ପୋଲିସ ଏସଆଇ ନିଯୁକ୍ତି ସ୍କାମ: ଦଲାଲ ଅରବିନ୍ଦ ଦାସକୁ ରିମାଣ୍ଡରେ ନେଲା ସିବିଆଇ

Madhusudan Das Picture
Published On

ଭୁବନେଶ୍ୱର: ପୋଲିସ ଏସଆଇ ନିଯୁକ୍ତି କେଳେଙ୍କାରୀ ଘଟଣା । ଦଲାଲ ଅରବିନ୍ଦ ଦାସକୁ ରିମାଣ୍ଡରେ ନେଲା ସିବିଆଇ । ୨ ଦିନିଆ ରିମାଣ୍ଡରେ ନେବାକୁ ମିଳିଲା ଅନୁମତି । ୩ ଦିନ ରିମାଣ୍ଡ ପାଇଁ ଆବେଦନ କରିଥିଲା ସିବିଆଇ । ଦୀଘା ମଡ୍ୟୁଲ କଥା ବୁଝୁଥିଲା ଅରବିନ୍ଦ । ମୁଖ୍ୟ ଅଭିଯୁକ୍ତ ତଥା କିଙ୍ଗପିନ ଶଙ୍କର ପୃଷ୍ଟିର ଖାସ ଥିଲା ଅରବିନ୍ଦ। ରିମାଣ୍ଡ ସମୟରେ ଚାକିରୀ ଠକେଇ ନେଇ ହୋଇପାରେ ବଡ଼ ଧରଣର ଖୋଳତାଡ଼ । ପୂର୍ବରୁ ୪ ଜଣଙ୍କୁ ନେଇ ପଚରାଉଚୁରା କରିଛି ସିବିଆଇ ।

ଆହୁରି ପଢ଼ନ୍ତୁ: ଗିରଫ ହେଲେ କୁବେର ଖଣି ଅଧିକାରୀ ଦେବବ୍ରତ ମହାନ୍ତି; ରେଡ୍‌ ବେଳେ ଟଙ୍କାର ପାହାଡ଼ ଦେଖି ଭିଜିଲାନ୍ସ ତଟକା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp