ବିଧାନସଭାରେ ଅତିରିକ୍ତ ବଜେଟ୍ ୨୦୨୫-୨୬ ଆଗତ, ଜାଣନ୍ତୁ ସୁଭଦ୍ରା ଯୋଜନା ପାଇଁ କେତେ ଟଙ୍କା ହେଲା ବ୍ୟୟବରାଦ...
ଭୁବନେଶ୍ୱର: ବିଧାନସଭାରେ ୨୦୨୫-୨୬ର ପ୍ରଥମ ଅତିରିକ୍ତ ବଜେଟ ଉପସ୍ଥାପିତ ହୋଇଛି । ଗୃହରେ ମୋଟ ୧୭ ହଜାର ୪୪୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅତିରିକ୍ତ ବଜେଟରେ ମହିଳା ଓ ଶିଶୁ ବିକାଶ ପାଇଁ ମୋଟ ୧୫୫୮ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଏହି ବିଭାଗରେ ଯୋଡି ହୋଇଛି ରାଜ୍ୟ ସରକାରଙ୍କ 'ସୁଭଦ୍ରା ଯୋଜନା' । ସୁଭଦ୍ରା ଯୋଜନା ପାଇଁ ରାଜ୍ୟ ସରକାର ୨୯୫ କୋଟି ଟଙ୍କାର ବଜେଟ୍ ଆଣିଛନ୍ତି ।
ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍
-ସୁଭଦ୍ରା ଯୋଜନା ପାଇଁ ୨୯୫ କୋଟି
-ମମତା ଯୋଜନା ପାଇଁ ୧୪୨ କୋଟି
-ମିଶନ ଶକ୍ତି ପାଇଁ ୪୦୫ କୋଟି
-ଅଙ୍ଗନବାଡି ଗୃହ ନିର୍ମାଣ ପାଇଁ ୨୦୦ କୋଟି
-ଜାତୀୟ ସ୍ୱାସ୍ଥ୍ୟ ମିଶନ ପାଇଁ ୯୫୪ କୋଟି
-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ୪୦ କୋଟି
-ପାଇପ ଜଳ ଯୋଗାଣ ୧୧୬ କୋଟି
-ବିକଶିତ ଗାଁ ବିକଶିତ ଓଡିଶା ପାଇଁ ୫୭ କୋଟି
-ରାଷ୍ଟ୍ରୀୟ ଗ୍ରାମ୍ୟ ସ୍ୱରାଜ ଅଭିଯାନ ପାଇଁ ୪୦ କୋଟି
28 Nov 2025
By Madhusudan Das
ବିଧାନସଭାରେ ଅତିରିକ୍ତ ବଜେଟ୍ ୨୦୨୫-୨୬ ଆଗତ, ଜାଣନ୍ତୁ ସୁଭଦ୍ରା ଯୋଜନା ପାଇଁ କେତେ ଟଙ୍କା ହେଲା ବ୍ୟୟବରାଦ...
ଭୁବନେଶ୍ୱର: ବିଧାନସଭାରେ ୨୦୨୫-୨୬ର ପ୍ରଥମ ଅତିରିକ୍ତ ବଜେଟ ଉପସ୍ଥାପିତ ହୋଇଛି । ଗୃହରେ ମୋଟ ୧୭ ହଜାର ୪୪୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅତିରିକ୍ତ ବଜେଟରେ ମହିଳା ଓ ଶିଶୁ ବିକାଶ ପାଇଁ ମୋଟ ୧୫୫୮ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଏହି ବିଭାଗରେ ଯୋଡି ହୋଇଛି ରାଜ୍ୟ ସରକାରଙ୍କ 'ସୁଭଦ୍ରା ଯୋଜନା' । ସୁଭଦ୍ରା ଯୋଜନା ପାଇଁ ରାଜ୍ୟ ସରକାର ୨୯୫ କୋଟି ଟଙ୍କାର ବଜେଟ୍ ଆଣିଛନ୍ତି ।
-ସୁଭଦ୍ରା ଯୋଜନା ପାଇଁ ୨୯୫ କୋଟି
-ମମତା ଯୋଜନା ପାଇଁ ୧୪୨ କୋଟି
-ମିଶନ ଶକ୍ତି ପାଇଁ ୪୦୫ କୋଟି
-ଅଙ୍ଗନବାଡି ଗୃହ ନିର୍ମାଣ ପାଇଁ ୨୦୦ କୋଟି
-ଜାତୀୟ ସ୍ୱାସ୍ଥ୍ୟ ମିଶନ ପାଇଁ ୯୫୪ କୋଟି
-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ୪୦ କୋଟି
-ପାଇପ ଜଳ ଯୋଗାଣ ୧୧୬ କୋଟି
-ବିକଶିତ ଗାଁ ବିକଶିତ ଓଡିଶା ପାଇଁ ୫୭ କୋଟି
-ରାଷ୍ଟ୍ରୀୟ ଗ୍ରାମ୍ୟ ସ୍ୱରାଜ ଅଭିଯାନ ପାଇଁ ୪୦ କୋଟି
https://www.thesakala.in/latest-odisha-news/budget-of-rs295-crore-for-the-subhadra-yojana-in-additional-budget-of-odisha-assembly/article-43323