୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କଲା ଲଷ୍ମୀସାଗର ପୋଲିସ, ୨ ଗିରଫ

The Sakala Picture
Published On

ଭୁବନେଶ୍ୱର: ପୁଣି ରାଜଧାନୀ ଭୁବନେଶ୍ୱରରୁ ଜବତ ହେଲା ବ୍ରାଉନସୁଗାର । ଧଳାଜହର କାରବାରର ହବ୍ କୁହାଯାଉଥିବା ହଳଦିପଡ଼ିଆ ବସ୍ତିରୁ ବ୍ରାଉନସୁଗାର ଜବତ କରିଛି ଲଷ୍ମୀସାଗର ପୋଲିସ । ୫୧ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କା ହେବ । ୨ ଜଣକୁ ଗିରଫ କରିଛି ଲଷ୍ମୀସାଗର ଥାନା ପୋଲିସ । ଫୋନ୍ ଯୋଗେ ଡିଲ ପରେ ବିକ୍ରି କରିବାକୁ ଜଗିଥିଲେ ୨ ବେପାରୀ । ଆଉ ଠିକ୍ ସେହି […]

ଭୁବନେଶ୍ୱର: ପୁଣି ରାଜଧାନୀ ଭୁବନେଶ୍ୱରରୁ ଜବତ ହେଲା ବ୍ରାଉନସୁଗାର । ଧଳାଜହର କାରବାରର ହବ୍ କୁହାଯାଉଥିବା ହଳଦିପଡ଼ିଆ ବସ୍ତିରୁ ବ୍ରାଉନସୁଗାର ଜବତ କରିଛି ଲଷ୍ମୀସାଗର ପୋଲିସ । ୫୧ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କା ହେବ । ୨ ଜଣକୁ ଗିରଫ କରିଛି ଲଷ୍ମୀସାଗର ଥାନା ପୋଲିସ । ଫୋନ୍ ଯୋଗେ ଡିଲ ପରେ ବିକ୍ରି କରିବାକୁ ଜଗିଥିଲେ ୨ ବେପାରୀ । ଆଉ ଠିକ୍ ସେହି ସମୟରେ ଖବର ପାଇଁ ଚଢ଼ାଉ କରିଥିଲା ପୋଲିସ । ଘଟଣାସ୍ଥଳରୁ ଗୋଟିଏ ମୋଟର ସାଇକେଲ ଓ ୨ ଟି ମୋବାଇଲ ଫୋନ୍ ଜବତ । ଦୁଇ ଅଭିଯୁକ୍ତ ଡମ୍ୱରୁ ଧଳ ବିଶ୍ୱାଳ ଓ ଶେଖ ୟାସୀନ୍‌ଙ୍କୁ କାବୁ କରିଛି ପୋଲିସ ।

ଆହୁରି ପଢ଼ନ୍ତୁ: ସ୍କୁଲରେ ଛାତ୍ରଙ୍କ ପ୍ୟାଣ୍ଟରେ ବିଛୁଆତି ପୁରାଇ ଦେବା ଘଟଣା: ପ୍ରଧାନଶିକ୍ଷକଙ୍କୁ ଚାକିରିରୁ ନିଲମ୍ବିତ କଲେ ବିଇଓ

02 Jun 2021 By The Sakala

୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କଲା ଲଷ୍ମୀସାଗର ପୋଲିସ, ୨ ଗିରଫ

ଭୁବନେଶ୍ୱର: ପୁଣି ରାଜଧାନୀ ଭୁବନେଶ୍ୱରରୁ ଜବତ ହେଲା ବ୍ରାଉନସୁଗାର । ଧଳାଜହର କାରବାରର ହବ୍ କୁହାଯାଉଥିବା ହଳଦିପଡ଼ିଆ ବସ୍ତିରୁ ବ୍ରାଉନସୁଗାର ଜବତ କରିଛି ଲଷ୍ମୀସାଗର ପୋଲିସ । ୫୧ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କା ହେବ । ୨ ଜଣକୁ ଗିରଫ କରିଛି ଲଷ୍ମୀସାଗର ଥାନା ପୋଲିସ । ଫୋନ୍ ଯୋଗେ ଡିଲ ପରେ ବିକ୍ରି କରିବାକୁ ଜଗିଥିଲେ ୨ ବେପାରୀ । ଆଉ ଠିକ୍ ସେହି ସମୟରେ ଖବର ପାଇଁ ଚଢ଼ାଉ କରିଥିଲା ପୋଲିସ । ଘଟଣାସ୍ଥଳରୁ ଗୋଟିଏ ମୋଟର ସାଇକେଲ ଓ ୨ ଟି ମୋବାଇଲ ଫୋନ୍ ଜବତ । ଦୁଇ ଅଭିଯୁକ୍ତ ଡମ୍ୱରୁ ଧଳ ବିଶ୍ୱାଳ ଓ ଶେଖ ୟାସୀନ୍‌ଙ୍କୁ କାବୁ କରିଛି ପୋଲିସ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର