ବଦଳିଲା ‘ମୋ ବସ୍’ ଚଳାଚଳ ସମୟ
ଭୁବନେଶ୍ବର: ବଦଳିଲା ‘ମୋ ବସ’ ଚଳାଚଳ ସମୟ । ରାଜ୍ଯରେ କରୋନା ବୃଦ୍ଧି ପାଇଁ ନାଇଟ କର୍ଫ୍ଯୁ ଜାରି ହୋଇଛି। ନାଇଟ କର୍ଫ୍ଯୁ ପାଇଁ ‘ମୋ ବସ’ ଚଳାଚଳ ସମୟ ବଦଳିଥିବା ଜଣାପଡ଼ିଛି। ସକାଳ ୭ଟାରୁ- ସନ୍ଧ୍ଯା ୭ଟା ଯାଏଁ ଚାଲିବ ‘ମୋ ବସ’ । ଏ ନେଇ କୃଟ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି। 📢 𝐍𝐨𝐭𝐢𝐜𝐞 Here is the new time table of #MoBus w.e.f 18.04.21.👇 While the […]
ଭୁବନେଶ୍ବର: ବଦଳିଲା ‘ମୋ ବସ’ ଚଳାଚଳ ସମୟ । ରାଜ୍ଯରେ କରୋନା ବୃଦ୍ଧି ପାଇଁ ନାଇଟ କର୍ଫ୍ଯୁ ଜାରି ହୋଇଛି। ନାଇଟ କର୍ଫ୍ଯୁ ପାଇଁ ‘ମୋ ବସ’ ଚଳାଚଳ ସମୟ ବଦଳିଥିବା ଜଣାପଡ଼ିଛି। ସକାଳ ୭ଟାରୁ- ସନ୍ଧ୍ଯା ୭ଟା ଯାଏଁ ଚାଲିବ ‘ମୋ ବସ’ । ଏ ନେଇ କୃଟ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି।
ଆହୁରି ପଢ଼ନ୍ତୁ: ଡାକ ବିଭାଗରେ ବଡ଼ ଧରଣର ପ୍ରଶାସନିକ ପୁନର୍ଗଠନ: ନୂଆ ନବରଙ୍ଗପୁର ଡିଭିଜନ ଗଠିତ, ସମ୍ବଲପୁର ଅଧୀନକୁ ଗଲା ମୟୂରଭଞ୍ଜ ଓ ରାଇରଙ୍ଗପୁର
📢 𝐍𝐨𝐭𝐢𝐜𝐞
Here is the new time table of #MoBus w.e.f 18.04.21.👇
ଆହୁରି ପଢ଼ନ୍ତୁ: ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷଙ୍କ ଅଫିସ୍ ଭଙ୍ଗାରୁଜା ଘଟଣାରେ ସ୍ଥାନୀୟ ବିଧାୟକଙ୍କ ସିଧାସଳଖ ସମ୍ପୃକ୍ତି ରହିଛି: ଉମାକାନ୍ତ ସାମନ୍ତରାୟWhile the first bus will leave from origin point at 7 AM,the last bus will leave at 7 PM.
➡️ 𝑺𝒕𝒂𝒏𝒅𝒊𝒏𝒈 𝒏𝒐𝒕 𝒂𝒍𝒍𝒐𝒘𝒆𝒅
➡️ 𝑵𝒐 𝑴𝒂𝒔𝒌 𝑵𝒐 𝑬𝒏𝒕𝒓𝒚Together let’s ensure travelling is safe. pic.twitter.com/aP692ps7nl
— Capital Region Urban Transport (@CRUT_BBSR) April 17, 2021






