ଆଇଆଇଟି-ଜେଇଇ ମେନ ଟପ୍ପର ଗୌତମଙ୍କୁ ଶୁଭେଛା ଜଣାଇଲେ ମୁଖ୍ୟମନ୍ତ୍ରୀ

The Sakala Picture
Published On

ଭୁବନେଶ୍ବର: ପ୍ରକାଶ ପାଇଛି ଆଇଆଇଟି ଜେଇଇ ମେନର  ପରୀକ୍ଷା ଫଳ । ଚଳିତ ବର୍ଷ ୬ ଜଣ ପରୀକ୍ଷାର୍ଥୀ ଶତ ପ୍ରତିଶତ ନମ୍ବର ରଖିଛନ୍ତି । ତାଲିକାରେ ଓଡିଶାର ଗୌତମ ଦାସ ୯୯. ୯୯ ସ୍କୋର କରି ରାଜ୍ୟ ଟପ୍ପର ହୋଇଛନ୍ତି । ସେପଟେ ଗୌତମ ଦାସଙ୍କ ସଫଳତାରେ ଶୁଭେଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରୁ ଅନେକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ଓଡିଶା ଟପ୍ପର ହୋଇଛନ୍ତି ଗୌତମ ଦାସ । ସେପଟେ ଗୌତମଙ୍କ ସଫଳତା […]

ଭୁବନେଶ୍ବର: ପ୍ରକାଶ ପାଇଛି ଆଇଆଇଟି ଜେଇଇ ମେନର  ପରୀକ୍ଷା ଫଳ । ଚଳିତ ବର୍ଷ ୬ ଜଣ ପରୀକ୍ଷାର୍ଥୀ ଶତ ପ୍ରତିଶତ ନମ୍ବର ରଖିଛନ୍ତି । ତାଲିକାରେ ଓଡିଶାର ଗୌତମ ଦାସ ୯୯. ୯୯ ସ୍କୋର କରି ରାଜ୍ୟ ଟପ୍ପର ହୋଇଛନ୍ତି । ସେପଟେ ଗୌତମ ଦାସଙ୍କ ସଫଳତାରେ ଶୁଭେଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଆହୁରି ପଢ଼ନ୍ତୁ: ପାଞ୍ଚ ବର୍ଷର ନାବାଳକକୁ ଅପହରଣ ପରେ ଗଳା କାଟି ହତ୍ୟା !

ରାଜ୍ୟରୁ ଅନେକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ଓଡିଶା ଟପ୍ପର ହୋଇଛନ୍ତି ଗୌତମ ଦାସ । ସେପଟେ ଗୌତମଙ୍କ ସଫଳତା ପରେ ଛୁଟିଛି ଶୁଭେଚ୍ଛାର ସୁଅ । ଆଗାମୀ ଦିନରେ ସଫଳତା ଓ ଉଜ୍ଜ୍ବଳ ଭବିଷ୍ୟତ ପାଇଁ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଆହୁରି ପଢ଼ନ୍ତୁ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ସୂଚନା ଅନୁଯାୟୀ, ଫେବ୍ରୁଆରୀରେ ୨ ଲକ୍ଷ ୭୧ ହଜାର ୪୩୧ଜଣ ସାଧାରଣ ବର୍ଗର ଛାତ୍ରଛାତ୍ରୀ ଜେଇଇ ମେନ୍‌ ଦେଇଥିଲେ । ସେହିପରି ୬୧ହଜାର୫୦୪ଜଣ ଆର୍ଥିକ ଦୁର୍ବଳ ଶ୍ରେଣୀ, ୨ଲକ୍ଷ ୧୧ ହଜାର୫୮୮ଜଣ ଅନ୍ୟାନ୍ୟ ପଛୁଆବର୍ଗ, ୫୩ ହଜାର୯୪୦ଜଣ ଅନୁସୂଚିତ ଜାତି, ୨୦ ହଜାର୮୩୩ଜଣ ଅନୁସୂଚିତ ଜନଜାତି, ୧୬୮୨ଜଣ ଦିବ୍ୟାଙ୍ଗ ପରୀକ୍ଷା ଦେଇଥିଲେ । ମୋଟ ୬ଲକ୍ଷ ୨୦ ହଜାର ୯୭୮ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧ ଲକ୍ଷ ୮୫ ୫୭୪ଜଣ ମହିଳା ଓ ୪ଲକ୍ଷ ୩୫ ହଜାର ୪୦୨ଜଣ ପୁରୁଷ ତଥା ୨ଜଣ ଦିବ୍ୟାଙ୍ଗ ଥିଲେ । ତେବେ ଫେବ୍ରୁଆରୀ ଭଳି ମାଚ୍ଚ. ଏପ୍ରିଲ ଓ ମେ’ରେ ମଧ୍ୟ ଜେଇଇ ମେନ୍‌ ପରୀକ୍ଷା ହେବ । ଶେଷରେ ସମସ୍ତ ପରୀକ୍ଷା ଫଳ ବାହାରିବା ପରେ ର‌୍ୟାଙ୍କ୍‌ ଜାରି ହେବ ବୋଲି ଏନଟିଏ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଅର୍ଜୁନ ତେନ୍ଦୁଲକର ଓ ସାନିଆ ଚାନ୍ଦୋକଙ୍କ ବିବାହ ସମ୍ପନ୍ନ: ମୁମ୍ବାଇରେ ଏକାଠି ହେଲେ କ୍ରିକେଟ ଓ ବଲିଉଡ ତାରକା

09 Mar 2021 By The Sakala

ଆଇଆଇଟି-ଜେଇଇ ମେନ ଟପ୍ପର ଗୌତମଙ୍କୁ ଶୁଭେଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ପ୍ରକାଶ ପାଇଛି ଆଇଆଇଟି ଜେଇଇ ମେନର  ପରୀକ୍ଷା ଫଳ । ଚଳିତ ବର୍ଷ ୬ ଜଣ ପରୀକ୍ଷାର୍ଥୀ ଶତ ପ୍ରତିଶତ ନମ୍ବର ରଖିଛନ୍ତି । ତାଲିକାରେ ଓଡିଶାର ଗୌତମ ଦାସ ୯୯. ୯୯ ସ୍କୋର କରି ରାଜ୍ୟ ଟପ୍ପର ହୋଇଛନ୍ତି । ସେପଟେ ଗୌତମ ଦାସଙ୍କ ସଫଳତାରେ ଶୁଭେଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ରାଜ୍ୟରୁ ଅନେକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ଓଡିଶା ଟପ୍ପର ହୋଇଛନ୍ତି ଗୌତମ ଦାସ । ସେପଟେ ଗୌତମଙ୍କ ସଫଳତା ପରେ ଛୁଟିଛି ଶୁଭେଚ୍ଛାର ସୁଅ । ଆଗାମୀ ଦିନରେ ସଫଳତା ଓ ଉଜ୍ଜ୍ବଳ ଭବିଷ୍ୟତ ପାଇଁ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସୂଚନା ଅନୁଯାୟୀ, ଫେବ୍ରୁଆରୀରେ ୨ ଲକ୍ଷ ୭୧ ହଜାର ୪୩୧ଜଣ ସାଧାରଣ ବର୍ଗର ଛାତ୍ରଛାତ୍ରୀ ଜେଇଇ ମେନ୍‌ ଦେଇଥିଲେ । ସେହିପରି ୬୧ହଜାର୫୦୪ଜଣ ଆର୍ଥିକ ଦୁର୍ବଳ ଶ୍ରେଣୀ, ୨ଲକ୍ଷ ୧୧ ହଜାର୫୮୮ଜଣ ଅନ୍ୟାନ୍ୟ ପଛୁଆବର୍ଗ, ୫୩ ହଜାର୯୪୦ଜଣ ଅନୁସୂଚିତ ଜାତି, ୨୦ ହଜାର୮୩୩ଜଣ ଅନୁସୂଚିତ ଜନଜାତି, ୧୬୮୨ଜଣ ଦିବ୍ୟାଙ୍ଗ ପରୀକ୍ଷା ଦେଇଥିଲେ । ମୋଟ ୬ଲକ୍ଷ ୨୦ ହଜାର ୯୭୮ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧ ଲକ୍ଷ ୮୫ ୫୭୪ଜଣ ମହିଳା ଓ ୪ଲକ୍ଷ ୩୫ ହଜାର ୪୦୨ଜଣ ପୁରୁଷ ତଥା ୨ଜଣ ଦିବ୍ୟାଙ୍ଗ ଥିଲେ । ତେବେ ଫେବ୍ରୁଆରୀ ଭଳି ମାଚ୍ଚ. ଏପ୍ରିଲ ଓ ମେ’ରେ ମଧ୍ୟ ଜେଇଇ ମେନ୍‌ ପରୀକ୍ଷା ହେବ । ଶେଷରେ ସମସ୍ତ ପରୀକ୍ଷା ଫଳ ବାହାରିବା ପରେ ର‌୍ୟାଙ୍କ୍‌ ଜାରି ହେବ ବୋଲି ଏନଟିଏ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

https://www.thesakala.in/latest-odisha-news/cm-naveen-patnaik-congratulated-gautam-dash-topper-on-iit-jee-main/article-547
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର