ବ୍ରହ୍ମପୁର ଷ୍ଟେସନ ନିକଟରେ ଟ୍ରେନରୁ ବାହାରିଲା ଧୁଆଁ

The Sakala Picture
Published On

ବ୍ରହ୍ମପୁର: ପୁଣି ଟ୍ରେନରୁ ବାହାରିଲା ଧୂଆଁ । ଦିବ୍ରୁଗଡ଼-କନ୍ୟାକୁମାରୀ ବିବେକ ଏକ୍ସପ୍ରେସରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଛି । ବ୍ରହ୍ମପୁର ରେଳ ଷ୍ଟେସନ ପୂର୍ବରୁ ଟ୍ରେନରେ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଛି । ଧୂଆଁ ଦେଖି ଭୟରେ ଟ୍ରେନରୁ ଓହ୍ଲାଇ ପଡ଼ିଛନ୍ତି ଯାତ୍ରୀ । ଟ୍ରେନର ବ୍ରେକ୍ ପାଖରେ କିଛି ଅଖା ଲାଗି ଯାଇଥିଲା । ଯେଉଁଥି ପାଇଁ ଟ୍ରେନରୁ ଧୂଆଁ ବାହାରୁଥିଲା । ଟ୍ରେନକୁ ବ୍ରହ୍ମପୁର ରେଳ ଷ୍ଟେସନକୁ ନିଆଯାଇଥିଲା । ଯାଞ୍ଚ ପରେ ପୁଣି […]

ବ୍ରହ୍ମପୁର: ପୁଣି ଟ୍ରେନରୁ ବାହାରିଲା ଧୂଆଁ । ଦିବ୍ରୁଗଡ଼-କନ୍ୟାକୁମାରୀ ବିବେକ ଏକ୍ସପ୍ରେସରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଛି । ବ୍ରହ୍ମପୁର ରେଳ ଷ୍ଟେସନ ପୂର୍ବରୁ ଟ୍ରେନରେ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଛି । ଧୂଆଁ ଦେଖି ଭୟରେ ଟ୍ରେନରୁ ଓହ୍ଲାଇ ପଡ଼ିଛନ୍ତି ଯାତ୍ରୀ । ଟ୍ରେନର ବ୍ରେକ୍ ପାଖରେ କିଛି ଅଖା ଲାଗି ଯାଇଥିଲା । ଯେଉଁଥି ପାଇଁ ଟ୍ରେନରୁ ଧୂଆଁ ବାହାରୁଥିଲା । ଟ୍ରେନକୁ ବ୍ରହ୍ମପୁର ରେଳ ଷ୍ଟେସନକୁ ନିଆଯାଇଥିଲା । ଯାଞ୍ଚ ପରେ ପୁଣି ଟ୍ରେନ୍ ଚଳାଚଳ ଆରମ୍ଭ କରିଛି ।

ଆହୁରି ପଢ଼ନ୍ତୁ: ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ

11 Jul 2023 By The Sakala

ବ୍ରହ୍ମପୁର ଷ୍ଟେସନ ନିକଟରେ ଟ୍ରେନରୁ ବାହାରିଲା ଧୁଆଁ

ବ୍ରହ୍ମପୁର: ପୁଣି ଟ୍ରେନରୁ ବାହାରିଲା ଧୂଆଁ । ଦିବ୍ରୁଗଡ଼-କନ୍ୟାକୁମାରୀ ବିବେକ ଏକ୍ସପ୍ରେସରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଛି । ବ୍ରହ୍ମପୁର ରେଳ ଷ୍ଟେସନ ପୂର୍ବରୁ ଟ୍ରେନରେ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଛି । ଧୂଆଁ ଦେଖି ଭୟରେ ଟ୍ରେନରୁ ଓହ୍ଲାଇ ପଡ଼ିଛନ୍ତି ଯାତ୍ରୀ । ଟ୍ରେନର ବ୍ରେକ୍ ପାଖରେ କିଛି ଅଖା ଲାଗି ଯାଇଥିଲା । ଯେଉଁଥି ପାଇଁ ଟ୍ରେନରୁ ଧୂଆଁ ବାହାରୁଥିଲା । ଟ୍ରେନକୁ ବ୍ରହ୍ମପୁର ରେଳ ଷ୍ଟେସନକୁ ନିଆଯାଇଥିଲା । ଯାଞ୍ଚ ପରେ ପୁଣି ଟ୍ରେନ୍ ଚଳାଚଳ ଆରମ୍ଭ କରିଛି ।

https://www.thesakala.in/latest-odisha-news/brahmapur-news/smoke-came-out-of-dibrugarh-kanyakumari-vivek-express/article-23393
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର