ନଳୀକୁମ୍ପା ଜଙ୍ଗଲରେ ଏସଓଜି ଯବାନ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ
ବୌଦ୍ଧ: ପୁଣି ନଳୀକୁମ୍ପା ଜଙ୍ଗଲରେ ଏସଓଜି ଯବାନ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ । ଆଜି ଅପରାହ୍ନରୁ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ । ମନମୁଣ୍ଡା ଥାନା ଶଗଡ଼ା ଫାଣ୍ଡି ନଳୀକୁମ୍ପା ଜଙ୍ଗଲରୁ କିଛି ଗତ ମାସରେ ମାଓବାଦୀ-ସୁରକ୍ଷା ବହିନୀ ସହ ଗୁଳିବିନିମୟ ହୋଇ ଛତ୍ରଭଙ୍ଗ ଦେଇଥିଲେ ୩୦-୪୦ ମାଓବାଦୀ । ସେଠାରୁ ମାଓ କ୍ୟାମ୍ପ ଧ୍ୱଂସ ସହ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଥିଲା ବୌଦ୍ଧ ପୁଲିସ । ନଳୀକୁମ୍ପା ଜଙ୍ଗଲରେ ପୁଣି ମାଓବାଦୀ […]
ବୌଦ୍ଧ: ପୁଣି ନଳୀକୁମ୍ପା ଜଙ୍ଗଲରେ ଏସଓଜି ଯବାନ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ । ଆଜି ଅପରାହ୍ନରୁ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ । ମନମୁଣ୍ଡା ଥାନା ଶଗଡ଼ା ଫାଣ୍ଡି ନଳୀକୁମ୍ପା ଜଙ୍ଗଲରୁ କିଛି ଗତ ମାସରେ ମାଓବାଦୀ-ସୁରକ୍ଷା ବହିନୀ ସହ ଗୁଳିବିନିମୟ ହୋଇ ଛତ୍ରଭଙ୍ଗ ଦେଇଥିଲେ ୩୦-୪୦ ମାଓବାଦୀ । ସେଠାରୁ ମାଓ କ୍ୟାମ୍ପ ଧ୍ୱଂସ ସହ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଥିଲା ବୌଦ୍ଧ ପୁଲିସ । ନଳୀକୁମ୍ପା ଜଙ୍ଗଲରେ ପୁଣି ମାଓବାଦୀ ସକ୍ରିୟ ଥିବା ଖବର ପାଇ ଆଜି ଅପରାହ୍ନ ୫ ଟାରୁ ହୋଇଥିଲା ସର୍ଚ୍ଚ ଅପରେସନ । ବର୍ତ୍ତମାନ ସୁଦ୍ଧା ଗୁଳି ବିନିମୟ ଜାରି ରହିଥିବା ଜଣାପଡ଼ିଛି।