ଗ୍ରାମୀ ପୁରସ୍କାର ବିଜେତା ରିକି କେଜ୍‌ଙ୍କ ମାଣ୍ଡିଆ ଗୀତକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

The Sakala Picture
Published On

ଭୁବନେଶ୍ବର: ବିଶ୍ବରେ ଲୋକପ୍ରିୟ ହେଉଛି ଓଡ଼ିଶାର ଖାଦ୍ୟ ମାଣ୍ଡିଆ। ଓଡ଼ିଶା ମିଲେଟ୍ ମିଶନକୁ ନେଇ ଗ୍ରାମୀ ପୁରସ୍କାର ବିଜେତାଙ୍କ ଗୀତକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶା ମିଲେଟ୍ ମିଶନ ଏବେ ପୁରା ଦେଶରେ ରାଜ୍ୟର ନାଁକୁ ଗୌରବାନ୍ବିତ କରାଇଛି। ଆମ କ୍ଷେତ ଓ ପ୍ଲେଟକୁ ପୁଣି ଜଳବାୟୁ ଅନୁକୂଳ ଉତ୍ପାଦ ଆଣିବାକୁ ଏହା ଏକ ଅଗ୍ରଣୀ ପ୍ରୟାସ। ଲୋକଙ୍କ ମଧ୍ୟରେ ଆହୁରି ଆଦୃତ ହେବ ଏହି ପୁଷ୍ଟିକର ଖାଦ୍ୟ। #OdishaMilletMission is a pioneering […]

ଭୁବନେଶ୍ବର: ବିଶ୍ବରେ ଲୋକପ୍ରିୟ ହେଉଛି ଓଡ଼ିଶାର ଖାଦ୍ୟ ମାଣ୍ଡିଆ। ଓଡ଼ିଶା ମିଲେଟ୍ ମିଶନକୁ ନେଇ ଗ୍ରାମୀ ପୁରସ୍କାର ବିଜେତାଙ୍କ ଗୀତକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶା ମିଲେଟ୍ ମିଶନ ଏବେ ପୁରା ଦେଶରେ ରାଜ୍ୟର ନାଁକୁ ଗୌରବାନ୍ବିତ କରାଇଛି। ଆମ କ୍ଷେତ ଓ ପ୍ଲେଟକୁ ପୁଣି ଜଳବାୟୁ ଅନୁକୂଳ ଉତ୍ପାଦ ଆଣିବାକୁ ଏହା ଏକ ଅଗ୍ରଣୀ ପ୍ରୟାସ। ଲୋକଙ୍କ ମଧ୍ୟରେ ଆହୁରି ଆଦୃତ ହେବ ଏହି ପୁଷ୍ଟିକର ଖାଦ୍ୟ।

ଆହୁରି ପଢ଼ନ୍ତୁ: ନକଲି ଡିଇଫ ରାକେଟ୍‌ ଠାବ; ୧୮୨ ବାଲ୍ଟି ନକଲି ଡିଇଫ ସହ ଗାଡ଼ି ଓ ଉତ୍ପାଦନ ଯନ୍ତ୍ରପାତି ଜବତ, ୪ ଗିରଫ

ମାଣ୍ଡିଆକୁ ନେଇ ଗ୍ରାମୀ ପୁରସ୍କାର ବିଜେତା ସଙ୍ଗୀତକାର ରିକୀ କେଜ୍‌ ଗୀତ ରଚନା କରିଛନ୍ତି। ଗ୍ରହ ଅନୁକୂଳ ଓ ପୌଷ୍ଟିକ ବଜାର ପାଇଁ ମାଣ୍ଡିଆର ସୁନ୍ଦର ଗୀତ ରଚନା କରିଥିବାରୁ ରିକୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୃଷି ବିଭାଗକୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। ପରିବେଶ ଉପଯୋଗୀ ଶସ୍ୟ ପାଇଁ ଅଧିକ ଆଗ୍ରହୀ ହେବେ ଲୋକ। ଫାଓକୁ ଧନ୍ୟବାଦ ଦେଇଛନ୍ତି ନବୀନ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର