ଦାଦାବଟିକୁ ନେଇ ସେତୁ ନିର୍ମାଣ କରୁଥିବା ଠିକାସଂସ୍ଥା ଉପରେ ବୋମାମାଡ଼
ବାଙ୍କୀ: ଦାଦାବଟିକୁ ନେଇ ବୋମାମାଡ଼ । ଦାଦାବଟିକୁ ନେଇ ସେତୁ ନିର୍ମାଣ କରୁଥିବା ଠିକାସଂସ୍ଥା ଉପରେ ବୋମାମାଡ଼ । କଇମୁଣ୍ଡି ଛକରେ ୨ଟି ବୋମାମାଡ଼ କରିଛନ୍ତି ଦୁର୍ବୃତ୍ତ । ବୋମାମାଡ଼ରେ ସେତୁ କାମରେ ନିୟୋଜିତ ଥିବା ମେସିନ୍ ନଷ୍ଟ ହୋଇଯାଇଛି । କଟକ-ବାଙ୍କୀ ମୁଖ୍ୟ ରାସ୍ତାର କଇଁମୁଣ୍ଡି ଗାଆଁକୁ ସଂଯୋଗ କରୁଥିବା ରାସ୍ତା ଉପରେ ସେତୁ ନିର୍ମାଣ କରୁଥିବା ଠିକା ସଂସ୍ଥା ମେସିନ୍ ଉପରେ ବୋମାମାଡ଼ ହୋଇଛି । ଠିକା ସଂସ୍ଥାକୁ ଭୟଭିତ କରିବାକୁ ବୋମା ମାଡ଼ […]
ବାଙ୍କୀ: ଦାଦାବଟିକୁ ନେଇ ବୋମାମାଡ଼ । ଦାଦାବଟିକୁ ନେଇ ସେତୁ ନିର୍ମାଣ କରୁଥିବା ଠିକାସଂସ୍ଥା ଉପରେ ବୋମାମାଡ଼ । କଇମୁଣ୍ଡି ଛକରେ ୨ଟି ବୋମାମାଡ଼ କରିଛନ୍ତି ଦୁର୍ବୃତ୍ତ । ବୋମାମାଡ଼ରେ ସେତୁ କାମରେ ନିୟୋଜିତ ଥିବା ମେସିନ୍ ନଷ୍ଟ ହୋଇଯାଇଛି । କଟକ-ବାଙ୍କୀ ମୁଖ୍ୟ ରାସ୍ତାର କଇଁମୁଣ୍ଡି ଗାଆଁକୁ ସଂଯୋଗ କରୁଥିବା ରାସ୍ତା ଉପରେ ସେତୁ ନିର୍ମାଣ କରୁଥିବା ଠିକା ସଂସ୍ଥା ମେସିନ୍ ଉପରେ ବୋମାମାଡ଼ ହୋଇଛି । ଠିକା ସଂସ୍ଥାକୁ ଭୟଭିତ କରିବାକୁ ବୋମା ମାଡ଼ ହୋଇଥିବା ସୂଚନା ମିଳିଛି । ବୋମାମାଡ଼ କରି ଦୁର୍ବୃତ୍ତ ଫେରାର ହୋଇ ଯାଇଛନ୍ତି ।