କୋଭିଡ୍‌ ଗାଇଡ୍‌ଲାଇନ୍‌ ଉଲ୍ଲଘଂନ କରି ସିଲ୍‌ ହେଲା କୋଚିଂ ସେଣ୍ଟର

The Sakala Picture
Published On

କଟକ :  ଚଣ୍ଡୀଛକ ସ୍ଥିତ କୋଚିଂ ସେଣ୍ଟର ସିଲ୍ ହୋଇଛି । କୋଭିଡ୍‌ ଗାଇଡ୍‌ ଲାଇନ୍‌ ଉଲ୍ଲଙ୍ଘନ ଅଭିଯୋଗରେ ସିଲ୍‌ ହୋଇଥିବା ସୂଚନା ମିଳିଛି। ସକାଳେ ହିନ୍ଦ୍‌ ସିନେମା ସୁପର ମାର୍କେଟକୁ ସିଲ୍‌ କରିଥିଲା ସିଏମ୍‌ସି । ସେପଟେ ଆଜି ଓଡ଼ିଶାରେ ୨୧୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୧୨୬ ଜଣ କ୍ୱାରେଣ୍ଟିନରେ ଥିବାବେଳେ୮୮ ଟି ଲୋକାଲ କେସ ଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କଟକରୁ ୨୦ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। […]

କଟକ :  ଚଣ୍ଡୀଛକ ସ୍ଥିତ କୋଚିଂ ସେଣ୍ଟର ସିଲ୍ ହୋଇଛି । କୋଭିଡ୍‌ ଗାଇଡ୍‌ ଲାଇନ୍‌ ଉଲ୍ଲଙ୍ଘନ ଅଭିଯୋଗରେ ସିଲ୍‌ ହୋଇଥିବା ସୂଚନା ମିଳିଛି। ସକାଳେ ହିନ୍ଦ୍‌ ସିନେମା ସୁପର ମାର୍କେଟକୁ ସିଲ୍‌ କରିଥିଲା ସିଏମ୍‌ସି ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଲଗାଣ ବର୍ଷା ଜାରି: ଆଜି ଅତି ପ୍ରବଳ ବର୍ଷା ହେବା ନେଇ ଆଶଙ୍କା

ସେପଟେ ଆଜି ଓଡ଼ିଶାରେ ୨୧୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୧୨୬ ଜଣ କ୍ୱାରେଣ୍ଟିନରେ ଥିବାବେଳେ୮୮ ଟି ଲୋକାଲ କେସ ଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କଟକରୁ ୨୦ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ପିଜି କାଉନସିଲ୍ ଚେୟାରମ୍ୟାନ୍ ସ୍ମୃତିପ୍ରଭା ଦାସ ସୂଚନା ଦେଇଛନ୍ତି। ୩ ଜଣଙ୍କ ମଧ୍ୟରେ ୨ ଅଧ୍ୟାପିକା ଓ ଜଣେ ବିଦ୍ୟାର୍ଥୀ ଅଛନ୍ତି।

ଆହୁରି ପଢ଼ନ୍ତୁ: ଭିତରକନିକା ଜାତୀୟ ଉଦ୍ୟାନରେ ତିନି ଦିନିଆ ପକ୍ଷୀ ଗଣନା ଆରମ୍ଭ

ଏବେ ଦେଶରେ ଅନେକ ରାଜ୍ୟରେ କରୋନାର ପ୍ରକୋପ ଦେଖାଦେଇଛି । ଏଥିରେ ଓଡ଼ିଶା ବାଦ୍‌ ପଡ଼ିନି । ଦିନକୁ ଦିନ ଏହି ରାଜ୍ୟରେ ବିଭିନ୍ନ ସ୍ଥାନରେ କରୋନା ସଂକ୍ରମଣ କାୟା ମେଲୁଥିବାର ସାମନାକୁ ଆସିଛି । ଫଳରେ ରାଜ୍ୟ ସରକାର କୋଭିଡ୍‌ ଗାଇଡ୍‌ ଲାଇନ୍‌କୁ ଦୃଢ଼ତାର ସହ ପାଳିବାକୁ ଲୋକଙ୍କୁ ସତର୍କ କରିଛନ୍ତି ।

ଆହୁରି ପଢ଼ନ୍ତୁ: ପଛକୁ ପଛ ଆସୁଛି ଦୁଇଟି ଲଘୁଚାପ ! ଆସନ୍ତା ୯ ତାରିଖରୁ ରାଜ୍ୟରେ ପୁଣି ବଢ଼ିବ ବର୍ଷାର ପରିମାଣ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର