ପୋଖରୀରେ ବୁଡ଼ି ଦୁଇ ନାବାଳିକା ଭଉଣୀଙ୍କ ମୃତ୍ୟୁ

The Sakala Picture
Published On

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ନରେନ୍ଦ୍ରପୁର ପଞ୍ଚାୟତ କୀର୍ତ୍ତିପୁର ଗାଁରେ ଅଭାବନୀୟ ଘଟଣା ଘଟିଛି। ପୋଖରୀରେ ବୁଡ଼ିଯାଇ ଦୁଇ ନାବାଳିକା ଭଉଣୀଙ୍କ ମୃତ୍ୟୁ ଘଟିଛି।  ମୃତ ଦୁଇ ଭଉଣୀ ହେଲେ ରୋଶନୀ ରାଉତ ଏବଂ ସନ୍ଧ୍ୟା ରାଉତ। ଅଜା ନାର୍ଶୁ ପଲାଈଙ୍କ ସହ ରୋଶନୀ ଓ ସନ୍ଧ୍ୟା ଗାଁ ପୋଖରୀକୁ ଗାଧୋଇବାକୁ ଯାଇ ବୁଡ଼ି ଯାଇଥିଲେ। ଅକାଳରେ ଦୁଇ ଭଉଣୀଙ୍କ ମୃତ୍ୟୁକ ନେଇ ସ୍ଥାନୀୟ ଅଞ୍ଚଳରେ  ଶୋକରଛାୟା ଖେଳି ଯାଇଛି।

ଆହୁରି ପଢ଼ନ୍ତୁ: କୁବେର ITDA ସହକାରୀ ନିର୍ବାହୀ ଯନ୍ତ୍ରୀ: ମିଳିଲାଣି ୧କେଜିରୁ ଉର୍ଦ୍ଧ୍ୱ ସୁନା, ଦୁଇ କୋଟି ଟଙ୍କା ସହ ୫ଟି ଆଲିସାନ କୋଠା ଓ ୧୪ଟି ପ୍ଲଟ ଠାବ

19 Nov 2023 By The Sakala

ପୋଖରୀରେ ବୁଡ଼ି ଦୁଇ ନାବାଳିକା ଭଉଣୀଙ୍କ ମୃତ୍ୟୁ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ନରେନ୍ଦ୍ରପୁର ପଞ୍ଚାୟତ କୀର୍ତ୍ତିପୁର ଗାଁରେ ଅଭାବନୀୟ ଘଟଣା ଘଟିଛି। ପୋଖରୀରେ ବୁଡ଼ିଯାଇ ଦୁଇ ନାବାଳିକା ଭଉଣୀଙ୍କ ମୃତ୍ୟୁ ଘଟିଛି।  ମୃତ ଦୁଇ ଭଉଣୀ ହେଲେ ରୋଶନୀ ରାଉତ ଏବଂ ସନ୍ଧ୍ୟା ରାଉତ। ଅଜା ନାର୍ଶୁ ପଲାଈଙ୍କ ସହ ରୋଶନୀ ଓ ସନ୍ଧ୍ୟା ଗାଁ ପୋଖରୀକୁ ଗାଧୋଇବାକୁ ଯାଇ ବୁଡ଼ି ଯାଇଥିଲେ। ଅକାଳରେ ଦୁଇ ଭଉଣୀଙ୍କ ମୃତ୍ୟୁକ ନେଇ ସ୍ଥାନୀୟ ଅଞ୍ଚଳରେ  ଶୋକରଛାୟା ଖେଳି ଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର