କାର୍ତ୍ତିକ ବ୍ରତ ପାଇଁ ହବିଷ୍ୟାଳି ଶିବିରର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

The Sakala Picture
Published On

ପୁରୀ: କାର୍ତ୍ତିକ ବ୍ରତ ପାଇଁ ହବିଷ୍ୟାଳି ଶିବିରର ଶୁଭାରମ୍ଭ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଶିବିରର ଉଦଘାଟନ କରିଛନ୍ତି। ହବିଷ୍ୟାଳି ମାନେ ବିନା କୌଣସି ସମସ୍ୟାରେ କାର୍ତ୍ତିକ ବ୍ରତ କରନ୍ତୁ । ଆପଣମାନଙ୍କୁ ପ୍ରଭୂ ଜଗନ୍ନାଥଙ୍କ ଆଶିର୍ବାଦ ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଚଳିତ ବର୍ଷ ରାଜ୍ୟ ସରକାର ଗୋଟିଏ ସ୍ଥାୟୀ ସହ ୪ଟି ଅସ୍ଥାୟୀ କେନ୍ଦ୍ର ହବିଷ୍ୟାଳିଙ୍କ ପାଇଁ ବ୍ୟବସ୍ଥା କରିଛନ୍ତି । ବୃନ୍ଦାବତୀ ଭକ୍ତ ନିବାସ, ବଗଲା ଧର୍ମଶାଳା, ଅକ୍ଷୟ ପାତ୍ର […]

ପୁରୀ: କାର୍ତ୍ତିକ ବ୍ରତ ପାଇଁ ହବିଷ୍ୟାଳି ଶିବିରର ଶୁଭାରମ୍ଭ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଶିବିରର ଉଦଘାଟନ କରିଛନ୍ତି। ହବିଷ୍ୟାଳି ମାନେ ବିନା କୌଣସି ସମସ୍ୟାରେ କାର୍ତ୍ତିକ ବ୍ରତ କରନ୍ତୁ । ଆପଣମାନଙ୍କୁ ପ୍ରଭୂ ଜଗନ୍ନାଥଙ୍କ ଆଶିର୍ବାଦ ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଆହୁରି ପଢ଼ନ୍ତୁ: ଓଡ଼ିଶା ଉପକୂଳ ସୁରକ୍ଷା ପାଇଁ ବଡ଼ ରୋଡମ୍ୟାପ୍: ଦେଶର ଶ୍ରେଷ୍ଠ ମେରାଇନ୍ ପୋଲିସ ହେବାକୁ ଡିଜିପିଙ୍କ ଲକ୍ଷ୍ୟ

ଚଳିତ ବର୍ଷ ରାଜ୍ୟ ସରକାର ଗୋଟିଏ ସ୍ଥାୟୀ ସହ ୪ଟି ଅସ୍ଥାୟୀ କେନ୍ଦ୍ର ହବିଷ୍ୟାଳିଙ୍କ ପାଇଁ ବ୍ୟବସ୍ଥା କରିଛନ୍ତି । ବୃନ୍ଦାବତୀ ଭକ୍ତ ନିବାସ, ବଗଲା ଧର୍ମଶାଳା, ଅକ୍ଷୟ ପାତ୍ର ଫାଉଣ୍ଡେସନ, ବାଗେଡ଼ିଆ ଧର୍ମଶାଳା ଓ ମୋଚିସାହି କଲ୍ୟାଣ ମଣ୍ଡପରେ ବ୍ରତଧାରୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି । ଚଳିତବର୍ଷ ୩ ହଜାରରୁ ଅଧିକ ଅଭିଷ୍ୟାଳି ରେଜିଷ୍ଟ୍ରେସନ କରିଛନ୍ତି ।

ଆହୁରି ପଢ଼ନ୍ତୁ: ଜଗା ଦର୍ଶନ ପାଇଁ ଆସୁଥିବା ବେଳେ ହେଲା ମର୍ମନ୍ତୁଦ ସଡକ ଦୁର୍ଘଟଣା, ୬ ଗୁରୁତର

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୧୧, ପୁରୀରୁ ୮୭୫, ଗଞ୍ଜାମ ଜିଲ୍ଲାରୁ ୩୮୫, ନୟାଗଡ ଜିଲ୍ଲାରେ ୩୧୧ ଜଣ ପଞ୍ଜିକରଣ କରିଛନ୍ତି । ତେବେ କାର୍ତ୍ତିକ ବ୍ରତ ପାଳିବା ପାଇଁ ଗତକାଲି ଠାରୁ ପୁରୀ ଆସି ନିଜ ନିଜ ଆଶ୍ରୟ ସ୍ଥଳରେ ରହିଛନ୍ତି ହଭିଷ୍ୟାଳୀ । ପ୍ରଥମ ଦିନରେ ସଙ୍କଳ୍ପ କରି ବୃନ୍ଦାବତୀଙ୍କ ନିକଟରେ ରାଇ ଦାମୋରଦର ବ୍ରତ ପାଳିଛନ୍ତି । ହବିଷ୍ୟାଳି ଯୋଜନାର ଶୁଭାରମ୍ଭ ବେଳେ ମନ୍ତ୍ରୀ ତୁଷାରକାନ୍ତି ବେହେରା, ଅଶ୍ବିନୀ ପାତ୍ର ଓ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ସମୀର ଦାସ ଏବଂ ଜିଲ୍ଲାପାଳ ସମର୍ଥ ଵର୍ମା ଉପସ୍ଥିତ ରହିଥିଲେ ।

ଆହୁରି ପଢ଼ନ୍ତୁ: ବରମୁଣ୍ଡା ବସ ଟର୍ମିନାଲରେ ଅପହରଣ ଉଦ୍ୟମ ପଣ୍ଡ: ଏନଜିଓ କର୍ମୀଙ୍କ କବଳରୁ ଉଦ୍ଧାର ହେଲେ ନାବାଳିକାଙ୍କ ସମେତ ୩ ମହିଳା

29 Oct 2023 By The Sakala

କାର୍ତ୍ତିକ ବ୍ରତ ପାଇଁ ହବିଷ୍ୟାଳି ଶିବିରର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ପୁରୀ: କାର୍ତ୍ତିକ ବ୍ରତ ପାଇଁ ହବିଷ୍ୟାଳି ଶିବିରର ଶୁଭାରମ୍ଭ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଶିବିରର ଉଦଘାଟନ କରିଛନ୍ତି। ହବିଷ୍ୟାଳି ମାନେ ବିନା କୌଣସି ସମସ୍ୟାରେ କାର୍ତ୍ତିକ ବ୍ରତ କରନ୍ତୁ । ଆପଣମାନଙ୍କୁ ପ୍ରଭୂ ଜଗନ୍ନାଥଙ୍କ ଆଶିର୍ବାଦ ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଚଳିତ ବର୍ଷ ରାଜ୍ୟ ସରକାର ଗୋଟିଏ ସ୍ଥାୟୀ ସହ ୪ଟି ଅସ୍ଥାୟୀ କେନ୍ଦ୍ର ହବିଷ୍ୟାଳିଙ୍କ ପାଇଁ ବ୍ୟବସ୍ଥା କରିଛନ୍ତି । ବୃନ୍ଦାବତୀ ଭକ୍ତ ନିବାସ, ବଗଲା ଧର୍ମଶାଳା, ଅକ୍ଷୟ ପାତ୍ର ଫାଉଣ୍ଡେସନ, ବାଗେଡ଼ିଆ ଧର୍ମଶାଳା ଓ ମୋଚିସାହି କଲ୍ୟାଣ ମଣ୍ଡପରେ ବ୍ରତଧାରୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି । ଚଳିତବର୍ଷ ୩ ହଜାରରୁ ଅଧିକ ଅଭିଷ୍ୟାଳି ରେଜିଷ୍ଟ୍ରେସନ କରିଛନ୍ତି ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୧୧, ପୁରୀରୁ ୮୭୫, ଗଞ୍ଜାମ ଜିଲ୍ଲାରୁ ୩୮୫, ନୟାଗଡ ଜିଲ୍ଲାରେ ୩୧୧ ଜଣ ପଞ୍ଜିକରଣ କରିଛନ୍ତି । ତେବେ କାର୍ତ୍ତିକ ବ୍ରତ ପାଳିବା ପାଇଁ ଗତକାଲି ଠାରୁ ପୁରୀ ଆସି ନିଜ ନିଜ ଆଶ୍ରୟ ସ୍ଥଳରେ ରହିଛନ୍ତି ହଭିଷ୍ୟାଳୀ । ପ୍ରଥମ ଦିନରେ ସଙ୍କଳ୍ପ କରି ବୃନ୍ଦାବତୀଙ୍କ ନିକଟରେ ରାଇ ଦାମୋରଦର ବ୍ରତ ପାଳିଛନ୍ତି । ହବିଷ୍ୟାଳି ଯୋଜନାର ଶୁଭାରମ୍ଭ ବେଳେ ମନ୍ତ୍ରୀ ତୁଷାରକାନ୍ତି ବେହେରା, ଅଶ୍ବିନୀ ପାତ୍ର ଓ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ସମୀର ଦାସ ଏବଂ ଜିଲ୍ଲାପାଳ ସମର୍ଥ ଵର୍ମା ଉପସ୍ଥିତ ରହିଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର