ବ୍ରାହ୍ମଣୀ ନଦୀରୁ ଯୁବକ-ଯୁବତୀଙ୍କ ମୃତଦେହ ଉଦ୍ଧାର; ପାଣିରେ ବୁଡ଼ିଗଲେ ନା ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

Madhusudan Das Picture
Published On

ବଣାଇ: ବ୍ରାହ୍ମଣୀ ନଦୀରୁ ଯୁବକ ଯୁବତୀଙ୍କ ମୃତଦେହ ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା ବଣାଇର ଚାନ୍ଦିପୋଷ ଥାନା ଅନ୍ତର୍ଗତ ବିରତୋଳା ନିକଟ ବ୍ରାହ୍ମଣୀ ନଦୀରୁ ଦୁଇ ଯୁବକ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଅଗ୍ନିଶମ ବିଭାଗର କର୍ମଚାରୀ ମୃତଦେହ ଉଦ୍ଧାର କରିଛନ୍ତି । ଘଟଣାସ୍ଥଳରେ ଚାନ୍ଦିପୋଷ ପୋଲିସ ପହଁଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ତଦନ୍ତ ଜାରୀ ରଖିଛି । ଯୁବକ ଓ ଯୁବତୀ ଉଭୟ ରାଉରକେଲା ଅଞ୍ଚଳର ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଯୁବକ ଜଣକ ବାନ୍ଧମୁଣ୍ଡାର ତିଲକ ନଗରର ଜ୍ଞାନେନ୍ଦ୍ର ସ୍ୱାଇଁ ବୋଲି ଜଣାପଡିଥିବା ବେଳେ ଯୁବତୀଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରିନାହିଁ। ତେବେ କେଉଁ ସ୍ଥିତିରେ ଉଭୟ ବ୍ରାହ୍ମଣୀ ନଦୀକୁ ଗଲେ ? ଯୁବକ-ଯୁବତୀ ବୁଡ଼ି କି ପ୍ରାଣ ହରାଇଛନ୍ତି ନା ଆତ୍ମହତ୍ୟା କରିଛନ୍ତି ? ତା'ର କାରଣ ଏ ପର୍ଯ୍ୟନ୍ତ ଜଣା ପଡ଼ିନି ।

ଆହୁରି ପଢ଼ନ୍ତୁ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ନବୀନ

22 Dec 2025 By Madhusudan Das

ବ୍ରାହ୍ମଣୀ ନଦୀରୁ ଯୁବକ-ଯୁବତୀଙ୍କ ମୃତଦେହ ଉଦ୍ଧାର; ପାଣିରେ ବୁଡ଼ିଗଲେ ନା ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ବଣାଇ: ବ୍ରାହ୍ମଣୀ ନଦୀରୁ ଯୁବକ ଯୁବତୀଙ୍କ ମୃତଦେହ ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା ବଣାଇର ଚାନ୍ଦିପୋଷ ଥାନା ଅନ୍ତର୍ଗତ ବିରତୋଳା ନିକଟ ବ୍ରାହ୍ମଣୀ ନଦୀରୁ ଦୁଇ ଯୁବକ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଅଗ୍ନିଶମ ବିଭାଗର କର୍ମଚାରୀ ମୃତଦେହ ଉଦ୍ଧାର କରିଛନ୍ତି । ଘଟଣାସ୍ଥଳରେ ଚାନ୍ଦିପୋଷ ପୋଲିସ ପହଁଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ତଦନ୍ତ ଜାରୀ ରଖିଛି । ଯୁବକ ଓ ଯୁବତୀ ଉଭୟ ରାଉରକେଲା ଅଞ୍ଚଳର ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଯୁବକ ଜଣକ ବାନ୍ଧମୁଣ୍ଡାର ତିଲକ ନଗରର ଜ୍ଞାନେନ୍ଦ୍ର ସ୍ୱାଇଁ ବୋଲି ଜଣାପଡିଥିବା ବେଳେ ଯୁବତୀଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରିନାହିଁ। ତେବେ କେଉଁ ସ୍ଥିତିରେ ଉଭୟ ବ୍ରାହ୍ମଣୀ ନଦୀକୁ ଗଲେ ? ଯୁବକ-ଯୁବତୀ ବୁଡ଼ି କି ପ୍ରାଣ ହରାଇଛନ୍ତି ନା ଆତ୍ମହତ୍ୟା କରିଛନ୍ତି ? ତା'ର କାରଣ ଏ ପର୍ଯ୍ୟନ୍ତ ଜଣା ପଡ଼ିନି ।

https://www.thesakala.in/latest-odisha-news/bodies-of-young-man-and-woman-recovered-from-brahmani-river/article-43733
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର