ଭିଡକୁ ଦୃଷ୍ଟିରେ ରଖି ଧବଳେଶ୍ଵର ପୀଠରେ ବାହୁଙ୍ଗିକୁ ବାରଣ

The Sakala Picture
Published On

ଆଠଗଡ: ଧବଳେଶ୍ଵର ପୀଠକୁ ବାହୁଙ୍ଗି ମନା। ଏଣିକି ଧବଳେଶ୍ୱର ପୀଠକୁ ବାହୁଙ୍ଗି ନେଇ ଯାଇପାରିବେ ନାହିଁ କାଉଡ଼ିଆ । କେବଳ ମାନସିକ କଳସ ଧରି କାଉଡିଆ ମାନେ ପୀଠକୁ ଯାଇ ପାଣି ଢ଼ାଳିବେ।  ଝୁଲା ପୋଲ ପୂର୍ବରୁ ବାହୁଙ୍ଗି ନିଷେଧ କରାଯାଇଛି।  ଭିଡକୁ ଦୃଷ୍ଟିରେ ରଖି ପ୍ରସାଶନର ଏଭଳି ନିଷ୍ପତ୍ତି ନେଇଛି।  ଏ ନେଇ ଆଠଗଡ଼ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ଵାଇଁ  ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

15 Jul 2022 By The Sakala

ଭିଡକୁ ଦୃଷ୍ଟିରେ ରଖି ଧବଳେଶ୍ଵର ପୀଠରେ ବାହୁଙ୍ଗିକୁ ବାରଣ

ଆଠଗଡ: ଧବଳେଶ୍ଵର ପୀଠକୁ ବାହୁଙ୍ଗି ମନା। ଏଣିକି ଧବଳେଶ୍ୱର ପୀଠକୁ ବାହୁଙ୍ଗି ନେଇ ଯାଇପାରିବେ ନାହିଁ କାଉଡ଼ିଆ । କେବଳ ମାନସିକ କଳସ ଧରି କାଉଡିଆ ମାନେ ପୀଠକୁ ଯାଇ ପାଣି ଢ଼ାଳିବେ।  ଝୁଲା ପୋଲ ପୂର୍ବରୁ ବାହୁଙ୍ଗି ନିଷେଧ କରାଯାଇଛି।  ଭିଡକୁ ଦୃଷ୍ଟିରେ ରଖି ପ୍ରସାଶନର ଏଭଳି ନିଷ୍ପତ୍ତି ନେଇଛି।  ଏ ନେଇ ଆଠଗଡ଼ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ଵାଇଁ  ସୂଚନା ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର