ଅସୁସ୍ଥ ମା’କୁ ହସ୍ପିଟାଲ ଆଣିବା ବେଳେ ଦୁର୍ଘଟଣା: ଚାଲିଗଲା ମା’ର ଜୀବନ, ପୁଅ ଗୁରୁତର

The Sakala Picture
Published On

ବୌଦ୍ଧ: ବୌଦ୍ଧ-କିଆକଟା ବ୍ରିଜ ଉପରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଅସୁସ୍ଥ ମାଆକୁ ବାଇକରେ ନେଇ ପୁଅ ମେଡିକାଲ ଆଣିବା ବେଳେ ଏହି ଦୁର୍ଘଟଣା ଘଟିଛି। ବାଇକକୁ ଏକ ଅଜଣା କାର୍ ପଛରୁ ଧକ୍କା ଦେଇ ଚମ୍ପଟ ମାରିଥିଲା। ମାଆ ଓ ପୁଅଙ୍କୁ ଉଦ୍ଧାର କରାଯାଇ ମେଡିକାଲ ନିଆଯାଇଥିଲା। ମେଡିକାଲରେ ମାଆକୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଗୁରୁତର ପୁଅକୁ ବୁର୍ଲାକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ବୌଦ୍ଧ ଆଦର୍ଶ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି […]

ବୌଦ୍ଧ: ବୌଦ୍ଧ-କିଆକଟା ବ୍ରିଜ ଉପରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଅସୁସ୍ଥ ମାଆକୁ ବାଇକରେ ନେଇ ପୁଅ ମେଡିକାଲ ଆଣିବା ବେଳେ ଏହି ଦୁର୍ଘଟଣା ଘଟିଛି। ବାଇକକୁ ଏକ ଅଜଣା କାର୍ ପଛରୁ ଧକ୍କା ଦେଇ ଚମ୍ପଟ ମାରିଥିଲା। ମାଆ ଓ ପୁଅଙ୍କୁ ଉଦ୍ଧାର କରାଯାଇ ମେଡିକାଲ ନିଆଯାଇଥିଲା। ମେଡିକାଲରେ ମାଆକୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଗୁରୁତର ପୁଅକୁ ବୁର୍ଲାକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ବୌଦ୍ଧ ଆଦର୍ଶ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

06 Apr 2024 By The Sakala

ଅସୁସ୍ଥ ମା’କୁ ହସ୍ପିଟାଲ ଆଣିବା ବେଳେ ଦୁର୍ଘଟଣା: ଚାଲିଗଲା ମା’ର ଜୀବନ, ପୁଅ ଗୁରୁତର

ବୌଦ୍ଧ: ବୌଦ୍ଧ-କିଆକଟା ବ୍ରିଜ ଉପରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଅସୁସ୍ଥ ମାଆକୁ ବାଇକରେ ନେଇ ପୁଅ ମେଡିକାଲ ଆଣିବା ବେଳେ ଏହି ଦୁର୍ଘଟଣା ଘଟିଛି। ବାଇକକୁ ଏକ ଅଜଣା କାର୍ ପଛରୁ ଧକ୍କା ଦେଇ ଚମ୍ପଟ ମାରିଥିଲା। ମାଆ ଓ ପୁଅଙ୍କୁ ଉଦ୍ଧାର କରାଯାଇ ମେଡିକାଲ ନିଆଯାଇଥିଲା। ମେଡିକାଲରେ ମାଆକୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଗୁରୁତର ପୁଅକୁ ବୁର୍ଲାକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ବୌଦ୍ଧ ଆଦର୍ଶ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର