ରକ୍ତ ଦେଇ ଉଦାହରଣ ସୃଷ୍ଟି କଲେ ଦୁଇ ଦୃଷ୍ଟିବାଧିତ: ଜୀବନ ରକ୍ଷା ପାଇଁ ଏହି ମାନବୀୟ କାର୍ଯ୍ଯ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ- ମୁଖ୍ୟମନ୍ତ୍ରୀ

The Sakala Picture
Published On

ଭୁବନେଶ୍ୱର: କାହାରିକୁ ଦେଖି ପାରନ୍ତିନି, କିନ୍ତୁ ବୁଝି ପାରନ୍ତି ଆଉ ଅନୁଭବ କରିପାରନ୍ତି ରକ୍ତ ଅଭାବକୁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଓଡ଼ିଶା-ମୋ ପରିବାର ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଜୀବନ ବିନ୍ଦୁ ଶିବିର ଆୟୋଜନ ହେଉଛି । ଜୀବନ ବିନ୍ଦୁ ଶିବିରରେ ସଂଗୃହୀତ ରକ୍ତ ବଞ୍ଚାଉଛି ଅନେକ ରୋଗୀଙ୍କ ଜୀବନ। ଗତକାଲି ଓଡ଼ିଶା-ମୋ ପରିବାରର ଜୀବନ ବିନ୍ଦୁ ରକ୍ତଦାନ ଅଭିଯାନରେ ସାମିଲ୍ ହୋଇଛନ୍ତି ଦୁଇ ଜଣ ଦୃଷ୍ଟିବାଧିତ । ୨ ଜଣ ଦୃଷ୍ଟିବାଧିତ ହେଲେ […]

ଭୁବନେଶ୍ୱର: କାହାରିକୁ ଦେଖି ପାରନ୍ତିନି, କିନ୍ତୁ ବୁଝି ପାରନ୍ତି ଆଉ ଅନୁଭବ କରିପାରନ୍ତି ରକ୍ତ ଅଭାବକୁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଓଡ଼ିଶା-ମୋ ପରିବାର ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଜୀବନ ବିନ୍ଦୁ ଶିବିର ଆୟୋଜନ ହେଉଛି । ଜୀବନ ବିନ୍ଦୁ ଶିବିରରେ ସଂଗୃହୀତ ରକ୍ତ ବଞ୍ଚାଉଛି ଅନେକ ରୋଗୀଙ୍କ ଜୀବନ। ଗତକାଲି ଓଡ଼ିଶା-ମୋ ପରିବାରର ଜୀବନ ବିନ୍ଦୁ ରକ୍ତଦାନ ଅଭିଯାନରେ ସାମିଲ୍ ହୋଇଛନ୍ତି ଦୁଇ ଜଣ ଦୃଷ୍ଟିବାଧିତ । ୨ ଜଣ ଦୃଷ୍ଟିବାଧିତ ହେଲେ କାହ୍ନୁଚରଣ ସାହୁ ଓ ବଂଶୀଧର ପ୍ରଧାନ।

ଆହୁରି ପଢ଼ନ୍ତୁ: ଆମେରିକା ଆକ୍ରମଣରେ ଇରାନର ‘IRIS Dena’ ଧ୍ୱଂସ: ଶ୍ରୀଲଙ୍କା ନିକଟରେ ଅନ୍ୟ ଏକ ଇରାନୀ ଜାହାଜର ଜରୁରୀ ସହାୟତା ଲୋଡ଼ା

ସେ ସ୍ୱେଚ୍ଛାକୃତ ଭାବେ ସାମିଲ୍ ହୋଇ ରକ୍ତଦାନ କରି ଉଦାହରଣ ସୃଷ୍ଟି କରିଛନ୍ତି । ଲୋକଙ୍କ ଜୀବନ ରକ୍ଷା ପାଇଁ ସେମାନଙ୍କ ଏହି ମାନବୀୟ କାର୍ଯ୍ଯ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

14 Jul 2021 By The Sakala

ରକ୍ତ ଦେଇ ଉଦାହରଣ ସୃଷ୍ଟି କଲେ ଦୁଇ ଦୃଷ୍ଟିବାଧିତ: ଜୀବନ ରକ୍ଷା ପାଇଁ ଏହି ମାନବୀୟ କାର୍ଯ୍ଯ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କାହାରିକୁ ଦେଖି ପାରନ୍ତିନି, କିନ୍ତୁ ବୁଝି ପାରନ୍ତି ଆଉ ଅନୁଭବ କରିପାରନ୍ତି ରକ୍ତ ଅଭାବକୁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଓଡ଼ିଶା-ମୋ ପରିବାର ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଜୀବନ ବିନ୍ଦୁ ଶିବିର ଆୟୋଜନ ହେଉଛି । ଜୀବନ ବିନ୍ଦୁ ଶିବିରରେ ସଂଗୃହୀତ ରକ୍ତ ବଞ୍ଚାଉଛି ଅନେକ ରୋଗୀଙ୍କ ଜୀବନ। ଗତକାଲି ଓଡ଼ିଶା-ମୋ ପରିବାରର ଜୀବନ ବିନ୍ଦୁ ରକ୍ତଦାନ ଅଭିଯାନରେ ସାମିଲ୍ ହୋଇଛନ୍ତି ଦୁଇ ଜଣ ଦୃଷ୍ଟିବାଧିତ । ୨ ଜଣ ଦୃଷ୍ଟିବାଧିତ ହେଲେ କାହ୍ନୁଚରଣ ସାହୁ ଓ ବଂଶୀଧର ପ୍ରଧାନ।

ସେ ସ୍ୱେଚ୍ଛାକୃତ ଭାବେ ସାମିଲ୍ ହୋଇ ରକ୍ତଦାନ କରି ଉଦାହରଣ ସୃଷ୍ଟି କରିଛନ୍ତି । ଲୋକଙ୍କ ଜୀବନ ରକ୍ଷା ପାଇଁ ସେମାନଙ୍କ ଏହି ମାନବୀୟ କାର୍ଯ୍ଯ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର