ଆଦର୍ଶ ବିଦ୍ୟାଳୟର ଉତ୍କର୍ଷ କେନ୍ଦ୍ର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

The Sakala Picture
Published On

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚ୍ଚୁଆଲ ମାଧ୍ୟମରେ ଓଡିଶା ଆଦର୍ଶ ବିଦ୍ୟାଳୟ ଉତ୍କର୍ଷ କେନ୍ଦ୍ରର ଆଜି ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଆଦର୍ଶ ବିଦ୍ୟାଳୟ ଭୁବନେଶ୍ୱର ଉପକଣ୍ଠରେ ଥିବା ଅନ୍ଧାରୁଆରେ 25 ଏକର ଜମିରେ ନିର୍ମାଣ ହେବାକୁ ଯାଉଛି । ଯେଉଁଥିରେ ୧୩ ଏକର ବିଦ୍ୟାଳୟ କ୍ୟାମ୍ପସ ହେଉଥିବା ବେଳେ ୧୦୦୦ ଶିକ୍ଷାର୍ଥୀଙ୍କ ପାଇଁ ୨୬ ଟି ଶ୍ରେଣୀଗୃହ ରହିବାର ବ୍ୟବସ୍ଥା କରାଯାଇଛି । ଏହି ବିଦ୍ୟାଲୟ ମଧ୍ୟରେ ୮ଟି ବିଜ୍ଞାନଗାର, ୨ଟି ଛାତ୍ର […]

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚ୍ଚୁଆଲ ମାଧ୍ୟମରେ ଓଡିଶା ଆଦର୍ଶ ବିଦ୍ୟାଳୟ ଉତ୍କର୍ଷ କେନ୍ଦ୍ରର ଆଜି ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଆଦର୍ଶ ବିଦ୍ୟାଳୟ ଭୁବନେଶ୍ୱର ଉପକଣ୍ଠରେ ଥିବା ଅନ୍ଧାରୁଆରେ 25 ଏକର ଜମିରେ ନିର୍ମାଣ ହେବାକୁ ଯାଉଛି । ଯେଉଁଥିରେ ୧୩ ଏକର ବିଦ୍ୟାଳୟ କ୍ୟାମ୍ପସ ହେଉଥିବା ବେଳେ ୧୦୦୦ ଶିକ୍ଷାର୍ଥୀଙ୍କ ପାଇଁ ୨୬ ଟି ଶ୍ରେଣୀଗୃହ ରହିବାର ବ୍ୟବସ୍ଥା କରାଯାଇଛି । ଏହି ବିଦ୍ୟାଲୟ ମଧ୍ୟରେ ୮ଟି ବିଜ୍ଞାନଗାର, ୨ଟି ଛାତ୍ର ଓ ଦୁଇଟି ଛାତ୍ରୀ ନିବାସ, 22 ଟି ଟିଚର କ୍ୱାଟର, 8ଟି ଅତିଥି କକ୍ଷ, 12 ଏକର୍ ଖେଳ ପଡିଆ ରହିବ । ମୁଖ୍ୟମନ୍ତ୍ରୀ ନବୀୱ ପଟ୍ଟନାୟକ ଏହି ଆଦର୍ଶ ବିଦ୍ୟାଳୟର ଭିତିପ୍ରସ୍ତରକୁ ଭର୍ଚ୍ଚୁଆଲ ମାଧ୍ୟମରେ ସ୍ଥାପନା କରିଥିବାବେଳେ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ, ବିଧାୟକ ସୁରେଶ ରାଉତରାୟ , ପ୍ରେମଚନ୍ଦ ଚୌଧିୁରୀ, କ୍ରିସନ କୁମାର, ଉପେନ୍ଦ୍ର ତ୍ରିପାଠୀ ଓ ଅନ୍ୟାନ୍ୟ ଅଧିକାରୀ ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

05 Sep 2021 By The Sakala

ଆଦର୍ଶ ବିଦ୍ୟାଳୟର ଉତ୍କର୍ଷ କେନ୍ଦ୍ର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚ୍ଚୁଆଲ ମାଧ୍ୟମରେ ଓଡିଶା ଆଦର୍ଶ ବିଦ୍ୟାଳୟ ଉତ୍କର୍ଷ କେନ୍ଦ୍ରର ଆଜି ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଆଦର୍ଶ ବିଦ୍ୟାଳୟ ଭୁବନେଶ୍ୱର ଉପକଣ୍ଠରେ ଥିବା ଅନ୍ଧାରୁଆରେ 25 ଏକର ଜମିରେ ନିର୍ମାଣ ହେବାକୁ ଯାଉଛି । ଯେଉଁଥିରେ ୧୩ ଏକର ବିଦ୍ୟାଳୟ କ୍ୟାମ୍ପସ ହେଉଥିବା ବେଳେ ୧୦୦୦ ଶିକ୍ଷାର୍ଥୀଙ୍କ ପାଇଁ ୨୬ ଟି ଶ୍ରେଣୀଗୃହ ରହିବାର ବ୍ୟବସ୍ଥା କରାଯାଇଛି । ଏହି ବିଦ୍ୟାଲୟ ମଧ୍ୟରେ ୮ଟି ବିଜ୍ଞାନଗାର, ୨ଟି ଛାତ୍ର ଓ ଦୁଇଟି ଛାତ୍ରୀ ନିବାସ, 22 ଟି ଟିଚର କ୍ୱାଟର, 8ଟି ଅତିଥି କକ୍ଷ, 12 ଏକର୍ ଖେଳ ପଡିଆ ରହିବ । ମୁଖ୍ୟମନ୍ତ୍ରୀ ନବୀୱ ପଟ୍ଟନାୟକ ଏହି ଆଦର୍ଶ ବିଦ୍ୟାଳୟର ଭିତିପ୍ରସ୍ତରକୁ ଭର୍ଚ୍ଚୁଆଲ ମାଧ୍ୟମରେ ସ୍ଥାପନା କରିଥିବାବେଳେ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ, ବିଧାୟକ ସୁରେଶ ରାଉତରାୟ , ପ୍ରେମଚନ୍ଦ ଚୌଧିୁରୀ, କ୍ରିସନ କୁମାର, ଉପେନ୍ଦ୍ର ତ୍ରିପାଠୀ ଓ ଅନ୍ୟାନ୍ୟ ଅଧିକାରୀ ।

https://www.thesakala.in/latest-odisha-news/chief-minister-naveen-patnaik-laid-the-foundation-adarsh-vidyalaya-excellence-center/article-5202
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର