ଆଜି ବେଙ୍ଗାଲୁରୁ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ନିବେଶକାରୀଙ୍କ ସହ ଓ୍ୱାନ ଟୁ ଓ୍ୱାନ ହେବ ଆଲୋଚନା

The Sakala Picture
Published On

ଭୁବନେଶ୍ୱର: ସିଲିକନ ସିଟିରୁ ଆସିବ ପୁଞ୍ଜି। ଆଜି ବେଙ୍ଗାଲୁରୁ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତାକାଲି ନିବେଶକାରୀଙ୍କ ସହ ଓ୍ୱାନ ଟୁ ଓ୍ୱାନ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଠାରେ ଏକ ରୋଡ ସୋ’ର କାର୍ଯ୍ଯକ୍ରମ ମଧ୍ୟ ରହିଛି । ସେଠାକାର ଚାମ୍ବର୍ସ ଅଫ କମର୍ସ ଓ ବହୁ ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କ ସହ ହେବ ଆଲୋଚନା । ପୁଞ୍ଜିନିବେଶର ନେକ୍ସଟ ଡେଷ୍ଟିନେସନ ଓଡ଼ିଶା ହେବାକୁ ଯାଉଥିବାରୁ ଶିଳ୍ପପତିଙ୍କୁ ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ଯକ୍ରମରେ […]

ଭୁବନେଶ୍ୱର: ସିଲିକନ ସିଟିରୁ ଆସିବ ପୁଞ୍ଜି। ଆଜି ବେଙ୍ଗାଲୁରୁ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତାକାଲି ନିବେଶକାରୀଙ୍କ ସହ ଓ୍ୱାନ ଟୁ ଓ୍ୱାନ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଠାରେ ଏକ ରୋଡ ସୋ’ର କାର୍ଯ୍ଯକ୍ରମ ମଧ୍ୟ ରହିଛି । ସେଠାକାର ଚାମ୍ବର୍ସ ଅଫ କମର୍ସ ଓ ବହୁ ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କ ସହ ହେବ ଆଲୋଚନା । ପୁଞ୍ଜିନିବେଶର ନେକ୍ସଟ ଡେଷ୍ଟିନେସନ ଓଡ଼ିଶା ହେବାକୁ ଯାଉଥିବାରୁ ଶିଳ୍ପପତିଙ୍କୁ ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ଯକ୍ରମରେ ସାମିଲ ଲାଗି ନିମନ୍ତ୍ରଣ କରିବେ । ଓଡ଼ିଶା ପୁଞ୍ଜି ନିବେଶ ପାଇଁ ଉକୃଷ୍ଟ ସ୍ଥାନ ବୋଲି ଶିଳ୍ପପତିଙ୍କୁ ବୁଝାଇବା ନବୀନ ଓ କୋ ଟିମ୍ ।

ଆହୁରି ପଢ଼ନ୍ତୁ: ଗୁଣି ଗାରେଡି ସନ୍ଦେହରେ ମା-ଝିଅଙ୍କୁ ଧାରୁଆ ଅସ୍ତ୍ରରେ ହାଣି ନିର୍ମମ ଭାବେ ହତ୍ୟା କଲେ ପଡୋଶୀ

ପୁଞ୍ଜିନିବେଶ ପାଇଁ ରାଜ୍ୟ ସରକାର କେଉଁ ସୁବିଧା ଯୋଗାଇବେ ତାହା ବି ବୁଝାଇବେ । ସିଙ୍ଗଲ ୱିଣ୍ଡୋ ଜରିଆରେ ଜମି, ବିଦ୍ୟୁତ, ଜଳ ଯୋଗାଣ ସୁବିଧା ମଧ୍ୟ ଜଣାଇବେ । ଶିଳ୍ପାୟନ ବଢାଇବା ପାଇଁ ୨୦୧୬ରୁ ରାଜ୍ୟ ସରକାର ମେକ୍ ଇନ୍ ଓଡ଼ିଶା କାର୍ଯ୍ଯକ୍ରମ ଆରମ୍ଭ କରିଛନ୍ତି । ପ୍ରତି ୨ ବର୍ଷରେ ଥରେ ଏହି କାର୍ୟ୍ୟକ୍ରମ କରୁଛନ୍ତି ସରକାର । ଚଳିତ ବର୍ଷ ନଭେମ୍ବର ୩୦ରୁ ଡିସେମ୍ବର ୪ ଯାଏ ଭୁବନେଶ୍ୱରରେ ହେବ ମେକ୍ ଇନ୍ ଓଡ଼ିଶା କାର୍ଯ୍ଯକ୍ରମ।

ଆହୁରି ପଢ଼ନ୍ତୁ: 'ଏ ଡାଏରୀ ସେ ଡାଏରୀ ନୁହେଁ', ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଲା ଭଉଣୀଙ୍କ ବିସ୍ଫୋରକ ତଥ୍ୟ

27 Sep 2022 By The Sakala

ଆଜି ବେଙ୍ଗାଲୁରୁ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ନିବେଶକାରୀଙ୍କ ସହ ଓ୍ୱାନ ଟୁ ଓ୍ୱାନ ହେବ ଆଲୋଚନା

ଭୁବନେଶ୍ୱର: ସିଲିକନ ସିଟିରୁ ଆସିବ ପୁଞ୍ଜି। ଆଜି ବେଙ୍ଗାଲୁରୁ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତାକାଲି ନିବେଶକାରୀଙ୍କ ସହ ଓ୍ୱାନ ଟୁ ଓ୍ୱାନ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଠାରେ ଏକ ରୋଡ ସୋ’ର କାର୍ଯ୍ଯକ୍ରମ ମଧ୍ୟ ରହିଛି । ସେଠାକାର ଚାମ୍ବର୍ସ ଅଫ କମର୍ସ ଓ ବହୁ ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କ ସହ ହେବ ଆଲୋଚନା । ପୁଞ୍ଜିନିବେଶର ନେକ୍ସଟ ଡେଷ୍ଟିନେସନ ଓଡ଼ିଶା ହେବାକୁ ଯାଉଥିବାରୁ ଶିଳ୍ପପତିଙ୍କୁ ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ଯକ୍ରମରେ ସାମିଲ ଲାଗି ନିମନ୍ତ୍ରଣ କରିବେ । ଓଡ଼ିଶା ପୁଞ୍ଜି ନିବେଶ ପାଇଁ ଉକୃଷ୍ଟ ସ୍ଥାନ ବୋଲି ଶିଳ୍ପପତିଙ୍କୁ ବୁଝାଇବା ନବୀନ ଓ କୋ ଟିମ୍ ।

ପୁଞ୍ଜିନିବେଶ ପାଇଁ ରାଜ୍ୟ ସରକାର କେଉଁ ସୁବିଧା ଯୋଗାଇବେ ତାହା ବି ବୁଝାଇବେ । ସିଙ୍ଗଲ ୱିଣ୍ଡୋ ଜରିଆରେ ଜମି, ବିଦ୍ୟୁତ, ଜଳ ଯୋଗାଣ ସୁବିଧା ମଧ୍ୟ ଜଣାଇବେ । ଶିଳ୍ପାୟନ ବଢାଇବା ପାଇଁ ୨୦୧୬ରୁ ରାଜ୍ୟ ସରକାର ମେକ୍ ଇନ୍ ଓଡ଼ିଶା କାର୍ଯ୍ଯକ୍ରମ ଆରମ୍ଭ କରିଛନ୍ତି । ପ୍ରତି ୨ ବର୍ଷରେ ଥରେ ଏହି କାର୍ୟ୍ୟକ୍ରମ କରୁଛନ୍ତି ସରକାର । ଚଳିତ ବର୍ଷ ନଭେମ୍ବର ୩୦ରୁ ଡିସେମ୍ବର ୪ ଯାଏ ଭୁବନେଶ୍ୱରରେ ହେବ ମେକ୍ ଇନ୍ ଓଡ଼ିଶା କାର୍ଯ୍ଯକ୍ରମ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର