କରୋନା ମୁକାବିଲା: ରାଜ୍ଯ ଭଲ ସ୍ଥିତିରେ ରହିଛି, ଅମାନିଆ ହେଲେ ପୁଣି ହେବ ଲକ୍‌ଡାଉନ- ମୁଖ୍ଯମନ୍ତ୍ରୀ

The Sakala Picture
Published On

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଛନ୍ତି। କରୋନା ମୁକାବିଲା ପାଇଁ ସହଯୋଗ କରିଥିବାରୁ ପ୍ରଥମେ ରାଜ୍ଯବାସୀଙ୍କୁ ସେ ଧନ୍ଯବାଦ ଜଣାଇଛନ୍ତି। କହିଛନ୍ତି ଯେ କୋଭିଡ ସଂକ୍ରମଣ ଏ ଯାଏଁ ଦୂର ହୋଇନି ତେଣୁ ସମସ୍ତେ ସତର୍କତା ଅବଲମ୍ବନ କରିବା ଆବଶ୍ୟକ ରହିଛି। ସାରା ଦେଶ ଜଟିଳ ସ୍ଥିତିରେ ଥିବା ବେଳେ ଓଡ଼ିଶା ଭଲ ସ୍ଥିତିରେ ଅଛି। ଡାକ୍ତର ଓ ସ୍ବାସ୍ଥ୍ଯକର୍ମୀଙ୍କ କଠିନ ପରିଶ୍ରମ ଯୋଗୁଁ  ଏହା ସମ୍ଭବ ହୋଇପାରିଛି ବୋଲି […]

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଛନ୍ତି। କରୋନା ମୁକାବିଲା ପାଇଁ ସହଯୋଗ କରିଥିବାରୁ ପ୍ରଥମେ ରାଜ୍ଯବାସୀଙ୍କୁ ସେ ଧନ୍ଯବାଦ ଜଣାଇଛନ୍ତି। କହିଛନ୍ତି ଯେ କୋଭିଡ ସଂକ୍ରମଣ ଏ ଯାଏଁ ଦୂର ହୋଇନି ତେଣୁ ସମସ୍ତେ ସତର୍କତା ଅବଲମ୍ବନ କରିବା ଆବଶ୍ୟକ ରହିଛି।

ଆହୁରି ପଢ଼ନ୍ତୁ: ସ୍ୱାସ୍ଥ୍ୟସେବାର ଚରମ ଅବ୍ୟବସ୍ଥା: ପିଆର୍‌ଏମ୍‌ରେ ଅସୁସ୍ଥ ସ୍ତ୍ରୀଙ୍କୁ କାନ୍ଧରେ ବୋହିଲେ ସ୍ୱାମୀ

ସାରା ଦେଶ ଜଟିଳ ସ୍ଥିତିରେ ଥିବା ବେଳେ ଓଡ଼ିଶା ଭଲ ସ୍ଥିତିରେ ଅଛି। ଡାକ୍ତର ଓ ସ୍ବାସ୍ଥ୍ଯକର୍ମୀଙ୍କ କଠିନ ପରିଶ୍ରମ ଯୋଗୁଁ  ଏହା ସମ୍ଭବ ହୋଇପାରିଛି ବୋଲି ମୁଖ୍ଯମନ୍ତ୍ରୀ କହିଛନ୍ତି। ଭୁବନେଶ୍ବରରେ କୋଭିଡ ସ୍ଥିତି ସ୍ଥିର ରହିଛି। ବିଦେଶରେ ତୃତୀୟ ଲହର ଭୟଙ୍କର ହେବାରେ ଲାଗିଛି । ବୈଜ୍ଞାନିକ ଓ ବିଶେଷଜ୍ଞମାନେ ସତର୍କ ସୂଚନା ଜାରି କରିସାରିଲେଣି। ଆମକୁ ଗାଇଡଲାଇନ ମାନିଚଳିବାକୁ ପଡ଼ିବ।

ଆହୁରି ପଢ଼ନ୍ତୁ: ବିଶିଷ୍ଟ ସାହିତ୍ୟିକ ଡ. ଜଗନ୍ନାଥ ପ୍ରସାଦ ଦାସଙ୍କ ପରଲୋକ, କଳା ଓ ସଂସ୍କୃତିର ବଡ଼ ଗବେଷକ ଥିଲେ

ରାଜ୍ୟ ସରକାର ଜୀବନ ଏବଂ ଜୀବୀକାକୁ ପ୍ରାଧାନ୍ୟ ଦେଇଛନ୍ତି । ସେଥିପାଇଁ ଧିରେ ଧିରେ ଅନଲକ କରାଯାଉଛି। ହେଲେ କିଛି ସ୍ଥାନରେ ଦୋକାନା ବଜାରରେ ବହୁତ ଭିଡ ହେଉଛି । ଏହା ବିପଦ ଆଣିପରେ । ସରକାର ପରିସ୍ଥିତି ଉପରେ ସମ୍ପୂର୍ଣ୍ଣ ସତର୍କ ଦୃଷ୍ଟି ରଖିଛନ୍ତି। ଜଦି ଗାଇଡଲାଇନ ଉଲଙ୍ଘନ୍ନ ହୁଏ ତେବେ ପୁଣି ଲକଡାଉନ କରାଯିବ ।

ଆହୁରି ପଢ଼ନ୍ତୁ: କୁବେର ITDA ସହକାରୀ ନିର୍ବାହୀ ଯନ୍ତ୍ରୀ: ମିଳିଲାଣି ୧କେଜିରୁ ଉର୍ଦ୍ଧ୍ୱ ସୁନା, ଦୁଇ କୋଟି ଟଙ୍କା ସହ ୫ଟି ଆଲିସାନ କୋଠା ଓ ୧୪ଟି ପ୍ଲଟ ଠାବ

04 Aug 2021 By The Sakala

କରୋନା ମୁକାବିଲା: ରାଜ୍ଯ ଭଲ ସ୍ଥିତିରେ ରହିଛି, ଅମାନିଆ ହେଲେ ପୁଣି ହେବ ଲକ୍‌ଡାଉନ- ମୁଖ୍ଯମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଛନ୍ତି। କରୋନା ମୁକାବିଲା ପାଇଁ ସହଯୋଗ କରିଥିବାରୁ ପ୍ରଥମେ ରାଜ୍ଯବାସୀଙ୍କୁ ସେ ଧନ୍ଯବାଦ ଜଣାଇଛନ୍ତି। କହିଛନ୍ତି ଯେ କୋଭିଡ ସଂକ୍ରମଣ ଏ ଯାଏଁ ଦୂର ହୋଇନି ତେଣୁ ସମସ୍ତେ ସତର୍କତା ଅବଲମ୍ବନ କରିବା ଆବଶ୍ୟକ ରହିଛି।

ସାରା ଦେଶ ଜଟିଳ ସ୍ଥିତିରେ ଥିବା ବେଳେ ଓଡ଼ିଶା ଭଲ ସ୍ଥିତିରେ ଅଛି। ଡାକ୍ତର ଓ ସ୍ବାସ୍ଥ୍ଯକର୍ମୀଙ୍କ କଠିନ ପରିଶ୍ରମ ଯୋଗୁଁ  ଏହା ସମ୍ଭବ ହୋଇପାରିଛି ବୋଲି ମୁଖ୍ଯମନ୍ତ୍ରୀ କହିଛନ୍ତି। ଭୁବନେଶ୍ବରରେ କୋଭିଡ ସ୍ଥିତି ସ୍ଥିର ରହିଛି। ବିଦେଶରେ ତୃତୀୟ ଲହର ଭୟଙ୍କର ହେବାରେ ଲାଗିଛି । ବୈଜ୍ଞାନିକ ଓ ବିଶେଷଜ୍ଞମାନେ ସତର୍କ ସୂଚନା ଜାରି କରିସାରିଲେଣି। ଆମକୁ ଗାଇଡଲାଇନ ମାନିଚଳିବାକୁ ପଡ଼ିବ।

ରାଜ୍ୟ ସରକାର ଜୀବନ ଏବଂ ଜୀବୀକାକୁ ପ୍ରାଧାନ୍ୟ ଦେଇଛନ୍ତି । ସେଥିପାଇଁ ଧିରେ ଧିରେ ଅନଲକ କରାଯାଉଛି। ହେଲେ କିଛି ସ୍ଥାନରେ ଦୋକାନା ବଜାରରେ ବହୁତ ଭିଡ ହେଉଛି । ଏହା ବିପଦ ଆଣିପରେ । ସରକାର ପରିସ୍ଥିତି ଉପରେ ସମ୍ପୂର୍ଣ୍ଣ ସତର୍କ ଦୃଷ୍ଟି ରଖିଛନ୍ତି। ଜଦି ଗାଇଡଲାଇନ ଉଲଙ୍ଘନ୍ନ ହୁଏ ତେବେ ପୁଣି ଲକଡାଉନ କରାଯିବ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର