ମନୋରଞ୍ଜନ
ଓଡ଼ିଶା
ଫେବୃଆରୀ ୧୫ରୁ ସିବିଏସଇର ଦଶମ ଓ ଦ୍ବାଦଶ ପରୀକ୍ଷା
ଭୁବନେଶ୍ବର: CBSE ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ପରୀକ୍ଷା ତାରିଖ ଘୋଷଣା କରାଯାଇଛି। ଫେବୃଆରୀ ୧୫ରୁ CBSEର ଦଶମ ଓ ଦ୍ବାଦଶ ଶ୍ରେଣୀ ପରକ୍ଷା ଆରମ୍ଭ ହୋଇ ୫ ଏପ୍ରିଲ ଯାଏ ଚାଲିବ। ତେବେ ଦଶମ ପରୀକ୍ଷା ମାର୍ଚ୍ଚ ୨୧ରେ ଶେଷ ହେବ। ସେହିପରି ଦ୍ବାଦଶ ପରୀକ୍ଷା ଏପ୍ରଲ ୫ରେ ଶେଷ ହେବ । ତେବେ ଜାନୁଆରୀ ୨ ରୁ ୧୪ ତାରିଖ ଯାଏ ପ୍ରକ୍ଟିକାଲ ପରୀକ୍ଷା ଅନୁଷ୍ଠିତ ହେବ। ସକାଳ ୧୦.୩୦ମିନିଟରୁ ଆରମ୍ଭ ହେବ […]
ଭୁବନେଶ୍ବର: CBSE ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ପରୀକ୍ଷା ତାରିଖ ଘୋଷଣା କରାଯାଇଛି। ଫେବୃଆରୀ ୧୫ରୁ CBSEର ଦଶମ ଓ ଦ୍ବାଦଶ ଶ୍ରେଣୀ ପରକ୍ଷା ଆରମ୍ଭ ହୋଇ ୫ ଏପ୍ରିଲ ଯାଏ ଚାଲିବ। ତେବେ ଦଶମ ପରୀକ୍ଷା ମାର୍ଚ୍ଚ ୨୧ରେ ଶେଷ ହେବ। ସେହିପରି ଦ୍ବାଦଶ ପରୀକ୍ଷା ଏପ୍ରଲ ୫ରେ ଶେଷ ହେବ । ତେବେ ଜାନୁଆରୀ ୨ ରୁ ୧୪ ତାରିଖ ଯାଏ ପ୍ରକ୍ଟିକାଲ ପରୀକ୍ଷା ଅନୁଷ୍ଠିତ ହେବ। ସକାଳ ୧୦.୩୦ମିନିଟରୁ ଆରମ୍ଭ ହେବ ପରୀକ୍ଷା । ଏ ନେଇ CBSE ପକ୍ଷରୁ ବିସ୍ତୃତ ପରୀକ୍ଷା ସୂଚୀ cbse.gov.in ୱେବସାଇଟରେ ପ୍ରକାଶ ପାଇଛି।
ଆହୁରି ପଢ଼ନ୍ତୁ: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲା: ପୁରୁଷ ବନ୍ଧୁ ଭୀମସେନ ପ୍ରସାଦ ଟୁଡୁଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ






