିଶନରେଟ୍‌ ପୁଲିସ୍‌ ଲୋକଙ୍କୁ ପରାମର୍ଶ ଦେଇଛି । ଏସଆରସି ଜାରି କରିଥିବା ଗାଇଡ୍ ଲାଇନକୁ ଉଲଂଘନ କଲେ କଡା କାର୍ଯ୍ଯାନୁଷ୍ଠାନ ନିଆଯିବ ବୋଲି କମିଶନରେଟ୍ ପୁଲିସ କହିଛି।

ଆହୁରି ପଢ଼ନ୍ତୁ: ପାଞ୍ଚ ବର୍ଷର ନାବାଳକକୁ ଅପହରଣ ପରେ ଗଳା କାଟି ହତ୍ୟା !

19 Mar 2021 By The Sakala

କରୋନା କଟକଣା, ଫିକା ପଡ଼ିବ ହୋଲି

କଟକ: କରୋନା ସଂକ୍ରମିତଙ୍କ ସଂଖ୍ଯା ପୁଣି ଥରେ ବୃଦ୍ଧି ପାଇଛି। ଏ ନେଇ ଆଗକୁ ଆସୁଥିବା ଦୋଳ ମେଲଣ ଓ ହୋଲି ପାଇଁ କମିଶନରେଟ୍ ପୁଲିସ ପକ୍ଷରୁ ଏସଓପି ଜାରି କରାଯାଇଛି। କଟକରେ ଦୋଳ ଓ ହୋଲି ପାଇଁ କଟକଣା ଜାରି ହୋଇଛି। ମେଲଣ ସ୍ଥଳରେ ୨୦୦ରୁ ଅଧିକ ଲୋକ ଏକାଠି ହେବେନାହିଁ। ଦୋଳ ନିକଟରେ ୧୦ରୁ ଅଧିକ ଲୋକ ଯାଇ ପାରିବେ ନାହିଁ। କୌଣସି ପ୍ରକାରର ସାଂସ୍କୃତିକ କାର୍ଯ୍ଯକ୍ରମକୁ ମଧ୍ୟ ଅନୁମତି ଦିଆଯଇ ନାହିଁ । କେବଳ ପରମ୍ପରା ଓ ବିଧି ମୁତାବକ କାର୍ଯ୍ଯକ୍ରମ ହେବ । ହୋଲି ଖେଳ ସମୟରେ ରାଜରାସ୍ତାରେ ଏକାଠି ହେବାକୁ ବାରଣ କରାଯାଇଛି। ଘରେ ରହି ହୋଲି ଖେଳିବାକୁ କମିଶନରେଟ୍‌ ପୁଲିସ୍‌ ଲୋକଙ୍କୁ ପରାମର୍ଶ ଦେଇଛି । ଏସଆରସି ଜାରି କରିଥିବା ଗାଇଡ୍ ଲାଇନକୁ ଉଲଂଘନ କଲେ କଡା କାର୍ଯ୍ଯାନୁଷ୍ଠାନ ନିଆଯିବ ବୋଲି କମିଶନରେଟ୍ ପୁଲିସ କହିଛି।

https://www.thesakala.in/latest-odisha-news/commissionerate-police-issued-guidelines-for-dola-and-holi/article-823
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର