ମାଟି ଅତଡ଼ା ଖସି ୩ ମହିଳାଙ୍କ ମୃତ୍ଯୁ ଘଟଣା, ମୃତକଙ୍କ ପରିବାର ପାଇଁ ୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ଯମନ୍ତ୍ରୀ

The Sakala Picture
Published On

କେରାପୁଟ: ଚୂନମାଟି ଆଣିବାକୁ ଯାଇଥିବା ବେଳେ ଅତଡା ଖସି ୩ ଜଣ ମହିଳାଙ୍କ ମୃତ୍ଯୁ ଘଟଣାରେ ମୁଖ୍ଯମନ୍ତ୍ରୀ ଗଭୀର ଦୁଃଖ ପ୍ରକାଶ କରିବା ସହ ତାଙ୍କ ପରିବାର ପ୍ରତି ୫ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ଏଥିସହ ଗୁରୁତ ମହିଳାଙ୍କ ସମସ୍ତ ଖର୍ଚ୍ଚ ରାଜ୍ଯସରକାର ବହନ କରିବେ ବୋଲି ମୁଖ୍ଯମନ୍ତ୍ରୀ କହିଛନ୍ତି। ସୂଚନା ଅନୁଯାୟୀ, କୋରାପୁଟ ଜିଲ୍ଲା ପଟାଙ୍ଗୀ ଅନ୍ତର୍ଗତ ପୋଡାଗୁଡାରେ ଚଇତି ପର୍ବ ପାଇଁ ମାଟି ଖୋଳିବାକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଥିଲା। […]

କେରାପୁଟ: ଚୂନମାଟି ଆଣିବାକୁ ଯାଇଥିବା ବେଳେ ଅତଡା ଖସି ୩ ଜଣ ମହିଳାଙ୍କ ମୃତ୍ଯୁ ଘଟଣାରେ ମୁଖ୍ଯମନ୍ତ୍ରୀ ଗଭୀର ଦୁଃଖ ପ୍ରକାଶ କରିବା ସହ ତାଙ୍କ ପରିବାର ପ୍ରତି ୫ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ଏଥିସହ ଗୁରୁତ ମହିଳାଙ୍କ ସମସ୍ତ ଖର୍ଚ୍ଚ ରାଜ୍ଯସରକାର ବହନ କରିବେ ବୋଲି ମୁଖ୍ଯମନ୍ତ୍ରୀ କହିଛନ୍ତି।

ଆହୁରି ପଢ଼ନ୍ତୁ: ବିବାହ ବେଦୀରେ ବସିବା ପରେ ବଦଳିଗଲା ବରର ମନ, କନିଆଁକୁ ଛାଡ଼ି ପଳାଇ ଆସିଲା ପୁଅ

ସୂଚନା ଅନୁଯାୟୀ, କୋରାପୁଟ ଜିଲ୍ଲା ପଟାଙ୍ଗୀ ଅନ୍ତର୍ଗତ ପୋଡାଗୁଡାରେ ଚଇତି ପର୍ବ ପାଇଁ ମାଟି ଖୋଳିବାକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଥିଲା। ମିରିଆଲୁପାଡ଼ୁ ଗାଁର ୧୧ ଜଣ ମାଟି ଆଣିବାକୁ ନିକଟସ୍ଥ ପଡ଼ାଗୁଡ଼ା ଗାଁକୁ ଯାଇଥିଲେ। ସେଠାରେ ମାଟି ଖୋଳୁଥିବା ସମୟରେ ଅତଡ଼ା ଖସିବାରୁ ୪ ଜଣ ମାଟି ଭିତରେ ରହିଯାଇଥିଲେ । ସୂଚନା ପାଇ ସରପଞ୍ଚ ପହଞ୍ଚି ସହଯୋଗୀଙ୍କ ସହାୟତାରେ ଲୋକଙ୍କୁ ଉଦ୍ଧାର କରିଥିଲେ । ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ମୃତକ ମାନେ ହେଲେ- ରାମୁଲାମା ମୁଷୁରୀ, ତାଙ୍କ ଝିଅ ଦେବୀ ମୁଷୁରୀ ଏବଂ ମିତୁଲା କୋଟା।

ଆହୁରି ପଢ଼ନ୍ତୁ: ଅସୁରକ୍ଷିତ ରାଜଧାନୀ: ଡେଲିଭରୀ ବୟଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ

16 Apr 2021 By The Sakala

ମାଟି ଅତଡ଼ା ଖସି ୩ ମହିଳାଙ୍କ ମୃତ୍ଯୁ ଘଟଣା, ମୃତକଙ୍କ ପରିବାର ପାଇଁ ୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ଯମନ୍ତ୍ରୀ

କେରାପୁଟ: ଚୂନମାଟି ଆଣିବାକୁ ଯାଇଥିବା ବେଳେ ଅତଡା ଖସି ୩ ଜଣ ମହିଳାଙ୍କ ମୃତ୍ଯୁ ଘଟଣାରେ ମୁଖ୍ଯମନ୍ତ୍ରୀ ଗଭୀର ଦୁଃଖ ପ୍ରକାଶ କରିବା ସହ ତାଙ୍କ ପରିବାର ପ୍ରତି ୫ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ଏଥିସହ ଗୁରୁତ ମହିଳାଙ୍କ ସମସ୍ତ ଖର୍ଚ୍ଚ ରାଜ୍ଯସରକାର ବହନ କରିବେ ବୋଲି ମୁଖ୍ଯମନ୍ତ୍ରୀ କହିଛନ୍ତି।

ସୂଚନା ଅନୁଯାୟୀ, କୋରାପୁଟ ଜିଲ୍ଲା ପଟାଙ୍ଗୀ ଅନ୍ତର୍ଗତ ପୋଡାଗୁଡାରେ ଚଇତି ପର୍ବ ପାଇଁ ମାଟି ଖୋଳିବାକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଥିଲା। ମିରିଆଲୁପାଡ଼ୁ ଗାଁର ୧୧ ଜଣ ମାଟି ଆଣିବାକୁ ନିକଟସ୍ଥ ପଡ଼ାଗୁଡ଼ା ଗାଁକୁ ଯାଇଥିଲେ। ସେଠାରେ ମାଟି ଖୋଳୁଥିବା ସମୟରେ ଅତଡ଼ା ଖସିବାରୁ ୪ ଜଣ ମାଟି ଭିତରେ ରହିଯାଇଥିଲେ । ସୂଚନା ପାଇ ସରପଞ୍ଚ ପହଞ୍ଚି ସହଯୋଗୀଙ୍କ ସହାୟତାରେ ଲୋକଙ୍କୁ ଉଦ୍ଧାର କରିଥିଲେ । ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ମୃତକ ମାନେ ହେଲେ- ରାମୁଲାମା ମୁଷୁରୀ, ତାଙ୍କ ଝିଅ ଦେବୀ ମୁଷୁରୀ ଏବଂ ମିତୁଲା କୋଟା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର